Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆର୍ଯ୍ୟନ ଖାଁ ଡ୍ରଗ୍ସ କେସ: ମୂଖ୍ୟ ସାକ୍ଷୀ ପ୍ରଭାକରଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଡ୍ରଗ୍ସ କେସରେ ଆଜି ଏକ ଚାଂଚଲ୍ୟକର ଖବର ସମ୍ମୁଖକୁ ଆସିଛି । ଏହି ଘଟଣାର ମୂଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ଆଜି ରହସ୍ୟମୟ ଢ଼ଙ୍ଗରେ ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା କୁହା ଯାଉଥିଲେ ମଧ୍ୟ ଏଥିନେଇ…

୪୧ ବର୍ଷରେ ପାଦ ଦେଲେ କମେଡି କିଙ୍ଗ୍ କପିଲ ଶର୍ମା

ମୁମ୍ବାଇ: ଭାରତର ଅନନ୍ୟ ହାସ୍ୟ ଅଭିନେତା କପିଲ ଶର୍ମା । ଏହି କମେଡିଆନଙ୍କ ଗୁଣଗାନ କେବଳ ଭାରତରେ ସୀମିତ ନାହିଁ । ପଡୋଶୀ ଦେଶମାନଙ୍କରେ ବି କପିଲଙ୍କର ଖୁବ ଚର୍ଚ୍ଚାରେ ରହିଛି । ନିକଟରେ ଭୁବନେଶ୍ୱର ଆସିଥିବା ଏହି ହାସ୍ୟ ଅଭିନେତା ଆଜି ନିଜର ୪୧ତମ ଜନ୍ମଦିନ ପାଳନ କରିଛନ୍ତି । ଅପ୍ରେଲ୍…

ଆସୁଛି “ଆନିମଲ୍‌”, ଏକାଠି ଦେଖାଦେବେ ରଶ୍ମିକା ଓ ରଣବୀର କାପୁର

ମୁମ୍ବାଇ: ବଲିଉଡରେ ପୁଣି ଏକ ନୂଆ ପ୍ରୋଜେକ୍ଟ ନେଇ ଆସୁଛନ୍ତି ଅର୍ଜୁନ୍ ରେଡ୍ଡୀ ଫେମ୍ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା । ଏଥର ତାଙ୍କ ଫିଲ୍ମରେ ରଣବୀର କାପୁର, ଅନୀଲ କାପୁର ଓ ବବି ଦିଓଲ ମଧ୍ୟ ନଜର ଆସିବେ । ଫିଲ୍ମର ଟାଇଟଲ ଆନିମଲ୍ ରହିଥିବାବେଳେ ଷ୍ଟାରକାଷ୍ଟ ଲିଷ୍ଟରେ ଜଣେ ଚର୍ଚ୍ଚିତା…

ହାପି ବାର୍ଥ ଡେ’ ଅଜୟ ଦେବଗନ୍

ମୁୁମ୍ବାଇ : ଆଜି ହେଉଛି ବଲିଉଡର ହ୍ୟାଣ୍ଡ ସମ୍ ଅଜୟ ଦେବଗନଙ୍କ ବାର୍ଥ ଡେ' । ଆଜିି ୫୩ ବର୍ଷରେ ପ୍ରଦାର୍ପଣ କରିଛନ୍ତି ଅଜୟ ଦେବଗନ୍ । ଏନେଇ ତାଙ୍କୁ ଆଜି ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଛି । ୨୨ ବର୍ଷ ବୟସରେ ଅଜୟ ଦେବଗନ ଅଭିନୟ ଦୁନିଆକୁ ଆସିଥିଲେ । ଅଜୟ ୨ ଏପ୍ରିଲ ୧୯୬୭ ମସିହାରେ…

ସୁରଟରେ ବ୍ୟବସାୟୀ ପ୍ରସ୍ତୁତ କଲେ ‘ଦ କାଶ୍ମୀର ଫାଇଲ୍ସ ଶାଢୀ’

ସୁରଟ : ବଲିଉଡ୍ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ରିଲିଜ ହେବାର ୩ ସପ୍ତାହ ବିତିଗଲାଣି  ତଥାପି ମୁଭିରେ କ୍ରେଜ ଯାଉନି ।ଏହି ଫିଲ୍ମକୁ ସବୁ ବର୍ଗର ଲୋକ ପସନ୍ଦ କରୁଛନ୍ତି । ହେଲେ ଏବେ ଚର୍ଚ୍ଚାରେ 'ଦ କାଶ୍ମୀର ଫାଇଲ୍ସ ପ୍ରିଣ୍ଟ…

ଯୌନ ଉତ୍ପୀଡନ ମାମଲା: ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ରୁଜୁ ହେଲା ଚାର୍ଜଶିଟ

ମୁମ୍ବାଇ:କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିପକ୍ଷରେ ଯୌନ ଉତ୍ପୀଡନ ଓ ଧମକ ମାମଲାରେ ଗୁରୁବାର ପୋଲିସ ଚାର୍ଜଶିଟ ଦାଖଲ କରିଛି । ଗଣେଷଙ୍କ ବିରୋଧରେ ତାଙ୍କ ସହ କାମ କରୁଥିବା ଜଣେ ମହିଳା ଡ୍ୟାନ୍ସର ଏହି ଅଭିଯୋଗ ଆଣିଥିଲେ । ଓଶବିରା ପୋଲିସ ଅଧିକାରୀ ସନ୍ଦୀପ ଶିନ୍ଦେଙ୍କ ଅନୁସାରେ ଧାରା…

ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦାମୀ ହିରୋଇନ ଲିଷ୍ଟରେ ଆଲିଆ ଭଟ୍ଟଙ୍କ ନାଁ

ମୁମ୍ବାଇ : ବଲିଉଡରେ ବେଶ୍ ଚର୍ଚ୍ଚା ହେଉଛି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାଁ । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଫ୍ୟାନ ମାନଙ୍କ ପ୍ରଶଂସା ସାଉଁଟୁଛନ୍ତି ଆଲିଆ । ଫିଲ୍ମ ''ଗଙ୍ଗୁବାଇ କାଠିଆୱାଡି'' ପରେ ''ଆରଆରଆର'' ବି ହିଟ୍ । ଏବେ ବିଲିଉଡର ସବୁଠାରୁ ଦାମୀ ହିରୋଇନ ବନିଯାଇଛନ୍ତି…

ଭଁସାଲୀଙ୍କ ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିବେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ପୁଷ୍ପା ଫିଲ୍ମ ଫେମ୍ ଅଲ୍ଲୁ ଅର୍ଜୁନ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ସଂଜୟ ଲୀଲା ଭଁସାଲୀଙ୍କ ଏକ ସୋଲୋ ଫିଲ୍ମରେ ସେ ଅଭିନୟ କରିବା ଏକପ୍ରକାର ଚୂଡାନ୍ତ ହୋଇଛି । ପୂର୍ବରୁ କରନ ଜୋହର ମଧ୍ୟ ତାଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।…

୪.୧୪ କୋଟି ଟଙ୍କା ହରାଇ ଥାନାରେ ଦ୍ୱାରସ୍ତ ଅଭିନେତ୍ରୀ ରିମି ସେନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିମି ସେନ୍ ଓରଫ ଶୁଭମିତ୍ରା ସେନ୍ । ନିକଟରେ ଏହି ଅଭିନେତ୍ରୀ ବଡ ଧରଣର ଠକାମୀର ଶିକାର ହୋଇଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୪.୧୪ କୋଟି ଟଙ୍କା ହରାଇ ଅଭିନେତ୍ରୀ ରିମି ସେନ୍ ଜଣେ ବ୍ୟବସାୟୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ…

ସଲମାନଙ୍କ ମାନହାନି ଆବେଦନ ଖାରଜ

ମୁମ୍ବାଇ: ବିବାଦ ଏବଂ ସଲମାନ ଖାଁ ପରସ୍ପରଠାରୁ ଅଲଗା ରହିପାରନ୍ତି ନାହିଁ । କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ତାଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିଲେ । ଏହା ତାଙ୍କ ମାନହାନି କରୁଛି ବୋଲି କହି ସଲମାନ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ କୋର୍ଟ ତାଙ୍କ ଆବେଦନ ଖାରଜ କରି…