Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୪୮ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ପ୍ରଯୋଜକ ମଧୁ ମଣ୍ଟେନା

ମୁମ୍ବାଇ: ୪୮ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ପ୍ରଯୋଜକ ମଧୁ ମଣ୍ଟେନା । ତାଙ୍କଠାରୁ ୯ ବର୍ଷର ଈରା ତ୍ରିବେଦୀଙ୍କୁ ବିବାହ କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏହି ବିବାହ ଉତ୍ସବରେ ଅନେକ ଅଭିନେତା,ଅଭିନେତ୍ରୀ, ପ୍ରଯୋଜକ, ଡ଼ାଇରେକ୍ଟରଙ୍କ ସହ ବହୁ ସମ୍ପର୍କୀୟ ଯୋଗ ଦେଇଥିଲେ । ଏହି…

ଓଟିଟିରେ ରିଲିଜ ହେବ ନୱାଜୁଦ୍ଦିନ ସିଦ୍ଦିକି ଓ ଅବନୀତ୍ କୌରଙ୍କ ଫିଲ୍ମ ‘ଟିକୁ ୱେଡ୍ସ ଶେରୁ’

ମୁମ୍ବାଇ: ବଲିଉଡର ନିର୍ଭୀକ ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ବୟାନବାଜି ଯୋଗୁଁ ସର୍ବଦା ଲାଇମଲାଇଟର ଶୀର୍ଷରେ ଥାନ୍ତି। ଏଥି ସହିତ କଙ୍ଗନାଙ୍କ ନାମ ଏବେ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ, ତାପସୀ ପନ୍ନୁ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଭଳି କିଛି ଭାରତୀୟ ଅଭିନେତ୍ରୀଙ୍କ ସହ ମଧ୍ୟ ଜଡିତ…

ଫିଲ୍ମ ‘ଦି ଆର୍ଚିଜ୍’ ର ନୂଆ ପୋଷ୍ଟର ରିଲିଜ, ନଜର ଆସୁଛନ୍ତି ଅନେକ ଷ୍ଟାର କିଡ୍ସ

ମୁମ୍ବାଇ: ବଲିଉଡ ତାରକାଙ୍କ ପ୍ରଶଂସକମାନେ ଷ୍ଟାର କିଡ୍ସଙ୍କ ଫିଲ୍ମ ଦେଖିବା ପାଇଁ ବହୁତ ଅପେକ୍ଷା କରନ୍ତି। ଷ୍ଟାର୍ କିଡ୍ସଙ୍କ ଫିଲ୍ମରୁ ପ୍ରଶଂସକମାନେ ଅନୁମାନ କରନ୍ତି ଯେ ନିଜ ପିତାମାତାଙ୍କ ପରି ଅଭିନୟ ଜଗତରେ ସେମାନେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବେ। ଗତ କିଛି ବର୍ଷ ଧରି…

ଶାଢିରେ କ୍ରିତି,ସୋସିଆଲ ମିଡ଼ିଆରେ ସେୟାର କଲେ ଫଟୋ

ମୁମ୍ବାଇ: ଫିଲ୍ମ ‘ଆଦିପୁରୁଷ’କୁ ନେଇ ଅଭିନେତ୍ରୀ କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ଏବେ ସେ ଫିଲ୍ମର ପ୍ରମୋଶନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ନିକଟରେ ସେ ତାଙ୍କର ଏକ ଲାଟେଷ୍ଟ ଫଟୋ ସୋସିଆଲ ମିଡ଼ିଆରେ ସେଶୟାର କରିଛନ୍ତି, ଯାହାକୁ ତାଙ୍କର ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି ।…

ଧର୍ମେନ୍ଦ୍ରଙ୍କ ନାତି କରଣଙ୍କ ବିବାହ ୧୮ରେ, ପ୍ରସ୍ତୁତି ଚାଲିଛି ଜୋରସୋରରେ

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ । ବିବାହ ଖୁବ୍ କମ ଦିନ ଥିବାରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନେଇ ଧର୍ମେନ୍ଦ୍ରଙ୍କ ଜୁହୁସ୍ଥିତ ଘରକୁ ସୁନ୍ଦର ଭାବେ ସଜ୍ଜାଯାଉଛି ।…

ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜା କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ବାପାଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ସହ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ବାପାଙ୍କ ମୃତ୍ୟୁ ବାର୍ଷିକୀରେ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରି ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ତୁମକୁ ବହୁତ ମନେ…

ବ୍ରେକ ପରେ ସୋସିଆଲ ମିଡିଆକୁ ଫେରିଲେ କାଜୋଲ; ଫ୍ୟାନ୍ସ କହିଲେ ‘ ଆଉ ତୁମକୁ ବିଶ୍ୱାସ କରିବୁନି’

ନୂଆଦିଲ୍ଲୀ:କିଛିଦିନ ତଳେ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରୁ ବ୍ରେକ ନେଇଥିବା ଘୋଷଣା କରି ନିଜ ଇନଷ୍ଟାରୁ ସବୁ ପୋଷ୍ଟ ଡିଲିଟ କରି ଦେଇଥିଲେ । ପୋଷ୍ଟ ଡିଲିଟ କରିବା ଦେଖି ଫ୍ୟାନ୍ସମାନେ ବ୍ରେକର କାରଣ ଜାଣିବାକୁ ବି ଚାହିଁଥିଲେ । ଏ ନେଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ ।…

ବଲିଉଡ୍ ଅଭିନେତା ମଙ୍ଗଲ ଢିଲନଙ୍କର କ୍ୟାନ୍‌ସରରେ ମୃତ୍ୟୁ

ମୁମ୍ବାଇ: ହିନ୍ଦୀ ଓ ପଞ୍ଜାବୀ ଫିଲ୍ମ ଅଭିନେତା ମଙ୍ଗଲ ଢିଲନଙ୍କର ଆଜି ସକାଳେ ପରଲୋକ ହୋଇଛି। ଗତ କିଛି ବର୍ଷ ହେଲା ସେ କ୍ୟାନସର ରୋଗରେ ଜୁଝୁଥିଲେ। ପଞ୍ଜାବର ଲୁଧିଆନା ସହରର ଥିବା ଏକ ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା। ରବିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି…

ପରଲୋକରେ ଜୁନୁନ ଓ ବୁନିଆଦ ଆକ୍ଟର ମଙ୍ଗଲ ଧୀଲନ

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଟିଭି ଓ ବଲିଉଡ୍ ଦୁନିଆର ଲୋକପ୍ରିୟ ଅଭିନେତା ମଙ୍ଗଲ ଧୀଲନ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।  ମଙ୍ଗଲ ଦୀର୍ଘଦିନ ଧରି କ୍ୟାନ୍ସର ଆକ୍ରାନ୍ତ ହୋଇଥିଲେ । ତାଙ୍କୁ  ଲୁଧିଆନା ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା । ସେଠାର ଆଜି …

୩୨ ବର୍ଷ ପରେ ଏକାଠି ନଜର ଆସିବେ ଅମିତାଭ-ରଜନୀକାନ୍ତ

ମୁମ୍ବାଇ: ଲମ୍ବା ସମୟ ବ୍ୟବଧାନରେ ପୁଣିଥରେ ସିଲିଭର ସ୍କ୍ରିନ୍ ଏକାଠି ନଜରକୁ ଆସୁଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଏହି ଉଭୟ ଭେଟରାନ ଅଭିନେତା ବଲିଉଡ ହେଉ ଅବା ସାଉଥ୍ ଫିଲ୍ମରେ ଏ ପର୍ଯ୍ୟନ୍ତ ଫ୍ୟାନ୍ ପପୁଲାର ହୋଇ ରହିଛନ୍ତି । ଅନେକ ନୂଆ ନୂଆ ଅଭିନେତା…