Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲଭ ଟୁଡେର ରିମେକରେ ଏକତ୍ର ଆସିବେ ଅମୀରଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି

ମୁମ୍ବାଇ: ସାଉଥର ସୁପରହିଟ ଫିଲ୍ମ ଲଭ ଟୁଡେର ରିମେକରେ ଅମୀର ଖାଁଙ୍କ ପୁତ୍ର ଜୁନୈଦ ଓ ଶ୍ରୀଦେବୀଙ୍କ ଝିଅ ଖୁସି ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ସିକ୍ରେଟ ସୁପରଷ୍ଟାର ଓ ଲାଲ ସିଂ ଚଢ଼ା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଅଦ୍ୱେର୍ତ ଚନ୍ଦନ ଏହାର ନିର୍ଦ୍ଦେଶକ ରହିଛନ୍ତି । ଫିଲ୍ମର ସଫଳତା…

କିନ୍ନରଙ୍କ ସଂଘର୍ଷମୟ କାହାଣୀକୁ ନେଇ ନିର୍ମିତ ଓଡ଼ିଆ ଫିଲ୍ମ ‘ଟି’: ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର…

ଭୁବନେଶ୍ୱର: କିନ୍ନରମାନଙ୍କ ସଂଘର୍ଷମୟ ଜୀବନ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଫିଲ୍ମ ‘ଟି' । ଏହି ଫିଲ୍ମ ମେ ୨୫ ତାରିଖରେ ରିଲିଜ୍ ହେବ । ଏହାପୂର୍ବରୁ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ ଭୁବନେଶ୍ୱର ଏସପ୍ଲାନେଡ଼ ସପିଙ୍ଗ ମଲ ପରିସରରେ ଥିବା ସିନେପଲିସ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ।…

ଆଗକୁ ଆସୁଛି ନୂଆ ଫିଲ୍ମ “ଖଇରୀ’ : ନଜର ଆସିବେ ଅନେକ ୟ୍ୟୁଟୁବର

ଭୁବନେଶ୍ୱର:  ଆଗକୁ ଆସୁଛି ଭିନ୍ନ ଧରଣର ଓଡ଼ିଆ ଫିଲ୍ମ “ଖଇରୀ” । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିବ୍ୟଜ୍ୟୋତି ଉଦୟସିଂ । ଏଥିରେ ଅଭିନେତ୍ରୀ ତମନ୍ନା ନାୟିକା ସାଜିଥିବା ବେଳେ ନାୟକ ଭାବେ ସୁଜିତ୍ ପାଇକରାୟ ନଜର ଆସିବେ । ଏହି ଫିଲ୍ମରେ ଅନେକ ୟ୍ୟୁ ଟୁବରଙ୍କୁ ଦେଖିବାକୁ ମିଳିବ ।…

‘ବିଗ୍ ବସ୍ ଓଟିଟି ସିଜନ୍ ୨’ରେ ନଜର ଆସିବେ ନାହିଁ ସୁସ୍ମିତାଙ୍କ ଭାଇ, କାରଣ କ’ଣ ଜଣାଇଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ‘ବିଗ୍ ବସ୍ ଓଟିଟି ସିଜନ୍ ୨'ରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେ ଏହି ଶୋ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ‘ବିଗ୍ ବସ୍…

ଚଳିତ ବର୍ଷ ହିଁ ରିଲିଜ୍ ହେବ ‘ପୁଷ୍ପା ୨’

ମୁମ୍ବାଇ: ଏବେ ସାଉଥ ଫିଲ୍ମ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ୨୦୨୧ ମସିହାରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବେଶ୍ ଲୋକପ୍ରିୟ ହୋଇପାରିଥିଲା । ଫିଲ୍ମର କାହାଣୀ, ଅଲୁ ଅର୍ଜୁନଙ୍କ ଶୈଳୀ ଏବଂ ଏହାର ଗୀତଗୁଡ଼ିକ ଦର୍ଶକଙ୍କ ହୃଦୟକୁ ଛୁଇଁବା ସହ ଭଲ ବ୍ୟବସାୟ ବି…

ଜାକ୍‌ଲିନ୍‌ଙ୍କୁ ମିଳିଲା ବିଦେଶ ଗସ୍ତ ଅନୁମତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାକ୍‌ଲିନ୍ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଗସ୍ତ ଲାଗି ମିଳିଛି ଅନୁମତି । ସେ ମେ ୨୫ରୁ ଜୁନ୍ ୧୨ ତାରିଖ ମଧ୍ୟରେ ବିଦେଶ ଯାଇପାରିବେ ବୋଲି ଦିଲ୍ଲୀର ଏକ ଅଦାଲତ ଏହି ଅନୁମତି ଦେଇଛନ୍ତି । ଆବୁଧାବୀରେ ଆଇଆଇଏଫ୍‌ଏ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ । ସେ ମେ’…

ଆଖି ବୁଜିଲେ ‘ଅନୁପମା’ ଧାରାବାହିକର ଧୀରଜ କପୁର

ମୁମ୍ବାଇ: ଲୋକପ୍ରିୟ ଟେଲି ସିରିୟଲ ‘ଅନୁପମା’ର ଲିଡ ଆକ୍ଟର ଅନୁଜ କାପଡିଆ ସାଙ୍ଗ ଭୂମିକାରେ ଅଭିନୟ କରୁଥିବା ଧୀରଜ କପୁର ଓରଫ ନିତେଶ ପାଣ୍ଡେ ଆଉ ନାହାନ୍ତି । ଆଜି କାର୍ଡିଆକ ଆରେଷ୍ଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା । ସୋସିଆଲ ମିଡିଆରେ ଫ୍ୟାନ୍ସ…

ଦୁର୍ଘଟଣାରେ ‘ସରାଭାଇ ଭର୍ସେସ ସରାଭାଇ’ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୁଣି ଟିଭି ଇଣ୍ଡଷ୍ଟ୍ରିକୁ ଝଟ୍‌କା । ବିବାହ ପୂର୍ବରୁ ଉଠିଲା କୋକେଇ । ଆଉ ନାହାନ୍ତି ଚୁଲବୁଲି ଅଭିନେତ୍ରୀ ବୈଭବୀ ଉପାଧ୍ୟୟ  । ‘ସରାଭାଇ ଭର୍ସେସ ସରାଭାଇ’ ଫେମ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ଏକ ଦୁର୍ଘଟଣା ମୃତ୍ୟୁ ଘଟିଛି । ‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ…

ବିମାନବନ୍ଦରରେ ତକିଆ ସହ ନଜର ଆସିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ସେଲିବ୍ରିଟିମାନଙ୍କ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କ ବେଶ୍ ଦୃଷ୍ଟି ଆକର୍ଷଣ କରିଥାଏ । ଖାସ୍‌କରି ବିମାନବନ୍ଦରରେ ଯିବା ସମୟର ଲୁକ୍‌କୁ ପ୍ରଶଂସକ ବେଶୀ ପସନ୍ଦ କରିଥାନ୍ତି । ପ୍ରତ୍ୟେକ ସେଲିବ୍ରିଟି ବିମାନବନ୍ଦରରେ ଯିବା ସମୟର ଫଟୋ ଓ ଭିଡ଼ିଓ ଖୁବ୍ ଭାଇରାଲ ହୋଇଥାଏ । ଏଇ…

କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡ଼ି ତଥା ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଉତ୍ତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତିି । ଅକ୍ଷୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ମୁଣ୍ଡିଆ ମାରି ଭଗବାନ ଶିବଙ୍କ ଆଶୀର୍ବାଦ ନେଇଥିଲେ । ମନ୍ଦିରରେ ଅକ୍ଷୟଙ୍କୁ ଦେଖି ପ୍ରଶଂସକଙ୍କ ଭିଡ଼ ଜମିଥିଲା ।…