Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମିସ୍ ୟୁନିଭର୍ସର ୨୯ ବର୍ଷ ପାଳନ କଲେ ସୁସ୍ମିତା ସେନ୍‌

ମୁମ୍ବାଇ: ୧୯୯୪ ମସିହା ମେ ୨୧ ତାରିଖରେ ଅଭିନେତ୍ରୀ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ । ସେ ଦେଶପାଇଁ ମିସ୍ ୟୁନିଭର୍ସ ସମ୍ମାନ ପ୍ରଥମ ଥର ଆଣିଥିଲେ । ସେହି ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇବା ସହିତ ଉତ୍ସବ ମନାଇଛନ୍ତି । ଝିଅ ରେନି ଓ ଆଲିଶାଙ୍କ ସହିତ ସେ କେକ୍ କାଟି…

ସୁଟିଂ ସେଟ୍‌ରେ ଆହତ ହେଲେ ବଲିଉଡ ଅଭିନେତା ଅନୁପମ ଖେର

ମୁମ୍ବାଇ: ସୁଟିଂ ସମୟରେ ବଲିଉଡର ସୁପରଷ୍ଟାର ଅଭିନେତା ଅନୁପମ ଖେର ଆହତ ହୋଇଛନ୍ତି । ଅନୁପମ ଫିଲ୍ମ ବିଜୟ ୬୯ ସୁଟିଂ କରୁଥିବା ବେଳେ ଆହତ ହୋଇଛନ୍ତି । ତାଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି । ସେଥିଲାଗି ସେ କିଛି ଦିନ ଛୁଟି ନେଇ ଘରେ ବିଶ୍ରାମ ନେଉଛନ୍ତି । ଅନୁପମ ନିଜେ ଏକ ଫଟୋ ସୋସିଆଲ…

ରକ୍ତାକ୍ତ ଶରୀରରେ କାନ୍ସ ରେଡ କାର୍ପେଟରେ କାହିଁକି ଚାଲିଲେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲି କାନ୍ସ ଫେଷ୍ଟିଭାଲକୁ ନେଇ ଚାରିଆଡେ ଚର୍ଚ୍ଚା । ମେ’ ୧୬ ତାରିଖରୁ ଫ୍ରାନ୍ସର ଫ୍ରେଞ୍ଚ ରିବେରାରେ ଆରମ୍ଭ ହୋଇଛି ଏଇ ଏହି ଅନ୍ତର୍ଜାତୀୟ ଉତ୍ସବ  । ସାରା ବିଶ୍ୱରୁ ଆସିଥିବା ଲୋକ କାନ୍ସ ମଞ୍ଚରେ ଦେଖାଉଛନ୍ତି ନିଜ ନିଜର ଫ୍ୟାଶନ  ଜଲୱା  । ତେବେ ହଠାତ ଏହି ମଞ୍ଚକୁ…

କୋରିଆରେ ନିର୍ମିତ ହେବ ଅଜୟ ଦେବଗାନଙ୍କ ଦୃଶ୍ୟମ ରିମେକ

ମୁମ୍ବାଇ: ଅଜୟ ଦେବଗାନ ଓ ତବୁ ଅଭିନୀତ ଦୃଶ୍ୟମ ମୁଭିଜର ରିମେକ କୋରିଆ ଭାଷାରେ ହେବ । ଦୃଶ୍ୟମର ଦ୍ୱିତୀୟ ସଂସ୍କରଣ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛ । ୨୦୨୦ର ଓସ୍କାର ପୁରସ୍କାର ବିଜେତା ପାରାସାଇଟ ଫିଲ୍ମର ଅଭିନେତା ସଙ୍ଗ କଙ୍ଗ ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ପ୍ରଥମ…

ମେ ୨୫ରେ ରିଲିଜ ହେବ ଓଡ଼ିଆ ଫିଲ୍ମ ପ୍ରୀତି ବନ୍ଧନ

ଭୁବନେଶ୍ୱର: ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ଫିଲ୍ମ ‘ପ୍ରୀତି ବନ୍ଧନ’ । ଏହି ଫିଲ୍ମ ମେ ୨୫ ତାରିଖରେ ରିଲିଜ୍ ହେବ । ନେକ୍ସଟ୍‌ଡୋର ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମ ଓଡିଆ ଘରର କଥାବସ୍ତୁ ଉପରେ କାହାଣୀ ଗତିଶୀଳ ହୋଇଛି । ଏଥିରେ ଆମ ଓଡ଼ିଶାର କଳା, ସଂସ୍କୃତି…

ଖତ୍‌ରୋଁ କେ ଖିଲାଡ଼ିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ଅଭିନେତ୍ରୀ ଏଶ୍ୱର୍ଯ୍ୟା

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ଷ୍ଟଣ୍ଟ୍ ଶୋ ଖତ୍‌ରୋଁ କେ ଖିଲାଡି ସିଜିନ୍ ୧୩ର ସୁଟିଂ ଆରମ୍ଭ ହୋଇଛି । ଏଥିରେ ଅନେକ ଲୋକପ୍ରିୟ ଟିଭି ଅଭିନେତା ଅଭିନେତ୍ରୀ ସାମିଲ ହୋଇ ଶୋ’ରେ ଷ୍ଟଣ୍ଟ ଦେଖାଇବାକୁ ଯାଉଛନ୍ତି । ନିକଟରେ ଅଭିନେତ୍ରୀ ଏଶ୍ୱର୍ଯ୍ୟା ଶର୍ମା ଷ୍ଟଣ୍ଟ କରୁଥିବା ବେଳେ ଆହତ…

ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅଙ୍କ ନିର୍ବନ୍ଧ ଶେଷ

ମୁମ୍ବାଇ: ବଲିଉଡର ଭେଟେରାନ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ଝିଅ ତଥା ଅଭିନେତ୍ରୀ ଆଲିଆ କାଶ୍ୟପଙ୍କ ନିର୍ବନ୍ଧ ଶେଷ ହୋଇଛି । ତାଙ୍କର ଦୀର୍ଘ ଦିନର ପ୍ରେମିକ ସଚିନ ଗ୍ରେଗୋରଙ୍କ ସହ ନିର୍ବନ୍ଧ ହୋଇଛି । ଆଲିଆ ନିଜେ ସୋସିଆଲ ମିଡ଼ିଆରେ ଏହାର ଫଟୋ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକରେ ଆଲିଆ…

ବିଳାସପୂର୍ଣ୍ଣ କାର ଛାଡି ଟ୍ରାକ୍ଟର ଚଲାଇଲେ ଅମିତାଭଙ୍କ ନାତୁଣୀ

ମୁମ୍ବାଇ: ବିଳାସପୂର୍ଣ୍ଣ କାର ଛାଡି ଟ୍ରାକ୍ଟର ଚଲାଇଲେ ବଲିଉଡ଼ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବୟା ନାଭେଲି ନନ୍ଦା । ନବୟା ଅଭିନୟ ଜଗତରେ ସକ୍ରିୟ ନ ହୋଇପାରନ୍ତି, କିନ୍ତୁ ତାଙ୍କର ଲୋକପ୍ରିୟତା ଜଣେ ଅଭିନେତ୍ରୀଙ୍କ ତୁଳନାରେ କମ୍ ନୁହେଁ । ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର…

ସଡକ ଦୁର୍ଘଟଣାରେ ଚାଲିଗଲେ ଏଇ ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଫିଲ୍ମ ଜଗତରେ ଖେଳି ଯାଇଛି ଶୋକର ଛାୟା । ଜଣେ ଉଦୀୟମାନ ଅଭିନେତ୍ରୀଙ୍କୁ ହରାଇଛି ଇଣ୍ଡଷ୍ଟ୍ରି । ବଙ୍ଗ ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତ ଆଉ ନାହାନ୍ତି । ଏକ ସଡକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତ୍ରୀ ସୁଚନ୍ଦ୍ରା । ମିଳିଥିବା ସୂଚନା ଅନୁଯାୟୀ,…

ପାଣି ଭିତରେ ଅଙ୍କିତାଙ୍କୁ ଚୁମ୍ବନ ଦେଲେ ମିଲିନ୍ଦ, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତା ମିଲିନ୍ଦ ସୋମନ ଏବେ ଖୁବ୍ ଚର୍ଚ୍ଚାରେ । ସେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ତାଙ୍କ ପତ୍ନୀ ଅଙ୍କିତା କନୱାରଙ୍କ ସହ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି । ସେଠାରେ ପାଣିଭିତରେ ପତ୍ନୀ ଅଙ୍କିତାଙ୍କୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି ।…