Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦି କଶ୍ମୀର ଫାଇଲ୍ସ ଫିଲ୍ମର ଲାଇନ ପ୍ରଡ୍ୟୁସରଙ୍କ ଆତ୍ମହତ୍ୟା !

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ଲାଇନ ପ୍ରଡ୍ୟୁସର ସରହାନା ଆତ୍ମହତ୍ୟା ଖବର ହସ୍ତଗତ ହୋଇଛି । ବରିଷ୍ଠ ଅଭିନେତା ଅନୁପମ ଖେର ଏହି ଖବର ପାଇ ଆଶ୍ଚର୍ଯ୍ୟଚକିତ ହେବା ସହ ଭାଙ୍ଗି ପଡିଛନ୍ତି । ସେ ସରହାନାଙ୍କ ଫଟୋ, ଭିଡିଓ ଏବଂ ମୃତ୍ୟୁର ମେସେଜ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ବିବେକ…

ବଦଳିଲା ସଲ୍‌ମାନଙ୍କ ହିଟ୍‌ ସୋ’ ବିଗ୍‌ ବସ୍‌’ର ନାଁ

ମୁମ୍ବାଇ: ଖୁବ୍‌ ଶୀଘ୍ର କଲର୍ସରେ ପ୍ରସାରିତ ଲୋକପ୍ରିୟ ରିଅଲିଟି ସୋ "ବିଗ୍ ବସ୍ ସିଜିନ ୧୫" OTT ପ୍ଲାଟ୍‌ଫର୍ମରେ ରିଲିଜ ହେବ। ରିଲିଜ ହେବା ପରେ ପ୍ରଥମ ଛଅ ସପ୍ତାହ ଓଟିଟି ପ୍ଲାଟ୍‌ଫର୍ମରେ ଷ୍ଟ୍ରିମ୍‌ ହେବ। ଏହାପରେ ଏହାକୁ ଟେଲିଭିଜନରେ ଦେଖିବାକୁ ମିଳିବ। ତେବେ ଏହି ନୂଆ ସିଜିନକୁ "ବିଗ୍…

ଏଥର ଆକାଶରେ ଫାଇଟ କରିବେ ହ୍ରିତିକ

ମୁମ୍ବାଇ: ବ୍ୟାଙ୍ଗବ୍ୟାଙ୍ଗ ଓ ୱାର ପରେ ହ୍ରିତିକ ରୋଶନ ଆଉ ଏକ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫାଇଟର ଫିଲ୍ମରେ ଦର୍ଶକଙ୍କୁ ଆଚମ୍ବିତ କରିଦେବା ଭଳି ଆକ୍ସନ ସିନ୍ ରହିଛି । ହ୍ରିତିକ ଓ ଦୀପିକା ପାଦୁକୋନ ଅଭିନୀତ ଏହି ଫିଲ୍ମରେ…

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ

ମୁମ୍ବାଇ: ଖୁବ୍‌ ଶୀଘ୍ର ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ହଲିଉଡର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ୱିଲିୟମ୍ ମୋରିସ୍ ଏଜେନ୍ସି (ଡବ୍ଲୁଏମ୍ଇ) ନାମକ ଏକ ଆନ୍ତର୍ଜାତୀୟ ପ୍ରତିଭା ପରିଚାଳନା ଏଜେନ୍ସି ସହିତ ଏକ ଚୁକ୍ତି…

ଆସନ୍ତୁ ଜାଣିବା ସୋନାକ୍ଷୀ,ରିତେଶ ଅଭିନୀତ ହରର କମେଡି ଫିଲ୍ମର ନାମ କଣ ରହିଲା

ମୁମ୍ବାଇ:ଏବେ ବଲିଉଡରେ ହରର କମେଡି ଫିଲ୍ମର ଟ୍ରେଣ୍ଡ ଚାଲିଛି । ଖୁବ୍ ଶୀଘ୍ର ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ ଏ ଭଳି ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଆଦିତ୍ୟ ସରପୋତଦାର ନିର୍ଦ୍ଦେଶିତ ଏହି ଫିଲ୍ମର ନାମ କକୁଡା ରଖାଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ସୋନାକ୍ଷୀ-ରିତେଶଙ୍କ ଯୋଡି…

ଆରପାରିରେ ଭୂତ ଫିଲ୍ମର ଜନକ କୁମାର ରାମସେ

ମୁମ୍ବାଇ: ୮୦/୯୦ ଦଶକରେ ମନୋରଞ୍ଜନ ମାଧ୍ୟମରେ ଭାରତୀୟ ହିନ୍ଦୀ ଫିଲ୍ମରେ ଭୂତ ଓ ଭୟଙ୍କରର ବାତାବରଣ ଖେଳାଇଥିବା ରାମସେ ପରିବାରର କୁମାର ରାମେସଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ୨୦୧୯ରେ ଶ୍ୟାମ ରାମସେଙ୍କ ଦେହାନ୍ତ ହୋଇଥିଲା । ଶ୍ୟାମଙ୍କ ସାତ ଭାଇଥିଲେ । ସେମାନେ ହେଲେ କୁମାର ରାମସେ,…

କାହିଁକି ନିଜ ନାଁ ବଦଳାଇଥିଲେ ଦିଲୀପ କୁମାର

ନୂଆଦିଲ୍ଲୀ: ଆଜି ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରୂପେଲି ପରଦାର ଟ୍ରାଜେଡି କିଙ୍ଗ୍‌ ଦିଲୀପ କୁମାର ଆଉ ଆମ ଗହଣରେ ନାହାନ୍ତି ସତ କିନ୍ତୁ ସେ ତାଙ୍କ ଅଭିନୟର ଛାପ ସମସ୍ତଙ୍କ ହୃଦୟରେ ଛାଡିଯାଇଛନ୍ତି। କାହା ପାଇଁ ସେ ସଲିମ୍‌ ଥିଲେ ତ ଆଉ କାହା ପାଇଁ…

ଜଣେ ଥିଲେ ଦିଲ୍ଲୀପ କୁମାର; ସ୍ଵତନ୍ତ୍ରତାର ଅନନ୍ୟ ସ୍ଵାକ୍ଷର

ମୁମ୍ବାଇ: ଦିଲ୍ଲୀପ କୁମାର; ନାଁ ହିଁ ଯଥେଷ୍ଟ। ବଲିଉଡର ଅନ୍ୟନାମ। ହିନ୍ଦୀ ସିନେମାର କ୍ରମବିକାଶରେ ତାଙ୍କର ଅବଦାନ ବହୁତ ଅଧିକ। ସମାଲୋଚନାରୁ ସେ ସବୁବେଳେ ଉର୍ଦ୍ଧ୍ଵରେ ଥିଲେ। ଅନେକ ତାଙ୍କୁ ଅଭିନୟର ପ୍ରତିଷ୍ଠାନ ବୋଲି କହୁଥିଲେ। ଅଭିନୟ ଏତେ ନିଖୁଣ, ଅଭିନୟ ବୋଲି ବି ଜଣାପଡ଼େନି। ଅଭିନୟର…

ଅଜୟ ଦେବଗନଙ୍କ ସହ ଡିଜିଟାଲ୍‌ ଡେବ୍ୟୁ କରିବେ ଇଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଦେଓଲ ଖୁବ୍‌ ଶୀଘ୍ର ଡିଜିଟାଲ୍‌ ଡେବ୍ୟୁ କରିବେ। ସେ ପୁଣି ଆଙ୍ଗ୍ରି ମ୍ୟାନ୍‌ ଅଜୟ ଦେବଗନଙ୍କ ସହ। ତାଖତାନିଙ୍କ ଆଗାମୀ କ୍ରାଇମ-ଡ୍ରାମା ଧାରାବାହିକ ରୁଦ୍ର - ଏଜ୍ ଅଫ୍ ଡାର୍କନେସ୍‌ରେ ପ୍ରଥମ କରି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ପାଦ ଦେବେ ଇଶା। ଏଥିରେ ସେ…

୫୦ ବର୍ଷ ପରେ ନିଜ ନାଁ ବଦଳାଇଲେ ରାଜପାଲ

ମୁମ୍ବାଇ: ନାଁ ବଦଳାଇଲେ ଅଭିନେତା ରାଜପାଲ ଯାଦବ। ନିକଟରେ ଏକ ସାକ୍ଷାତକାରରେ ରାଜପାଲ ଯାଦବ ତାଙ୍କ ନାମ ପରିବର୍ତ୍ତନ କରିବାର କାରଣ ମଧ୍ୟ ପ୍ରକାଶ କରିଥିଲେ। ସେ ଅନେକ ବଲିଉଡ୍‌ ମୁଭିରେ କାମ କରିଛନ୍ତି। ତାଙ୍କର କମିକ୍‌ ଟାଇମିଙ୍ଗ୍‌ ପାଇଁ ସେ ବେଶ୍‌ ଜଣାଶୁଣା। ହଙ୍ଗାମା, ଭୁଲ୍‌ ଭୁଲେୟା,…