Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାମ ଚରଣଙ୍କ ଝିଅକୁ ସୁନାର ଝୁଲଣା ଉପହାର ଦେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ତେଲୁଗୁ ସୁପରଷ୍ଟାର ରାମ ଚରଣ ବାପା ହୋଇଛନ୍ତି । ଜୁନ୍ ୨୦ ତାରିଖରେ ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ହାଇଦ୍ରାବାଦର ଏକ ଘରୋଇ ହସପଟାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏନେଇ ଉଭୟଙ୍କ ଘରେ ଖୁସିର ଲହରି ଖେଳିଯାଇଛି । ଶୁକ୍ରବାର ରାମଚରଣ ଏବଂ ଉପାସନାଙ୍କ…

ଗୋଲଡ଼େନ୍ ଟେମ୍ପଲ୍‌ରେ ରାଘବ-ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢ଼ା ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି । ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ପ୍ରେମୀଯୁଗଳ ନିକଟରେ ଅମୃତସରର ଗୋଲ୍‌ଡେନ୍ ଟେମ୍ପଲ୍‌ରେ ନଜର ଆସିଛନ୍ତି । ଏହାର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ…

ଆଦିପୁରୁଷ ପରେ ଅଶ୍ୱଥାମାରୁ ଓହରି ଯିବେ କି ଆଲ୍ଲୁ ଅର୍ଜୁନ

ମୁମ୍ବାଇ: ପୁଷ୍ପା ଫିଲ୍ମର ସଫଳତା ପରେ ହିନ୍ଦୀ ଭାଷାଭାଷୀ ଅଂଚଳରେ ମଧ୍ୟ ଆଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଅନ୍ୟ ସାଉଥ ଅଭିନେତାଙ୍କ ପରି ସେ ମଧ୍ୟ ହିନ୍ଦୀ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର ପ୍ରଭାସଙ୍କ ଆଦିପୁରୁଷ ଫିଲ୍ମ ଫ୍ଲପ ହେବା ପରେ ସେ ଚିନ୍ତିତ…

ରିଲିଜ୍ ହେଲା ‘ପ୍ରିୟେ ତୁମୋ ସିଏ’: ପ୍ରଥମ ଥର ନଜର ଆସିଲେ ଅମ୍ଲାନ ଏଲିନା ଯୋଡି

ଭୁବନେଶ୍ୱର: ପ୍ରେମ କେଉଁଠି, କେମିତି, କେତେବେଳେ.. ହୋଇଯାଏ କେହି ଜାଣନ୍ତି ନାହିଁ । ପରିବାରର ଆଭିଜାତ୍ୟ ଆକାଶ- ପାତାଳର ପାର୍ଥକ୍ୟ । ଗରୀବ ପୁଅକୁ ମନରେ ଜାଗା ଦେଇଛି ଜମିଦାରର ଝିଅ । ଏମିତି କାହିଁକି ହେଲା, କେମିତି ହେଲା । କାହିଁକି ଆଭିଜାତ୍ୟରେ ପରିପୂର୍ଣ୍ଣ ଝିଅ ରାସ୍ତା କଡର ପୁଅକୁ…

ରିଲିଜ୍ ପରେ ଦର୍ଶକଙ୍କ ମନ କିଣିଲା ଫିଲ୍ମ ‘ସତ୍ୟପ୍ରେମ କି କଥା’

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଗୁରୁବାର ରିଲିଜ୍ ହୋଇଛି । ରିଲିଜ୍‌ର ପ୍ରଥମ ଦିନରେ ଫିଲ୍ମଟି ଦର୍ଶକଙ୍କ ମନ କିଣିଥିବା ଦେଖିବାକୁ ମିଳିଛିି । ଏହି ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ‘ଭୁଲ ଭୁଲେଆ…

୩୬ କୋଟିରେ ବିକ୍ରୀ ହେଲା ଯବାନର ମ୍ୟୁଜିକ ରାଇଟ୍ସ

ମୁମ୍ବାଇ: ପଠାନ ଫିଲ୍ମ ସୁପରହିଟ ହେବା ପରେ ଏବେ ସମସ୍ତଙ୍କ ନଜର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଯବାନ ଉପରେ ରହିଛି । ଇତି ମଧ୍ୟରେ ଯବାନ ମ୍ୟୁଜିକ ରାଇଟ୍ସ ରେକର୍ଡ ଦରରେ ବିକ୍ରୀ ହୋଇଛି । ଟି ସିରିଜ ଅନ୍ୟ ସମସ୍ତ କମ୍ପାନୀକୁ ପଛରେ ପକାଇ ୩୬ କୋଟି ଟଙ୍କାରେ ଏହାକୁ କ୍ରୟ କରିଛି ।…

ହାଉସଫୁଲ ୫ରେ ଅକ୍ଷୟଙ୍କ ସହ ଅଭିନୟ କରିବେ ରିତେଶ

ମୁମ୍ବାଇ: ବଲିଉଡର ସଫଳ କମେଡି ଫ୍ରାଂଚାଇଜ ହାଉସଫୁଲର ୫ମ ସଂସ୍କରଣକୁ ଶୁକ୍ରବାର ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଅକ୍ଷୟ କୁମାର ପ୍ରଶଂସକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ଦୀପାବଳୀରେ ଏହା ରିଲିଜ ହେବ ବୋଲି ଅକ୍ଷୟ କହିଛନ୍ତି । ଏଥର ଖିଲାଡତି କୁମାରଙ୍କ ସହ ରିତେଶ…

ସେପ୍ଟମ୍ବର ୧୯ରେ ରିଲିଜ ହେବ କଙ୍ଗନାଙ୍କ ଚନ୍ଦ୍ରମୂଖୀ ୨

ମୁମ୍ବାଇ: କଙ୍ଗନା ରାନାୱତ ଅଭିନୀତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ ୨ଫିଲ୍ମ ସେପ୍ଟମ୍ବର ୧୯ରେ ଗଣେଶ ପୂଜା ଅବସରରେ ରିଲିଜ ହେବ । କଙ୍ଗନା ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ସେ ଫିଲ୍ମର ଫାଷ୍ଟ ଲୁକ ମଧ୍ୟ ଶେୟାର କରିଛନ୍ତି । ରାଘବ ଲରେନ୍ସକୁ ଲୁକକୁ ଦର୍ଶକ ବେଶ ପସନ୍ଦ…

ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଖଳନାୟକ କବୀର ଦୁହାନ୍‌

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ସାଉଥ ଖଳନାୟକ କବୀର ଦୁହାନ୍‌ । ସେ ହରିୟାଣାର ଜଣେ ଶିକ୍ଷୟତ୍ରୀଙ୍କୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର ବହୁ କଳାକାରଙ୍କ ସମେତ, ନିର୍ମାତା,ନିର୍ଦ୍ଦେଶକ, ବନ୍ଧୁବାନ୍ଧବ ଓ ସମ୍ପର୍କୀୟ ସାମିଲ…

ରାମଚରଣ ଧୁମ୍‌ଧାମ୍‌ରେ ପାଳିଲେ ଝିଅର ନାମକରଣ ସମାରୋହ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ତେଲୁଗୁ ସୁପରଷ୍ଟାର ରାମ ଚରଣ ବାପା ହୋଇଛନ୍ତି । ଜୁନ୍ ୨୦ ତାରିଖରେ ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ହାଇଦ୍ରାବାଦର ଏକ ଘରୋଇ ହସପଟାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏହା ହେଉଛି ସେମାନଙ୍କର ପ୍ରଥମ ସନ୍ତାନ । ଏନେଇ ଉଭୟଙ୍କ ଘରେ ଖୁସିର ଲହରି…