Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମାଆ ହେଲେ ଅଭିନେତ୍ରୀ ଦୀପିକା କକ୍କର

ମୁମ୍ବାଇ: ମାଆ ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର । ବୁଧବାର ସକାଳେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ଉଭୟ ଦୀପିକା ଏବଂ ସୋଏବଙ୍କ ପରିବାରରେ ଖୁସି ଦେଖାଦେଇଛି । ଦୀପିକା ଓ ତାଙ୍କ ସ୍ୱାମୀ ସୋଏବ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଖୁସି ଖବର ସେୟାର କରିଛନ୍ତି ।…

ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ ଓ ଆର୍ଯ୍ୟନ ଖାନଙ୍କ ବୟାନ ରେକର୍ଡ କରିବ ସିବିଆଇ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନ, ତାଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ମ୍ୟାନେଜର ପୂଜା ଡଡଲାନୀଙ୍କ ବୟାନ ରେକର୍ଡ କରିବାକୁ ସିବିଆଇ ପ୍ରସ୍ତୁତ ହେଉଛି। ଆଗାମୀ ଦିନରେ ଏହି ବୟାନ ରେକର୍ଡ ହୋଇପାରେ। ଏନସିବି ଭିଜିଲାନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଆର୍ଯ୍ୟନ…

ଅଭିନେତା ସିଜେନଙ୍କ ବିରୋଧରେ ଘରୋଇ ହିଂସାର ଆରୋପ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଜେନ୍ ଖାନ୍‌ଏବେ ଚର୍ଚ୍ଚାରେ । ସୁପରହିଟ୍ ଧାରାବାହିକ ‘କସୋଟି ଜିନ୍ଦେଗି କେ’ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ସିଜେନ୍ । ସିଜେନଙ୍କ ପତ୍ନୀ ବୋଲି ଦାବି କରି ଆୟିଶା ପିରାନୀ ନାମକ ଜଣେ ମହିଳା ତାଙ୍କ ଉପରେ ଘରୋଇ ହିଂସାର ଆରୋପ…

ଚତୁର୍ଥ ଦିନରେ ବ୍ୟବସାୟରେ ମାଡ଼ ହେଲା ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଅଭିନିତ ଫିଲ୍ମ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମର କାହାଣୀ,ସଂଳାପ,ଚରିତ୍ରକୁ ନେଇ ବିବାଦ ଦେଖାଦେଇଛି । ବିବାଦସତ୍ତ୍ୱେ ରିଲିଜ୍‌ର ତିନିଦିନ ଯାଏଁ ଫିଲ୍ମଟି ଭଲ ବ୍ୟବସାୟ କରିଲା । ହେଲେ ଧୀରେ ଧୀରେ ଏହାର ବ୍ୟବସାୟରେ ମାନ୍ଦା ଅବସ୍ଥା…

‘ତାରକ୍ ମେହେତା କା ଉଲ୍‌ଟା ଚଷମା’ର ପ୍ରଯୋଜକଙ୍କ ବିରୋଧରେ ଯୌନ ଶୋଷଣ ମାମଲା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ୍ ମେହେତାକା ଉଲ୍‌ଟା ଚଷମା’ର ପ୍ରଯୋଜକ ଅସିତ ମୋଦୀଙ୍କ ବିରୋଧରେ ଯୌନ ଶୋଷଣ ମାମଲା । ଏଥିସହିତ ଧାରାବାହିକର ଅପରେଶନ ହେଡ ସୋହେଲ ରମାଣି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ ବଜାଜଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ହେଲେ…

ବଜରଙ୍ଗବାଲୀ ଭଗବାନ ନୁହନ୍ତି; ଏପରି କିଛି କହିଲେ ମନୋଜ ମୁନ୍ତାଶିର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୬ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏଥିସହ ଫିଲ୍ମରେ ‘ରାମାୟଣ’ର ଚରିତ୍ର ସବୁକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି…

୧୧ ବର୍ଷ ପରେ ବାପା ହେଲେ ରାମଚରଣ

ହାଇଦ୍ରାବାଦ: ଦକ୍ଷିଣ ଭାରତ ଫିଲ୍ମର ଲୋକପ୍ରିୟ କଳାକାର ରାମଚରଣଙ୍କ ପତ୍ନୀ ଉପାସାନା ୧୧ ବର୍ଷ ପରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆପୋଲୋ ଡାକ୍ତରଖାନା ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । କନ୍ୟା ସନ୍ତାନର ପିତା ହେବା ନେଇ ରାମଚରଣ ବେଶ ଖୁସି ଅଛନ୍ତି । ରାମଚରଣ-ଉପାସାନାଙ୍କ…

ଫିଲ୍ମ ‘ଆଦିପୁରୁଷ’ ବ୍ୟାନ ନେଇ ଦାବି କଲେ ଅଯୋଧ୍ୟା ସନ୍ଥମାନେ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଗତ ୧୮ ତାରିଖରେ ରିଲିଜ ହୋଇଯାଇଛି । ରିଲିଜ୍ ହେବା ଦିନଠାରୁ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି । ଏସବୁ ଭିତରେ ଅଯୋଧ୍ୟା ସନ୍ଥମାନେ ଫିଲ୍ମ…

ବିରୋଧସତ୍ତ୍ୱେ ୩୦୦ କୋଟି ବ୍ୟବସାୟ କଲାଣି ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏସବୁ ବିବାଦସତ୍ତ୍ୱେ ଫିଲ୍ମ ଭଲ ବ୍ୟବସାୟ କରୁଛି । ରିଲିଜ୍ ହେବାର ମାତ୍ର ୩ ଦିନରେ…

କରଣଙ୍କ ବିବାହରେ ସାମିଲ ହେଲେନି ଜେଜେମାଆ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଗତ ୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍‌ଧାମ୍‌ରେ ଏହି ବିବାହ ଆୟୋଜିତ ହୋଇଛି । କିନ୍ତୁ…