Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆକ୍ସନ ସୁଟିଂ ବେଳେ ଆହତ ହେଲେ ବଲିଉଡ ଅଭିନେତ୍ରୀ ଦିବ୍ୟା ଖୋସଲା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ-ନିର୍ଦ୍ଦେଶିକା ଦିବ୍ୟା ଖୋସଲା କୁମାର ତାଙ୍କ ଫିଲ୍ମର ସୁଟିଂ ସମୟରେ ଆହତ ହୋଇଛନ୍ତି । ଖୋଦ ଦିବ୍ୟା ଏବିଷୟରେ ନିଜେ ତାଙ୍କ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ମୁହଁରେ…

ଶକ୍ତିକାନ୍ତଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍‌ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଦି ଇୟର ପୁରସ୍କାର  । ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ୍‌ ହେଉଛି ଏକ ପ୍ରକାଶନୀ ସଂସ୍ଥା । ୨୦୧୫ରେ ଏହା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରାଜନଙ୍କୁ ଏହି…

ରାଜନୀତିକୁ ନାଁ କହିଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନିଜର ନୂଆ ଫିଲ୍ମ ‘ଫତେହ’କୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି ବଲିଉଡ ଅଭିନେତା ତଥା ସ୍ୱେଚ୍ଛାସେବୀ ସୋନୁ ସୁଦ । ଜଣେ ଉଚ୍ଚକୋଟୀର ଅଭିନେତା ହେବା ସହ ବାସ୍ତବ ଜୀବନରେ ସୋନୁ ଜଣେ ଭଲ ମଣିଷ ମଧ୍ୟ । ସେ ଅନେକ ଲୋକଙ୍କୁ ସାହାଯ୍ୟ କରିବା ସହିତ ବହୁ ଲୋକଙ୍କ ସମସ୍ୟାର ସମାଧାନ କରି…

ଭଉଣୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ସିଗାରେଟ୍ ଟାଣିଲେ ଅଭିନେତ୍ରୀ ଅନନ୍ୟା

ମୁମ୍ବାଇ: ଏବେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ନିଜ ସମ୍ପର୍କୀୟ ଭଉଣୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ଅନନ୍ୟାଙ୍କୁ ସିଗାରେଟ୍ ପିଉଥିବା ଦେଖିବାକୁ ମିଳିଥିଲା । ସୋହେଲ ଖାନ୍‌ଙ୍କ ଘରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏବେ ଏହି…

ସଲମାନଙ୍କୁ ପୁଣି ଧମକ ଦେଲେ ଲରେନ୍ସ ବିଶ୍ନୋଇ

ମୁମ୍ବାଇ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ଜେଲରେ ଥାଇ ପୁନର୍ବାର ସଲମାନ ଖାଁଙ୍କୁ ଧମକ ଦେଇଛନ୍ତି । ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ବିଶ୍ନୋଇ ସମାଜକୁ ଯଦି ସଲମାନ କ୍ଷମା ନ ମାଗିବେ ତାହାହେଲେ ପରିଣାମ ଭୋଗିବାକୁ ପ୍ରସ୍ତୂୁତ ରହିବେ । କୃଷ୍ଣସାର ମୃଗ ଶୀକାର…

ସୁନା ଭଳି ଦେଖାଯାଉଥିବା ଓସ୍କାର ଟ୍ରଫି ବିକିଲେ ବି ମିଳିପାରିବନି ଦିନଯାକର ଖାଦ୍ୟ

ଲଣ୍ଡନ: ଦୁନିଆର ସବୁଠୁ ବଡ ଚଳଚ୍ଚିତ୍ର ପୁରସ୍କାର 'ଓସ୍କାର' ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବରେ ପରିଚିତ । ଓସ୍କାର ଟ୍ରଫି ପାଇବା ପାଇଁ ଅଭିନେତା/ଅଭିନେତ୍ରୀଙ୍କ ସହ ମନୋରଞ୍ଜନ ଜଗତ ସହ ଜଡିତ ସମସ୍ତ ବ୍ୟକ୍ତି ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରନ୍ତି । କିନ୍ତୁ ଆପଣ…

ଆରପାରିରେ ଭେଟେରାନ ଆକ୍ଟର ସମୀର ଖାଖର

ମୁମ୍ବାଇ: ଭେଟେରାନ ଆକ୍ଟର ସମୀର ଖାଖର ଆଉ ନାହାନ୍ତି । ସେ କିଛି ଦିନ ଧରି ଶ୍ୱାସକ୍ରିୟା ଏବଂ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ୭୧ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ହୋଇ ଯାଇଥିବା ନେଇ ତାଙ୍କ ଭାଇ ଗଣେଶ ଖାଖର ସୂଚନା ଦେଇଛନ୍ତି । ସମୀର ଖାଖର ଟିଭି ସିରିଏଲ ନୁକ୍କଡରେ…

ନାଟୁ ନାଟୁ ଗୀତର ତାଳେ ତାଳେ ନାଚିଲେ ଆମେରିକୀୟ ପୋଲିସ

ମୁମ୍ବାଇ: ଓସ୍କାର ଜିତିବା ପରେ ନାଟୁ ନାଟୁ ଗୀତର ଚାହିଦା ଏବେ ସାରା ବିଶ୍ୱରେ ବଢିଛି । ଏହି ଗୀତ ବାଜିବା କ୍ଷଣି ଗୋଡ଼ ଉଠିବା ସ୍ୱଭାବିକ । କେବଳ ଭାରତ କାହିଁକି, ସମଗ୍ର ବିଶ୍ୱରେ ଲୋକମାନେ ଏହି ଗୀତ ନାଟୁ-ନାଟୁରେ ନାଚିବାରେ ନିଜକୁ ଅଟକାଇ ପାରୁ ନାହାନ୍ତି । ଏବେ ଏହି ଗୀତର ଏକ ଭିଡିଓ…

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ କୃଷ୍ଣା ମୁଖାର୍ଜୀ

ମୁମ୍ବାଇ: ଧାରାବାହିକ ‘ୟେ ହୈ ମହବତୈଁ’ର ଲିଡ଼୍ ଅଭିନେତ୍ରୀ କୃଷ୍ଣା ମୁଖାର୍ଜୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ପ୍ରେମିକ ଚିରାଗ ବଟଲିୱାଲାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି । ଗତ ୧୩ ତାରିଖରେ ଉଭୟ ଦୁଇଥର ବିବାହ କରିଛନ୍ତି । ପ୍ରଥମେ ନିଜ ବଙ୍ଗାଳୀ ରୀତିନୀତିରେ…

ଅଜୟଙ୍କ ସିଂଘମ ଏଗେନ ଓ କାର୍ତିକଙ୍କ ଭୁଲ ଭୁଲୈୟା ୩ ମଧ୍ୟରେ ହେବ ବକ୍ସ ଅଫିସ ମୁକାବିଲା

ମୁମ୍ବାଇ: ଫିଲ୍ମମେକର ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ସିଂଘମ ଏଗେନ ୨୦୨୪ ଦୀପାବଳୀରେ ରିଲିଜ ହେବ । ଏଥିରେ ଅଜୟ ଦେବଗାନ, ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି । ଦୀପିକାଙ୍କୁ ଏଥିରେ ଲେଡୀ କପ ଭୂମିକାରେ ଦେଖିବାକୁ ମିଳିବ । ତେବେ ମଙ୍ଗଳବାର ମିଳିଥିବା ଖବର ଅନୁସାରେ ଏହି କାର୍ତିକ…