Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଖତରୋଁ କେ ଖିଲାଡ଼ିରେ ଗୁରୁତର ହେଲେ ନାଇରା ବାନାର୍ଜୀ

ମୁମ୍ବାଇ: ଛୋଟପରଦାର ସବୁଠୁ ଅଧିକ ଲୋକପ୍ରିୟ ଶୋ ହେଉଛି ‘ଖତରୋଁ କେ ଖିଲାଡ଼ି’ । ଏହାର ସୁଟିଂ ଏବେ ଦକ୍ଷିଣ ଆଫ୍ରିକାର କେପଡ଼ାଉନ୍‌ରେ ଜୋରସୋରରେ ଚାଲିଛି । ସୁଟିଂ ସମୟରେ ଅନେକ ପ୍ରତିଯୋଗୀ ଆହତ ମଧ୍ୟ ହେଉଛନ୍ତି । ଏସବୁ ମଧ୍ୟରେ ଶୋ’ର ପ୍ରତିଯୋଗୀମାନେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ…

ଓଟିଟିରେ ଧମାଲ କରିବେ କାଜୋଲ

ମୁମ୍ବାଇ: ଓଟିଟିରେ ଧମାଲ କରିବେ ବଲିଉଡ ଅଭିନେତ୍ରୀ କାଜୋଲ । ଏନେଇ ସେ ଏବେ ପୁରା ପ୍ରସ୍ତୁତ । ଖୁବ୍ ଶୀଘ୍ର ସେ ୱେବ ସିରିଜ୍ ‘ଦ ଟ୍ରାଏଲ’ରେ ଡ଼େବ୍ୟୁ କରିବେ । ସୋମବାର ଏହି ସିରିଜ୍‌ର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲରରେ ଦେଖିବାକୁ ମିଳିଛି ଯେ, କାଜୋଲ ଜଣେ ଓକିଲ ଭୂମିକାରେ ଅଭିନୟ…

ନୀତେଶଙ୍କ ରାମାୟଣରେ ରାବଣଙ୍କ ଭୂମିକା କରିବାକୁ ମନା କଲେ ୟଶ

ମୁମ୍ବାଇ: ଫିଲ୍ମ ପ୍ରଡ୍ୟୁସର ମଧୁ ମଂଟେନା ଓ ନୀତେଶ ତିୱାରୀଙ୍କୁ ଶକ୍ତ ଧକ୍କା ଲାଗିଛି । ରାମାୟଣର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ କେଜିଏଫ ଫେମ ୟଶଙ୍କୁ ରାବଣ ଭୂମିକା ପ୍ରଦାନ କରାଯାଇଥିଲା । ପ୍ରଶଂସକମାନେ ୟଶଙ୍କୁ ରାବଣ ଭାବେ ଦେଖିବାକୁ ଚାହୁଁ ନାହାନ୍ତି ବୋଲି ଅନୁଭବ କରିବା ପରେ ସେ…

ଓଲିଉଡରେ ପୁଣି କାଷ୍ଟିଂକାଉଚ ଅଭିଯୋଗ ଆଣିଲେ ରୂପଶ୍ରୀ ପଣ୍ଡା

ଭୁବନେଶ୍ୱର:ଓଲିଉଡରେ ପୁଣି ସାମ୍ନାକୁ ଆସିଲା କାଷ୍ଟିଂକାଉଚ ଅଭିଯୋଗ । ଅଳ୍ପଦିନ ତଳେ ଅଭିନେତ୍ରୀ ଯସ୍ମିନ ରଥ ଏମିତି ଅଭିଯୋଗ ଆଣିଥିବାବେଳେ ତାଙ୍କ ସମର୍ଥନ କରିଥିଲେ ପ୍ରକୃତି ମିଶ୍ର । ଏବେ ଆଉଜଣେ ଅଭିନେତ୍ରୀ ସମାନ ଅଭିଯୋଗ ଆଣିଛନ୍ତି । ଏଇ ଅଭିନେତ୍ରୀ ଜଣକ ହେଉଛନ୍ତି ରପଶ୍ରୀ ପଣ୍ଡା।…

କରଣ ଦେଓଲଙ୍କ ପ୍ରିୱେଡିଂ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ଧର୍ମେନ୍ଦ୍ର

ମୁମ୍ବାଇ: ଆଜିକାଲି ଅଭିନେତା ଧର୍ମେନ୍ଦ୍ର ବହୁତ ଖୁସି ଅଛନ୍ତି। କାରଣ ଧର୍ମେନ୍ଦ୍ରଙ୍କ ଘରେ ବାଜିବ ଶାହାନାଇ। ଧର୍ମେନ୍ଦ୍ରଙ୍କ ନାତି କରଣ ଦେଓଲ ବର ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ, ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଜୁନ୍ ୧୮ ତାରିଖରେ ଦିଶା ଆଚାର୍ଯ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି।…

ଲୋକପ୍ରିୟ ମାଲାୟାଲମ ସିନେମା ଅଭିନେତା କଜାନ ଖାନଙ୍କର ହୃଦ୍‌ଘାତରେ ପରଲୋକ

ଥିରୁଭନନ୍ତୁପୁରମ: ଲୋକପ୍ରିୟ ମାଲାୟାଲମ ସିନେମାରେ ଖଳନାୟକ ଚରିତ୍ରରେ ଅଭିନୟ କରି ଖୁବ୍‌ ଲୋକପ୍ରିୟ ହୋଇଥିବା ଅଭିନେତା କଜାନ ଖାନଙ୍କ ପରଲୋକ ହୋଇଛି। ସୋମବାର ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଡକ୍ସନ୍ କଣ୍ଟ୍ରୋଲର୍ ତଥା ନିର୍ମାତା ଏନଏମ୍ ବାଦୁଶା ସୋସିଆଲ ମିଡିଆ…

ନେହାଙ୍କ ଜନ୍ମ ଦିନକୁ ଆସିଲେନି ରୋହନପ୍ରିତ

ମୁମ୍ବାଇ: ବଲିଉଡ ଗାୟିକା ନେହା କକ୍କର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ନିକଟରେ ତାଙ୍କର ୩୫ତମ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ହେଲେ ଜନ୍ମଦିନରେ ତାଙ୍କ ସ୍ୱାମୀ ରୋହନପ୍ରିତ ଅନୁପସ୍ଥିତ ଥିଲେ । ଏହାକୁ ନେଇ ପ୍ରଶଂସକମାନେ ଅନେକ ପ୍ରଶ୍ନ କରିଛନ୍ତି । କିନ୍ତୁ ନେହା ଏ ସମ୍ପର୍କରେ କିଛି…

ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ ର ପ୍ରି-ରଜ ସେଲିବ୍ରେସନ

ଭୁବନେଶ୍ୱର: ରଜ ଅବସରରେ ତଥା ଜୁନ୍ ୧୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ "ଲଭ ଇନ ଲଣ୍ଡନ’ । ଏଥିରେ ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା । ଏଥିରେ…

୪ର୍ଥ ଥର ପାଇଁ ବାପା ହେଲେ ପ୍ରଭୂ ଦେବା

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ କଳାକାର ପ୍ରଭୂ ଦେବା ୪ର୍ଥ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୨୦ରେ ହିମାନୀଙ୍କ ସହ ପ୍ରଭୂଦେବା ଦ୍ୱିତୀୟ ବିବାହ କରିଥିଲେ । ଏବେ ସେମାନଙ୍କ କନ୍ୟା ସନ୍ତାନ ହୋଇଛି । ପ୍ରଥମ ପତ୍ନୀଙ୍କ ଆଡୁ ତାଙ୍କର ୩ଟି ସନ୍ତାନ ଅଛନ୍ତି । ୧୯୯୫ରେ…

ଝିଅର ‘ମୁଖେ ଭାତ୍‌’ ପାଳିଲେ ବିପାଶା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିପାଶା ବସୁ ବିବାହର ୬ ବର୍ଷ ପରେ ମାଆ ହୋଇଛନ୍ତି । ତେଣୁ ଅଭିନୟ ଦୁନିଆରୁ ଦୂରେଇ ରହି ନିଜ ଝିଅକୁ ସମୟ ଦେଉଛନ୍ତି । ଏଭଳି ପରିସ୍ଥିତିରେ ସେ ନିଜ ଝିଅ ଦେବୀର ପ୍ରତ୍ୟେକ ସମାରୋହକୁ ଏକ ବିଶେଷ ଉତ୍ସବରେ ପାଳନ କରୁଛନ୍ତି । ନିକଟରେ ଝିଅର ‘ମୁଖେ ଭାତ୍‌’ ତଥା…