Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସାଉଥ ସିନେମାରେ ଖଳନାୟକ ରୋଲ କରିବେ ଇମ୍ରାନ ହାସମୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ଇମ୍ରାନ ହାସମୀ ଖୁବ ଶୀଘ୍ର ଦକ୍ଷିଣ ଭାରତ ସିନେମାରେ ପାଦ ଥାପିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ସୁଜିତ ତାଙ୍କର ଆଗାମୀ ଗ୍ୟାଙ୍ଗଷ୍ଟାର ଫିଲ୍ମ ଓଜିରେ ଇମ୍ରାନଙ୍କୁ ଖଳନାୟକ ଭୂମିକା ଅଫର କରିଛନ୍ତି । ପବନ କଲ୍ୟାଣ ହୀରୋ ଭୂମିକାରେ ଅବତୀର୍ଣ୍ଣ ହେବେ । ଏହି…

ବିଗ୍ ବସ୍ ଓଟିଟି ୨: ପ୍ରତିଯୋଗୀଙ୍କୁ ମିଳିବ ବିଳାସପୂର୍ଣ୍ଣ ଜୀବନଯାପନ କରିବାର ସୁଯୋଗ, ଘରର ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଏବଂ ଛୋଟ ପରଦାରେ ଧମାଲ କଲା ପରେ ଏବେ ସଲମାନ ଖାନ ଓଟିଟି (OTT) ରେ ମଧ୍ୟ ନିଜର ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସଲମାନ ଖାନ ବିଗ୍ ବସ୍ ଓଟିଟି ର ଦ୍ୱିତୀୟ ସିଜନରେ ଆସୁଛନ୍ତି। ଏହି ସୋ ଓଟିଟିରେ ପ୍ରସାରିତ ହେବା ପୂର୍ବରୁ ମଧ୍ୟ କ୍ରମାଗତ ଲାଇମଲାଇଟରେ…

ଲୋକପ୍ରିୟ କଣ୍ଠଶିଳ୍ପୀ ଶାରଦା ରାଜନଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସ୍ୱର ସଂଯୋଜିକା ଶାରଦା ରାଜନଙ୍କ ୮୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲାଣି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ଚଳଚ୍ଚିତ୍ର ‘ସୂରଜ’ରେ ଥିବା ‘ତିତଲୀ ଉଡି’ ଗୀତ ତାଙ୍କୁ ବେଶୀ ଲୋକପ୍ରିୟ କରିପାରିିଥିଲା । ତାମିଲ…

ସମସ୍ତଙ୍କ ଆଗରେ ଶାହରୁଖଙ୍କୁ ଚୁମ୍ବନ ଦେଲେ ଯୁବତୀ

ମୁମ୍ବାଇ: ବଲିଉଡ଼ର କିଙ୍ଗ ଖାନ୍ ଶାହରୁଖଙ୍କ ଲୋକପ୍ରିୟତା ସବୁଆଡ଼େ ରହିଛି । ଶାହରୁଖ ଯୁଆଡ଼େ ଗଲେ ବି ତାଙ୍କ ପ୍ରଶଂସକମାନେ ତାଙ୍କ ପିଛା ଛାଡ଼ନ୍ତି ନାହିଁ । ତାଙ୍କର ଟିକେ ଝଲକ ଦେଖିବା ଓ ତାଙ୍କ ସହ ସେଲଫି ନେବାକୁ ଠେଲାପେଲା ହୋଇଥାନ୍ତି । ମଙ୍ଗଳବାର ଦୁବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ…

ଦିଲ୍ଲୀରେ ୨୨୦୦ ଟଙ୍କାରେ ବିକ୍ରି ହେଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା…

ମନ୍ନତ ଆଗରେ ଏକାଠି ହେଲେ ପ୍ରଶଂସକ, ଶାହରୁଖଙ୍କ ଷ୍ଟାଇଲ ନକଲ କରି କଲେ ରେକର୍ଡ

ମୁମ୍ବାଇ: ବଲିଉଡ୍‌ର ସବୁ ସୁପରଷ୍ଟାରଙ୍କ ଭିତରୁ କିଙ୍ଗ ଖାନ ଶାହରୁଖ ଖାଁଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବି ବହୁତ ଅଧିକ । ନିକଟରେ ପ୍ରଶଂସକମାନେ ତାଙ୍କ ବାସଭବନ ‘ମନ୍ନତ’କୁ ଯାଇ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ଏହାକୁ ଦେଖି ନିଜେ ଶାହରୁଖ ବିମୁଗ୍ଧ…

ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ରିଚା ଶର୍ମା ଥିଲେ ବହୁତ ସୁନ୍ଦର, ଫଟୋ ସେୟାର କଲେ ଝିଅ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା ଦତ୍ତ ସ୍ୱର୍ଗତ ଅଭିନେତ୍ରୀ ମାତା ରିଚା ଶର୍ମାଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକ ମଧ୍ୟ ଭାବପ୍ରବଣ ହୋଇଗଲେ। ତେବେ ଏହା ପ୍ରଥମଥର ନିହେଁ ଯେ ତ୍ରିଶଲା ତାଙ୍କ ମା’ଙ୍କ ଫଟୋ ସେୟାର କରିଛନ୍ତି। ଏହା ପୂର୍ବରୁ…

ଫିଲ୍ମ ‘ଆଦିପୁରୁଷ’ କ୍ରିତିଙ୍କୁ କଲା ଲୋକପ୍ରିୟ, ଏବେ ତାଙ୍କ ହାତରେ ଅନେକ ପ୍ରୋଜେକ୍ଟ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ଏଥିରେ କ୍ରିିତି ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ସାଉଥ ସୁପରଷ୍ଟାର ପ୍ରଭାସ ରାମ ଓ ଶୈଫ ଅଲ୍ଲି ଖାନ୍ ରାବଣ ଭୂମିକାରେ ଅଭିନୟ କରିଛନ୍ତି…

୧୦ ଦିନରେ ୫୦ କୋଟିରୁ ଅଧିକ ରୋଜଗାର କଲା ଫିଲ୍ମ ‘ଜରା ହଟକେ ଜରା ବଚକେ’

ମୁମ୍ବାଇ: ଗତ ୨ ତାରିଖରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଜରା ହଟକେ ଜରା ବଚକେ’ । ଏଥିରେ ଅଭିନେତା ଭିକି କୌଶଲ ଏବଂ ସାରା ଅଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଦୁଇ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମ ‘ଜରା ହଟକେ ଜରା ବଚକେ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି ।…

ରଜରେ ରିଲିଜ୍ ହେଲା ଅନୁଭବଙ୍କ ନୂଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’

ଭୁବନେଶ୍ୱର: ରଜ ଅବସରରେ ରିଲିଜ୍ ହେଲା ଅନୁଭବଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରେମ, ରୋମାନ୍ସ, ସସପେନ୍ସ ଓ ଫାଇଟ୍ ରହିଛି, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି…