Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରଣବୀର ଓ ଆଲିଆଙ୍କ ମେହନ୍ଦି ସେରିମନି ଫଟୋ ସେୟାର କଲେ କରିସ୍ମା କପୁର

ମୁମ୍ବାଇ : ଆଜି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ୧୩ ଏପ୍ରିଲ ବୁଧବାର ଦିନ ରଣବୀର ଓ ଆଲିଆ ଭଟ୍ଟଙ୍କ ମେହେନ୍ଦି ସେରିମନି ହୋଇଯାଇଛି । ଏହି କପୁଲଙ୍କ ମେହେନ୍ଦି ସେରିମନିରେ ବଲିଉଡର ବହୁ ନାମି ଦାମି କଳାକାର ସାମିଲ ହୋଇଥିଲେ । ଏହି ମେହେନ୍ଦି ଫଙ୍କସନରେ…

ସୋନମ କାପୁରଙ୍କ ଘରୁ ଚୋରି କରିଥିବା ନର୍ସ ଗିରଫ

ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ ସୋନମ କାପୁରଙ୍କ ଶାଶୁ ଘରୁ କିଛି ଦିନ ତଳେ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା । ବୁଧବାର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଚୋରକୁ ଧରିଛି । ସୋନମଙ୍କ ଶାଶୁ ଶାରଳା ଆହୁଜାଙ୍କ ବ୍ୟକ୍ତିଗତ ନର୍ସ ଦାୟିତ୍ୱ ତୁଲାଉଥିବା ଅପର୍ଣ୍ଣା ଏବଂ ତାଙ୍କ…

ୟଶ ପ୍ରଶଂସକଙ୍କ ବିଶ୍ୱରେକର୍ଡ: ୨୩,୪୦୦ ପୁସ୍ତକରେ ପ୍ରସ୍ତୁତ କଲେ ସବୁଠାରୁ ବଡ ମୋଜେକ ପୋଟ୍ରେଟ

ମାଡ୍ରାସ: ଦକ୍ଷିଣ ଭାରତ ଏବେ ପଡୁଛି ଉଠୁଛି କହିଲେ ଭୁଲ ହେବନି । ଦୁଇ ମେଗାଷ୍ଟାର ଥାଲପତି ବିଜୟଙ୍କ ବିଷ୍ଟ ଏବଂ ସୁପରଷ୍ଟାର ୟଶଙ୍କ କେଜିଏଫ ୨ ଫିଲ୍ମ ଏପ୍ରିଲ ୧୪ରେ ରିଲିଜ ହେବ । ୟଶଙ୍କ ପ୍ରଶଂସକମାନେ ମଙ୍ଗଳବାର ସବୁଠାରୁ ବଡ ମୋଜେକ ପୋଟ୍ରେଟ କରି ବିଶ୍ୱରେକର୍ଡ କରିଛନ୍ତି । ୨୫, ୬୫୦…

ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବ୍ରିଟନୀ ସ୍ପିୟର୍ସ

ନ୍ୟୁୟର୍କ: ଆମେରିକାର ଲୋକପ୍ରିୟ ଗାୟିକା ବ୍ରିଟନୀ ସ୍ପିୟର୍ସ ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ସୋସିଆଲ ସାଇଟରେ ସେ ଏହି ଖବରକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ମାଉ ହୱାଇ ଆଇଲାଣ୍ଡକୁ ପତି ତଥା ଫିଟନେସ ଟ୍ରେନର ସ୍ୟାମ ଅସଗରୀଙ୍କ ସହ ଛୁଟି କଟାଉଥିବା ବେଲେ ପ୍ରେଗନେଂଟ ଥିବା…

ସ୍ଲିପର୍ ହିଟ୍ ସାବ୍ୟସ୍ତ “ଦ କଶ୍ମୀର ଫାଇଲ୍ସ”, ଜାଣନ୍ତୁ କେତେ କଲା ଇନକମ୍ ?

ମୁମ୍ବାଇ: ବାଦ ବିବାଦକୁ ବାଦ୍ ଦେଇ ପୁଣି ଏକ ରେକର୍ଡ କରିଛି ଫିଲ୍ମ ଦ କଶ୍ମୀର ଫାଇଲ୍ସ । ୧୯୯୦ରେ କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ ଆଧାରିତ ଏହି ଫିଲ୍ମଟି ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇଛି । କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ବିଳମ୍ବରେ…

ପରଲୋକରେ ଜଣାଶୁଣା ଅଭିନେତା ଶିବ ଶୁବ୍ରମଣ୍ୟମ୍

ଭୁବନେଶ୍ୱର: ଚଳଚ୍ଚିତ୍ର ଦୁନିଆରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ଜଣାଶୁଣା ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ ଶୁବ୍ରମଣ୍ୟମ୍ । ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତାଙ୍କ ମୃତ୍ୟୁ ଖବର ମନୋରଂଜନ ଦୁନିଆରେ ଶୋକ ଖେଳାଇଦେଇଛି । ବଲିଉଡରେ ଅନେକ ଫିଲ୍ମରେ…

‘RRR’ ହଜାରେ କୋଟି ପାର୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏସ. ଏସ. ରାଜାମୌଲିଙ୍କ ଫିଲ୍ମ 'ଆରଆରଆର' ବକ୍ସ ଅଫିସରେ ଆଉ ଏକ ରେକର୍ଡ କରିଛି । ଫିଲ୍ମଟି ରିଲିଜ ହେବାର ୧୬ ଦିନ ମଧ୍ୟରେ ସାରା ବିଶ୍ୱରେ ୧୦୦୦ କୋଟି କ୍ଲବରେ ସାମିଲ ହୋଇଛି। ବିଶ୍ୱସ୍ତରରେ ୧୦୦୦ କୋଟି ଟପିଥିବା ଅନ୍ୟ ଫିଲ୍ମ ଗୁଡିକ ହେଲା 'ଦଙ୍ଗଲ' ଏବଂ…

ରହସ୍ୟ ଖୋଲିଲେ ମୁନାୱର ଫାରୁକି, ସେ ବିବାହିତ ଆଉ ଗୋଟିଏ ପୁଅର ବାପା

ଭୁବନେଶ୍ୱର: ମୁନାୱର ଫାରୁକି ମାନିଲେ ସତ । ସେ ବାହା ହୋଇଛନ୍ତି । ତାଙ୍କର ଗୋଟିଏ ପୁଅ ଅଛି । କମେଡିଆନ ମୁନାୱର ଫାରୁକି ରିୟଲିଟି ଶୋ ଲକ୍ ଅପ୍ରେ ଏକ ରହସ୍ୟ ଖୋଲିଛନ୍ତି । କଙ୍ଗନା ରନାୱତ ହୋଷ୍ଟ କରୁଥିବା ଏହି ଶୋ’ରେ ସେ ଏଭଳି ତିକ୍ତ ସତ କହିଛନ୍ତି । ସେ ଗତ ଦେଢ଼ ବର୍ଷ ହେବ ସ୍ତ୍ର ଏବଂ…

ମହେଶ ବାବୁଙ୍କ ପାଇଁ ୨ କାହାଣୀ ପ୍ରସ୍ତୁତ ରଖିଛନ୍ତି ରାଜମୌଲୀ

ମୁମ୍ବାଇ: ଆରଆରଆରର ଅଦ୍ଭୁତପୂର୍ବ ସଫଳତା ପରେ ଏସଏସ ରାଜମୌଲୀଙ୍କ ଆଗାମୀ ପ୍ରୋଜେକ୍ଟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଇତି ମଧ୍ୟରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ୨ଟି କାହାଣୀ ପ୍ରସ୍ତୁତ ଅଛି ବୋଲି ରାଜମୌଲୀ କହିଛନ୍ତି । ଓମ୍ରିକନ ଭ୍ୟାରିଂଆଟ ତାର ଉତ୍ପାତ ରଚୁଥିବା ବେଳେ ମୁଁ…

କଭି ଇଦ କଭି ଦିୱାଲୀର ନିର୍ଦ୍ଦେଶନା ଦେବେ ସଲମାନ !

ମୁମ୍ବାଇ: କଭି ଇଦ କଭି ଦିୱାଲୀ ଫିଲ୍ମକୁ ନେଇ ବେଶ କିଛି ଦିନ ହେବ ଆଲୋଚନା ଜୋର ଧରିଛି । ସାଜିଦ ନାଡିୟାଡୱାଲା ଏହାର ପ୍ରଡକ୍ସନ ଦାୟିତ୍ୱରୁ ଓହରିଯାଇଥବା ଖବର ପ୍ରକାଶ ପାଇଥିଲା । ତାଙ୍କ ସ୍ଥାନରେ ସଲମାନ ଉଭୟ ପ୍ରଡ୍ୟୁସର ଓ ନିର୍ଦ୍ଦେଶନା ଭାର ସମ୍ଭାଳିବେ ବୋଲି ବଲିଉଡ ହଙ୍ଗାମାରେ ରିପୋର୍ଟ…