Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୩୯ ବର୍ଷ ବୟସରେ ପାଦ ଥାପିଲେ ସାଉଥ୍ ଷ୍ଟାର ଅଲ୍ଲୁ ଅର୍ଜୁନ , ଜାଣନ୍ତୁ ତାଙ୍କ ଲାଇଫର ଟପ୍ ସିକ୍ରେଟ

ଦିଲ୍ଲୀ : ଆଜି ସାଉଥ୍ ଷ୍ଟାର ତଥା ପୁଷ୍ପାର ଫେମସ୍ ଆକ୍ଟର ଅଲ୍ଲୁ ଅର୍ଜୁନଙ୍କ ବର୍ଥ ଡେ’ । ୩୯ ବର୍ଷରେ ପାଦ ଥାପିଛନ୍ତି ଅଲ୍ଲୁ ଅର୍ଜୁନ । ଆଜି ଏହି ଫେମସ ଷ୍ଟାରଙ୍କ ବର୍ଥ ଡେ’ରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।୮ ଏପ୍ରିଲ ୧୯୮୨ ମସିହାରେ ମାଡ୍ରାସରେ ସେ ଜନ୍ମ ଗ୍ରହଣ କରିଥିଲେ…

କପିଲଙ୍କ ସୋ’କୁ ରିପ୍ଲେସ୍ କରିବ ‘ଇଣ୍ଡିଆସ୍ ଲାଫ୍ଟର୍ ଚାମ୍ପିୟନ୍’ !

ମୁମ୍ବାଇ: ଦୀର୍ଘ ଦିନର ବ୍ୟବଧାନ ପରେ ଛୋଟ ପରଦାକୁ ଫେରିଥିଲା ଦ କପିଲ ଶର୍ମା ସୋ । ସୋ’ର ତୃତୀୟ ସିଜିନ୍ ସେହି ପୁରୁଣା କଳାକାରଙ୍କୁ ନେଇ ଦର୍ଶକଙ୍କୁ ଦେଇଥିଲା ମନୋରଂଜନର ନୂଆ ଡୋଜ୍ । ଦର୍ଶକଙ୍କ କଥା ଛାଡନ୍ତୁ ବଲିଉଡର କଳାକାରମାନେ ବି ନିଜ ଫିଲ୍ମର ପ୍ରମୋଶନ କରିବାକୁ କପିଲଙ୍କ ସୋ’କୁ…

ହନୀ ସିଂଙ୍କ ସହ ମାରପିଟ, ମାମଲା ରୁଜୁ

ମୁମ୍ବାଇ: ର‌୍ୟାପର ହନୀ ସିଂଙ୍କୁ ୫ଜଣ ଅଜ୍ଞାତ ଲୋକ ମାରପିଟ କରିଛନ୍ତି । ଏ ନେଇ ହନୀ ସିଂ ଥାନାରେ ମାମଲା ରୁଜୁ କରିଛନ୍ତି । ସେ ଏକ ସ୍ଥାନରେ ତାଙ୍କ ଶୋ କରୁଥିବା ବେଳେ ଏହି ବ୍ୟକ୍ତିମାନେ ଷ୍ଟେଜ ଉପରେ ଚଢ଼ି ବିୟର ବୋତଲ ଦେଖାଇବା ସହ ମାରପିଟ କରିଥିଲେ । ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ…

‘’ଜାନେ ଜିଗର’’ ରଣବୀରଙ୍କ ସହ ଆଡ ସୁଟରେ ବ୍ୟସ୍ତ ଅଛନ୍ତି ନୀତୁ କପୁର , ସେୟାର କଲେ ଫଟୋ

 ମୁମ୍ବାଇ : ରଣବୀର କପୁର ଓ ଆଲିଆ ଭଟ୍ଟ ବିବାହ ବନ୍ଧନରେ ବାନ୍ଧି ହେବେ । ୧୩ ରୁ ୧୮ ଏପ୍ରିଲ ଭିତରେ ଏମାନେ ବିବାହ କରିବା ନେଇ ଜୋର ସୋରରେ ଚର୍ଚ୍ଚା ହେଉଛି । ପୁଅ ବାହାଘର ପାଇଁ ଟାଇମ ବାହାରକରୁଛନ୍ତି ନୀତୁ କପୁର । ହେଲେ ଏହା ପୂୂର୍ବରୁ ନିଜର ସମସ୍ତ ପ୍ରଫେସନାଲ କାମ ଶେଷ କରିବାରେ…

[ଭିଡିଓ] କଚା ବାଦାମ୍ ଗୀତରେ ରିତେଶ ଦେଶମୁଖଙ୍କ ସହ ଠୁମକା ଲଗାଇଲେ ମାଧୁରୀ ଦିକ୍ସିତ୍

ମୁମ୍ବାଇ : ବଲିଉଡ ଆକ୍ଟ୍ରିସ ମାଧୁରୀ ଦିକ୍ସିତ ସବୁବେଳେ କିଛି ନା କିଛି କରି ବେଶ୍ ଚର୍ଚ୍ଚାରେ ଥାନ୍ତି । ନିକଟରେ ମାଧୁରୀ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ମାଧୁରୀ ରିତେଶ ଦେଶମୁଖଙ୍କ ସହ ତାଳ ଦେଇ କଚା ବାଦାମ ଗୀତରେ ନାଚୁଥିବା ନଜର ଆସିଥିଲେ । ଏହି…

ରଜ କୁଇନ୍‌-୨୦୨୨: ଚାଲିଛି ଅଡିସନ୍‌, ପ୍ରସାରଣ ଖୁବଶୀଘ୍ର

ଭୁବନେଶ୍ୱର: ପ୍ରତିଭା ପ୍ରଦର୍ଶନର ଅନ୍ୟତମ ପ୍ଲାଟଫର୍ମ ତଥା ରିୟାଲିଟି ସୋ’ ରଜ କୁଇନ୍ । ଚଳିତବର୍ଷ ନୂଆ ସିଜିନ୍ ନେଇ ଆସୁଥିବା ଏହି ସୋରେ ଏଥର ନିଶ୍ଚିତ ଭାବେ କିଛି ହଟ୍‌କେ ଦେଖିବାକୁ ମିଳିବ । ତେବେ ୨୦୨୨ ସିଜିନ୍ ପାଇଁ ଚଳିତମାସ ୩ ତାରିଖରୁ ଓଡିଶାର ଭିନ୍ନଭିନ୍ନ ସ୍ଥାନରେ ଅଡିସନ୍ ଆରମ୍ଭ…

ଖୁବ୍ ଶୀଘ୍ର ବିବାହ କରିବେ ରଣବୀର କପୁର-ଆଲିଆ ଭଟ୍ଟ : ଗ୍ରାଣ୍ଡ ୱେଡିଂ ସେରିମନିର ଅତିଥିଙ୍କ ଲିଷ୍ଟ ଲିକ୍

ମୁୁମ୍ବାଇ : ବଲିଉଡର ବହୁ ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏବେ ଦୁହେଁ ବିବାହ କରିବା ଖବର ବଲିଉଡ ଟାଉନରେ ଚର୍ଚ୍ଚା ଜୋର ଧରିଛି । ହେଲେ ଏହି ଚର୍ଚ୍ଚାକୁ ନେଇ ଏହି ଯୋଡି କୌଣସି ଘୋଷଣା କରିନାହାନ୍ତି । ସେପଟେ ଏମାନଙ୍କ …

ବିଜୟଙ୍କ ବିଷ୍ଟ ଫିଲ୍ମ ଉପରେ ପ୍ରତିବନ୍ଧ ଲଗାଇଲେ କୁଏଟ ସରକାର

ମୁମ୍ବାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟଙ୍କ ଅଗାମୀ ଫିଲ୍ମ ବିଷ୍ଟ ଉପରେ ଏବେ ସମସ୍ତଙ୍କ ନଜର । କୁଏଟ ସରକାର ଏହି ଫିଲ୍ମକୁ କିନ୍ତୁ ଦେଶରେ ରିଲିଜ ନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିରେ ଇସଲାମ ଆତଙ୍କବାଦୀ ଉପରେ କେତେକ ଦୃଶ୍ୟ ଥିବାରୁ ଏହି ନିଷ୍ପତି…

ପ୍ରିୟଙ୍କାଙ୍କୁ ଡେଟ କରୁଛନ୍ତି ଭେଙ୍କେଟେଶ !

ମୁମ୍ବାଇ: ଭାରତର ଯୁବ କ୍ରିକେଟର ଭେଙ୍କେଟେଶ ଆୟାର ଆଇପିଏଲର ଗତ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ କୋଲକାତା ନାଇଟ ରାଇଡର୍ସ ଫାଇନାଲରେ ପ୍ରବେଶ କରି ଲୋକପ୍ରିୟ ହୋଇଥିଲେ । ତେବେ ଏଥର କିନ୍ତୁ ସେ ଭିନ୍ନ ଏକ କାରଣ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଭେଙ୍କେଟେଶ…

[ଭିଡିଓ] ଏୟାରପୋର୍ଟରେ ହ୍ରିତିକଙ୍କ ହାତଧରି ବୁଲୁଥିବା ନଜର ଆସିଲେ ସବା ଆଜାଦ , ଦୁହିଁଙ୍କ ରିଲେସନସିପକୁ ନେଇ ବଢୁଛି…

ମୁମ୍ବାଇ : ବଲିଉଡ ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନ କିଛି ଦିନ ହେଲା ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ହ୍ରିତିକ ଆକ୍ଟ୍ରେସ ସବା ଆଜାଦଙ୍କ ସହ ଡେଟ କରୁଥିବା ଦେଖିବାକୁ ମିଳିଛି । କିଛି ଦିନ ପୂର୍ବରୁ ହ୍ରିତିକ ସବାଙ୍କୁ ଏକା ସାଙ୍ଗରେ ଡିନର କରୁଥିବା ନଜର ଆସିଥିଲେ ।ଆଜି…