Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୪୦୦ କୋଟି ମେଗା ବଜେଟରେ ଫିଲ୍ମ କରିବେ ଅଜୟ ଦେବଗାନ

ମୁମ୍ବାଇ: ପୁନର୍ବାର ଚର୍ଚ୍ଚାରେ ବଲିଉଡ ଅଭିନେତା ଅଜୟ ଦେବଗାନ । ରିପୋର୍ଟ ମୁତାବକ ଏହି ଆକ୍ସନ ହୀରୋ ୪୦୦ କୋଟିରୁ ଊର୍ଦ୍ଧ୍ୱ ମେଗା ବଜେଟରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ହିନ୍ଦୀ ସିନେମାର ସବୁଠାରୁ ବ୍ୟୟ ବହୂଳ ଫିଲ୍ମ ହେବ । ଏହା ଏକ ପୌରାଣିକ କାହାଣୀ ଉପରେ ଆଧାରିତ ହେବ । ଏହାର…

ଓସ୍କାର, ଗ୍ରାମୀ ଆୱାର୍ଡରେ ଲତାଙ୍କୁ ଅଣଦେଖା

ମୁମ୍ବାଇ: ଓସ୍କାର ଓ ଗ୍ରାମୀ ଆୱାର୍ଡରେ ସ୍ୱର ସାମ୍ରଜ୍ଞୀ ଲତା ମଙ୍ଗେସରଙ୍କୁ ଅଣ ଦେଖା କରାଯାଇଛି । ଦୁଃଖର କଥା ସେଠାରେ ଉପସ୍ଥିତ ଆମ କଳାକାରମାନେ ଏ ନେଇ କିଛି କହି ନ ଥିଲେ । ଚଳିତ ବର୍ଷ ଲତାଙ୍କ ପରଲୋକ ହୋଇଯାଇଛି । ଏହି ପୁରସ୍କାର ଉତ୍ସବରେ ବିଭିନ୍ନ ଦେଶର କଳାକାରଙ୍କୁ ଶ୍ରଦ୍ଧାଞ୍ଜଳୀ…

[ଭିଡିଓ] ଦେଶୀ ଲୁକରେ ସ୍ୱାମୀଙ୍କ ସହ ବାସ୍କେଟ ବଲ ଖେଳୁଥିବା ନଜର ଆସିଲେ ସନ୍ନି ଲିଓନ , ଭିଡିଓ ଭାଇରାଲ୍

ଦିଲ୍ଲୀ : ସ୍ୱାମୀଙ୍କ ସହ ବାସ୍କେଟ ବଲ୍ ଖେଳୁଛନ୍ତି ବଲିଉଡ୍ ବିୟୁଟି ସନ୍ନି ଲିଓନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଗଲାଣି । ଏହି ଭିଡିଓରେ ଦେଖିବାକୁ ମିଳିଛି ପତି ଡେନିୟଲ ବେବରଙ୍କ ସହ ସନ୍ନି ଲିଓନ ବାସ୍କଟ ବଲ୍ ଖେଳୁଛନ୍ତି ଏବଂ ବଲକୁ ନିଜ ଆଡକୁ ଆଣିବା ପାଇଁ କୌଶଳ କରୁଛନ୍ତି…

ଫିଲ୍ମ RRR: ସମସ୍ତ ପ୍ରଡକ୍ସନ୍ କ୍ରିଉ ମେମ୍ବରଙ୍କୁ ମିଳିଲା ସ୍ୱର୍ଣ୍ଣ ମୁଦ୍ରା

ଭୁବନେଶ୍ୱର: ଟଲିଉଡ୍ ମେଗାଷ୍ଟାର ରାମ ଚରଣ ପୁଣିଥରେ ନିଜ ବିଶାଳ ହୃଦୟର ଉଦାହରଣ ଦେଇଛନ୍ତି । ଫିଲ୍ମ "RRR"ର ସଫଳତା ପରେ ସେ ପ୍ରଡକ୍ସନ୍ ଟିମର ସମସ୍ତ କ୍ରିଉ ମେମ୍ବରଙ୍କୁ ୧୦ ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ତାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ…

ୟାମି ଗୌତମଙ୍କ ଇନଷ୍ଟାଗ୍ରାମ ଆକାଂଉଟ ହ୍ୟାକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଇନଷ୍ଟାଗ୍ରାମ ଆଂକାଉଟ ହ୍ୟାକ ହୋଇଛି । ସେ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମୋ ଆକାଂଉଟ ହ୍ୟାକ ହୋଇଥିବାରୁ ଆପଣମାନେ ଏହାର ଗତିବିଧି ଉପରେ ନଜର ରଖିଥିବେ ବୋଲି ସେ ପ୍ରଶଂସକମାନଙ୍କୁ କହିଛନ୍ତି । ଟେକ୍ନିକାଲ ଟିମ ଖୁବ ଶୀଘ୍ର ଏହି…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା , ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଲେ

 ମୁମ୍ବାଇ : ହସ୍ପିଟାଲରୁ ଡିସଚାର୍ଜ ହେଲେ ମଲାଇକା ଆରୋରା । ମଲାଇକାଙ୍କ କାର୍ ଗତକାଲି ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ସମୟରେ ମଲାଇକା ସାମାନ୍ୟ ଆହତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଆଜି ସୁସ୍ଥ ହୋଇ ଅର୍ଜୁନ କପୁରଙ୍କ ସହ ଘରକୁ ଫେରିଛନ୍ତି । ଏନେଇ…

ମାଆ ହେଲେ କମେଡିଆନ ଭାରତୀ

ମୁମ୍ବାଇ: କମେଡିଆନ ଭାରତୀ ସିଂ ରବିବାର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତି ହର୍ଷ ଲିମ୍ବୋଚିୟା ଏହି ଖୁସି ଖବର ସୋସିଆଲ ସାଇଟରେ ଶେୟାର କରିଛନ୍ତି । ଭାରତୀଙ୍କ ସହ ସେ ଏକ ସୁନ୍ଦର ଫଟୋ ଶେୟାର କରି ଲେଖିଛନ୍ତି ଇଟସ ଏ ବୟ । ବିବାହର ୫ ବର୍ଷ ପରେ ଭାରତୀଙ୍କ ଘର ଖୁସିରେ ଭରି…

ସିକ୍ରେଟ୍ ବିବାହ କଲେ ରଣବୀର କପୁର-ଆଲିଆ ! ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ଵାଇ : ବଲିଉଡରେ ଏବେ ଚର୍ଚ୍ଚାରେ ରଣବୀର ଓ ଆଲିଆଙ୍କ ଯୋଡିା ପ୍ରଫେସନାଲ ଲାଇଫ ଠାରୁ ଆରମ୍ଭ କରି ପର୍ସିନାଲ ଲାଇଫରେ ଚର୍ଚ୍ଚାରେ ଆଲିଆ ଓ ରଣବୀର । ଏହି ଦୁଇ ଯୋଡି ଅପକିମଂ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ନଜର ଆସିବେ ବୋଲି ଶୁଣିବାକୁ ମିଳିଛି ।ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ଏବେ ସୋସିଆଲ…

ମାଲାଇକାଙ୍କ କାର ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମାଲାଇକା ଆରୋରାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ମାଲାଇକାଙ୍କ ଆଖିରେ ଆଘାତ ଲାଗିଛି । ଦୁର୍ଘଟଣା ପରେ ତାଙ୍କୁ ରାଜ ଠାକରେଙ୍କ କର୍ମକର୍ତାମାନେ ଆପୋଲୋ ହସପିଟାଲରେ ଭର୍ତି କରିଥିଲେ । ପ୍ରାପ୍ତ ଖବର ଅନୁସାରେ ମାଲାଇକାଙ୍କ ଡ୍ରାଇଭର ହଠାତ ଗାଡିକୁ…

ଠକାମିର ଶିକାର ହେଲେ ଅଭିନେତା ରାଜ କୁମାର ରାଓ , ଟ୍ୱିଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତା ରାଜ କୁମାର ରାଓ ଠକାମିର ଶିକାର ହୋଇଛନ୍ତି । ପ୍ୟାନ କାର୍ଡର  ଦୁରୁପଯୋଗ କରି କେହି ଦୁବୃର୍ତ୍ତ  ଲୋନ ଉଠାଇ ରାଜ କୁମାର ରାଓଙ୍କୁ ଠକିଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସୋସିଆଲ ମିଡିଆରେ ଟ୍ୱିଟ କରି ଜଣାଇଛନ୍ତି ରାଜ କୁମାର ରାଓ…