Latest Odisha News
Browsing Category

ମନୋରଞ୍ଜନ

କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ସୌଜନ୍ୟା ଆଜି ତାଙ୍କ ବାଙ୍ଗାଲୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ସୌଜନ୍ୟାଙ୍କ ସୁସାଇଡ ନୋଟ ପୋଲିସ ଉଦ୍ଧାର କରିଛି । ଏଥିପାଇଁ ସେ କାହାକୁ ଦାୟୀ କରି ନାହାନ୍ତି । ମୋର ପ୍ରିୟ ପରିବାରବର୍ଗ ମୁଁ…

ଆସନ୍ତା ବର୍ଷ ରିଲିଜ ହେବ ଆଲିୟାଙ୍କ ଗ୍ୟାଙ୍ଗଷ୍ଟର ଡ୍ରାମା ଗଙ୍ଗୁବାଇ କାଠିୟାୱାଡି

ମୁମ୍ବାଇ: ଆଲିୟା ଭଟ୍ଟ ଅଭିନୀତ ଗ୍ୟାଙ୍ଗଷ୍ଟାର ଡ୍ରାମା ଗଙ୍ଗୁବାଇ କାଠିୟାୱାଡିର ରିଲିଜ ଡେଟ ଘୋଷଣା କରାଯାଇଛି । ସଞ୍ଜୟ ଲୀଲା ଭଁସାଲୀଙ୍କ ଏହି ଫିଲ୍ମ ପ୍ରଥମେ ଚଳିତ ବର୍ଷ ୩୦ ଜୁଲାଇରେ ରିଲିଜ ହେବ ବୋଲି ଘୋଷଣା ହୋଇଥିଲା । ଏବେ ଏହା ୬ ଜାନୁୟାରୀ ୨୦୨୨ରେ ମୁକ୍ତଲାଭ କରିବ । ଆଲିୟାଙ୍କ ଏହି…

ବିଗ୍‌ ବସ୍‌ ୧୫; ସପ୍ତାହକୁ ୩୫ ଲକ୍ଷ ନେବେ ରିୟା!

ମୁମ୍ବାଇ: ଗତ ବର୍ଷ ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିୟା ଚକ୍ରବର୍ତ୍ତୀଙ୍କୁ ଚର୍ଚ୍ଚା ଲାଗିରହିଛି। ରିୟାଙ୍କୁ ନେଇ ଆଉ ଏକ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। ରିୟା ସଲ୍‌ମାନଙ୍କ ଶୋ ବିଗ୍ ବସ୍ ୧୫ ରେ ଏଣ୍ଟ୍ରି କରିପାରନ୍ତି। ରିପୋର୍ଟ ଅନୁଯାୟୀ ବିଗ୍‌ ବସ୍‌…

ଚର୍ଚ୍ଚାରେ ଶେହ୍‌ନାଜଙ୍କ ‘ହୋଁସ୍‌ଲା ରଖ୍‌’; ୨ ଦିନରେ ୧୩ ମିଲିୟନ ଭ୍ୟୁ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ତାଙ୍କ ବାନ୍ଧବୀ ‌ଶେହ୍‌ନାଜ ଗିଲ୍‌ ଓ ଦିଲଜିତ ଦୋସାଞ୍ଜଙ୍କ ଅଭିନୀତ ଚଳଚ୍ଚିତ୍ର ହୋଁସ୍‌ଲା ରଖ୍‌ ପ୍ରଥମ ପୋଷ୍ଟର ରିଲିଜ କରିଥିଲା।  ଏହାକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହାପରେ ସେପ୍ଟେମ୍ବର ୨୭ରେ ଫିଲ୍ମର…

ରଣବୀର@୩୯

ଯୋଧପୁର: ଆଜି ହେଉଛି ବଲିଉଡ୍ ହ୍ୟାଣ୍ଡସମ ବୟ ରଣବୀର କପୁରଙ୍କ ଜନ୍ମଦିନ । ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି ରଣବୀର। ନିଜ ବର୍ଥ ଡେ କୁ ରଣବୀର ଗର୍ଲଫ୍ରେଣ୍ଡ ଆଲିଆଙ୍କ ସହ ଯୋଧପୁରରେ ପାଳିଛନ୍ତି ।ସେମାନେ ଯୋଧପୁରର ଏକ ରିସର୍ଟରେ ଜନ୍ମଦିନକୁ ଧୁମ୍ ଧାମ୍ ରେ ସେଲିବ୍ରେସନ କରିଛନ୍ତି। ଯାହାର…

ସୁର ସାମ୍ରାଜ୍ଞୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର: ମେରୀ ଆୱାଜ ହି ପେହଚାନ ହୈ.. . . .ଏହି ଆଇକନିକ୍ ଗୀତ ପାଇଁ ତାଙ୍କୁ ମିଳିଥିଲା ଅଲଗା ଏକ ପରିଚୟ । ପାଲଟିଥିଲେ ଦେଶର ସ୍ୱର । ପରିଚୟ ପାଇଁ ତାଙ୍କର ନାଁ ହିଁ ଯଥେଷ୍ଟ ।  ସେ ହେଉଛନ୍ତି ସୁର ସାମ୍ରାଜ୍ଞୀ ।  ତାଙ୍କର କଣ୍ଠର ଯାଦୁରେ ମତୁଆଲା ସଭିଏଁ । ଛୋଟ ହେଉ କି ବଡ଼ ସମସ୍ତେ…

ଶାହାରୁଖଙ୍କ ପଠାନ, ସଲମାନଙ୍କ ଟାଇଗର ୩ ରିଲିଜ ଡେଟ ନେଇ ଏବେ ବି ସସ୍ପେନ୍ସ ଜାରୀ

ମୁମ୍ବାଇ: ମହାରାଷ୍ଟ୍ରରେ ୨୨ ଅକ୍ଟୋବରଠାରୁ ସିନେମା ହଲ ଖୋଲିବ । ପ୍ରାୟ ୨ ବର୍ଷରୁ ଅଧିକ ସମୟ ଧରି ଅପେକ୍ଷା କରିଥିବା ପ୍ରଡ୍ୟୁସରମାନେ ସେମାନଙ୍କ ଫିଲ୍ମର ରିଲିଜ ଡେଟ ଘୋଷଣା କରି ସାରିଛନ୍ତି । ତେବେ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପଠାନ ଏବଂ ସଲମାନ ଖାଁ ଟାଇଗର ୩ ଫିଲ୍ମ ରିଲିଜ ଡେଟ ନେଇ…

ରାଗିଗଲେ ଶିଳ୍ପା; କହିଲେ ମୁଁ କ’ଣ ରାଜ କୁନ୍ଦ୍ରା?

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସୁଛନ୍ତି।ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରା ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ…

୧ ରେ ପ୍ରେକ୍ଷାଳୟକୁ ଆସିବ ମାଧବନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରି’

ମୁମ୍ବାଇ: ଅଭିନେତା ଆର ମାଧବନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’ ଏହାର ରିଲିଜ୍ ତାରିଖ ପ୍ରକାଶ କରିଛି। ଏହା ଏପ୍ରିଲ୍ ୧, ୨୦୨୨ ରେ ମୁକ୍ତିଲାଭ କରିବ। ମାଧବନ୍ କେବଳ ଫିଲ୍ମରେ ଅଭିନୟ କରିନାହାଁନ୍ତି ବରଂ ଏହାର ନିର୍ଦ୍ଦେଶନା ଦେବା ସହ କାହାଣୀ ସଂରଚନା ଏବଂ…

ରଣବୀର-ଆଲିୟାଙ୍କ ହଠାତ ଯୋଧପୁର ଗସ୍ତ: ବିବାହ ବନ୍ଧନରେ ଆବନ୍ଧ ହେବା ନେଇ ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡର ଦୁଇ ଷ୍ଟାର ରଣବୀର କାପୁର ଓ ଆଲିୟା ଭଟ୍ଟଙ୍କ ବିବାହ ନେଇ ବହୁଥର ଚର୍ଚ୍ଚା ହୋଇଛି । କରୋନା ମହାମାରୀ କମିବା ପରେ ଉଭୟଙ୍କୁ ହଠାତ୍ ଯୋଧପୁର ବିମାନ ବନ୍ଦରରେ ସ୍ପଟ କରାଯିବା ପରେ ପୁନର୍ବାର ସେମାନଙ୍କ ବିବାହ କଥା ଉଠିଛି । ରିପୋର୍ଟ ମୁତାବକ ରଣବୀର-ଆଲିୟା ସେମାନଙ୍କ ବିବାହ…