Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାଂଲାଦେଶରେ ଫିଲ୍ମ ‘ପଠାନ’ ରିଲିଜକୁ ବିରୋଧ: ଆପତ୍ତି ଉଠାଇଲେ ବାଂଲାଦେଶୀ ଅଭିନେତା

ମୁମ୍ବାଇ:ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ଫିଲ୍ମ । ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଏବେ ବାଂଲାଦେଶରେ ରିଲିଜ ହେବାକୁ ଯାଉଛି । ସବୁଠୁ ବଡ଼ କଥା ୫୨ ବର୍ଷ ପରେ ବାଂଲାଦେଶରେ ହିନ୍ଦୀ ଫିଲ୍ମ…

ହାଇଦ୍ରାବାଦରେ ୭.୮ କୋଟି ବ୍ୟୟରେ ଘର କିଣିଲେ ସାମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ହାଇଦ୍ରାବାଦରେ ଏକ ୩ ବିଏଚକେ ଡୁପ୍ଲେକ୍ସ ଆପାର୍ଟମେଂଟ କିଣିଛନ୍ତି । ଏହାର ମୂଲ୍ୟ ୭.୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ପୂର୍ବରୁ ସେ ମୁମ୍ବାଇରେ ମଧ୍ୟ ଘର କିଣିଥିଲେ । ରିୟଲ ଇଷ୍ଟେଟ ଅନୁସାରେ ୬…

ବିରୋଧ ସତ୍ତ୍ୱେ ଭଲ ବ୍ୟବସାୟ କରୁଛି ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ ଏବେ ଖୁବ୍ ଚର୍ଚ୍ଚାରେ । ଫିଲ୍ମଟି ଏତେ ବିରୋଧ ସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମର ଚତୁର୍ଥ ଦିନର କଲେକ୍ସନ ନିକଟରେ ରିଲିଜ୍ ହୋଇଥିବା ସଲମାନ ଖାନ୍‌ଙ୍କ ‘କିସି କା ଭାଇ କିସି କି ଜାନ’କୁ ପଛରେ ପକାଇ ଦେଇଛି । ଖୁବଶୀଘ୍ର କଲେକ୍ସନରେ…

ଅନୀଲ ଶର୍ମାଙ୍କ ଘୋଷଣା, ଗଦର ୨ ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ ରିଲିଜ

ମୁମ୍ବାଇ: ସନୀ ଦେଓଲଙ୍କ ସୁପରହିଟ ଫିଲ୍ମ ଗଦରର ସିକ୍ୱେଲର ରିଲିଜ ତାରିଖରେ କୌଣସି ପରିବର୍ତନ ହେବ ନାହିଁ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଅନୀଲ ଶର୍ମା କହିଛନ୍ତି ଯିଏ ଯେଉଁ ଫିଲ୍ମ ରିଲିଜ କରିବା କଥା କରୁ ମାତ୍ର ଗଦର ୨ରେ କୌଣସି ପରିବର୍ତନ ହେବନି । ଏହା ୧୧ ଅଗଷ୍ଟରେ ରିଲିଜ ହେବ ।…

ସ୍ୱାମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ଅଭିନେତ୍ରୀ ଚନ୍ଦ୍ରିକା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଚନ୍ଦ୍ରିକା ସାହା ତାଙ୍କ ସ୍ୱାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ସେ ତାଙ୍କ ପିଲାଙ୍କୁ ମାଡ଼ ମାରିବା ସହ ତଳେ କଚାଡ଼ି ହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।…

ରିଲିଜ୍ ହେଲା ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ରିଲିଜ୍ ହୋଇଯାଇଛି । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ନିର୍ଦ୍ଦେଶକ ଓମ୍ ରାଉତ୍‌ଙ୍କ ଏହି…

ୱାର ୨ ପାଇଁ ଜୁନିୟର ଏନଟିଆର ଦାବୀ କରୁଛନ୍ତି ୩୦ କୋଟି !

ମୁମ୍ବାଇ: ଆରଆରଆର ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇବା ସ୍ୱାଭାବିକ । ଆୟନ ମୂର୍ଖାଜୀଙ୍କ ୱାର ୨ରେ ସେ ହ୍ରିତିକ ରୋଶନଙ୍କ ବିପକ୍ଷରେ ନେେଗେଟିଭ ରୋଲ କରିବାକୁ ରାଜି ହୋଇଛନ୍ତି । ତେବେ ପିଙ୍କ ଭିଲ୍ଲାରେ ପ୍ରକାଶିତ…

୧୩ରେ ନିର୍ବନ୍ଧ: ଏକାଠି ଦିଲ୍ଲୀ ଗଲେ ରାଘବ-ପରିଣୀତି

ମୁମ୍ବାଇ: ପୁଣି ଏକାଠି ନଜର ଆସିଲେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଏମପି ରାଘବ ଚଢା । ମଙ୍ଗଳବାର ଉଭୟ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛନ୍ତିି । ଏହାର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ , ଉଭୟଙ୍କ ନିର୍ବନ୍ଧ ଆସନ୍ତା ୧୩…

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ ଫିଲ୍ମ ବ୍ୟାନ୍ ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେଲେ ପ୍ରଯୋଜକ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ରାଜ୍ୟରେ ‘ଦି କେରଳ ଷ୍ଟୋରୀ’କୁ ବ୍ୟାନ୍ କରିବା ପରେ ବିବାଦ ଆହୁରି ବଢ଼ିଛି। ମମତାଙ୍କ ନିଷ୍ପତ୍ତିଙ୍କ ବିରୋଧରେ ଫିଲ୍ମର ନିର୍ମାତା ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ବ୍ୟାନ୍ ହଟାଇବା ସହ ତାମିଲନାଡୁରେ ଫିଲ୍ମର…

‘ଦି କେରଳ ଷ୍ଟୋରୀ’ ଫିଲ୍ମର ନିର୍ଦ୍ଦେଶକଙ୍କୁ ଧମକ

ନୂଆଦିଲ୍ଲୀ : ବହୁ ବିବାଦ ପରେ ରିଲିଜ ହୋଇଥିଲା ଫିଲ୍ମ ‘ଦି କେରଳ ଷ୍ଟୋରୀ । ରିଲିଜ୍ ପ‌ରେ ଫିଲ୍ମଟି ଭଲ ବ୍ୟବସାୟ କରିଥିଲେ ବି ଏହାକୁ ନେଇ ବିବାଦ ଏବେ ବି ଲାଗି ରହିଛି । ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନଙ୍କୁ ଏକ ଅଜଣା ନମ୍ବରରୁ ଧମକ ମିଳିଛି । ଘରୁ ବାହାରକୁ ନ ଆସିବାକୁ…