Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହାର୍ଟ ସର୍ଜରୀ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁନୀଲ ଗ୍ରୋଭର

ମୁମ୍ୱାଇ : ଆକ୍ଟର ତଥା ଫେମସ୍ କମେଡିଆନ ସୁନୀଲ ଗ୍ରୋଭର ହାର୍ଟ ସର୍ଜରୀ ପରେ ଗୁରୁବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କର ସଫଳତାରେ ସହ ହାର୍ଟ ସର୍ଜରୀ କରିଥିଲେ ହାର୍ଟ ଇଷ୍ଟିଚ୍ୟୁଟର ଡାକ୍ତରମାନେ । ଗୁରୁବାର ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ସୁନୀଲ କ୍ୟାମେରା ମ୍ୟାନ ମାନଙ୍କୁ…

ଅମିତାଭଙ୍କ ସହ ଅଭିନୟ କରିବାକୁ ମନା କରିଥିଲେ ଶ୍ରୀଦେବୀ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ହିନ୍ଦୀ ସିନେମା ଜଗତରେ ଶ୍ରୀଦେବୀଙ୍କ ସହ ଅଭିନୟ କରିବାକୁ ଅନେକ ଅଭିନେତା ସ୍ୱପ୍ନ ଦେଖୁଥିଲେ । ଶ୍ରୀଦେବୀଙ୍କ ଅଧିକାଂଶ ଫିଲ୍ମ ସୁପରହିଟ୍ ହୋଇଥିଲାବେଳେ ତାଙ୍କୁ ମିଳିଥିଲା ଲେଡି ଅମିତାଭର ଖିତାବ୍ । ଅନେକ ହୁଏ ତ ଜାଣିନଥିବେ ଯେ, ଦିନେ ଶ୍ରୀଦେବୀ ଏକ ଫିଲ୍ମରେ ଅମିତାଭଙ୍କ…

ବାହାଘର ପରେ ସୋସିଆଲ ମିଡିଆରେ ଆକ୍ଟିଭ୍ ମୌନୀ ରାୟ , ସ୍ୱାମୀଙ୍କ ସହ ସେୟାର କଲେ ଫଟୋ

ମୁମ୍ବାଇ : ଟିଭି ପରଦାରେ ଇଚ୍ଛା ଧାରି ନାଗିନରେ ବେଶ୍ ଲୋକପ୍ରିୟତା ପାଇଥିବା ମୌନୀ ରାୟଙ୍କ ଫଟୋ ଭାଇରାଲ ।ବାହାଘର ପରେ ମୌନୀ ପୁଣି ନିଜ ଇଷ୍ଟାଗ୍ରାମରେ ଆକ୍ଟିଭ୍ ହୋଇଯାଇଛନ୍ତି ।ଗୁରୁବାର ମୌନୀ ନିଜ ଇଷ୍ଟା ଗ୍ରାମ ପେଜରେ ନିଜର ଓ ପତିଙ୍କ ସହ କିଛି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋରେ ଲାଲ୍…

ଦିଲ୍ଲୀ ପୈତୃକ ଘର ‘ସୋପାନ’କୁ ୨୩ କୋଟି ଟଙ୍କାରେ ବିକ୍ରି କଲେ ବିଗ୍ ବି ଅମିତାଭ ବଚ୍ଚନ

ଦିଲ୍ଲୀ : ଘର ବିକ୍ରି କଲେ ବିଗ୍ ବି ଅମିତାଭ ବଚ୍ଚନ । ଦିଲ୍ଲୀ ଗୁଲମୋହର ପାର୍କ ସ୍ଥିତ ପୈତୃକ ବାସ ଭାବନ 'ସୋପାନ' କୁ ବିଗ୍ ବି ଅମିତାଭ୍ ବଚ୍ଚନ ବିକ୍ରି କରିଦେଇଛନ୍ତି ବୋଲି ଖବର ସାମ୍ନାକୁ ଆସିଛି । ପ୍ରାୟ ୨୩ କୋଟି ଟଙ୍କାରେ ଅମିତାଭ ବଚ୍ଚନ ଘରକୁ ବିକ୍ରି କରିଛନ୍ତି ବୋଲି ଜଣାପଡିଛି ।…

ମା’ ହେବା ପରେ କାମକୁ ଫେରିଲେ ପ୍ରିୟଙ୍କା ,ପପୁଲାର ମାଗାଜିନର କଭର ପେଜରେ ବୋଲ୍ଡ ଲୁକରେ ନଜର ଆସିଲେ

ମୁମ୍ବାଇ : ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ ଥାନ୍ତି । ମା' ହେବା ପରେ ପୁଣି କାମକୁ ଫେରିଛନ୍ତି ପ୍ରିୟଙ୍କା ଚୋପ୍ରା । ଏକ ପପୁଲାର ମାଗାଜିନର କଭର ଫେଜ୍ ଫଟୋସୁଟରେ ପ୍ରିୟଙ୍କା ବୋଲ୍ଡ ଲୁକରେ ନଜର ଆସିଛନ୍ତି ।ଏହି କଭର ଫେଜରେ ପ୍ରିୟଙ୍କାଙ୍କ ଗ୍ଲାମରିଅସ୍ ଲୁକକୁ…

[ଭିଡିଓ] ସାମ୍ନାକୁ ଆସିଲା ଧୋନୀଙ୍କ ପୌରାଣିକ ୱେବ୍ ସିରିଜ ‘ଅଥର୍ବ’ର ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ପୂର୍ବତନ ଭାରତୀୟ କ୍ରିକେଟର୍ ଧୋନୀଙ୍କ ଗ୍ରାଫିକ୍ ୱେବ୍ ସିରିଜ୍ ‘ଅଥର୍ବ: ଦ ଅରିଜିନ୍‌’ । ପୌରାଣିକ ଥିମ୍ ଉପରେ ଆଧାରିତ ଏହି ଗ୍ରାଫିକ୍ ନୋଭେଲରେ ଧୋନୀଙ୍କ ଆନିମେଟେଡ୍ ଅବତାର ଚର୍ଚ୍ଚାରେ ରହିଛି । ନିକଟରେ ଖୋଦ ଧୋନୀ ନିଜ ଗ୍ରାଫିକ୍ ସିରିଜର…

ମାର୍ଚ୍ଚ ୧୧ରେ ରିଲିଜ୍ ହେବ ‘ରାଧେ ଶ୍ୟାମ’

ମୁ୍ମ୍ବାଇ: ‘ରାଧେ ଶ୍ୟାମ’ ଫିଲ୍ମ ରିଲିଜ ଚିନ୍ତାକୁ ନେଇ ହଟିଲା ଦ୍ୱନ୍ଦ । ସୁପରଷ୍ଟାର ପ୍ରଭାସ ଓ ବଳିଉଡ ଅଭିନେତୀ ପୂଜାଙ୍କ ଏହି ଅଭିନୀତ ଫିଲ୍ମଟି ଜାନୁଆର ୧୪ରେ ରିଲିଜ ହେବାର ଥିଲା । କରୋନା କଟକଣା ପାଇଁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା । ଫିଲ୍ମ ମେକର ଫିଲ୍ମର ନୂଆ ରିଲିଜ…

ହସ୍ପିଟାଲରେ କମେଡିଆନ୍ ସୁନୀଲ ଗ୍ରୋଭର, ସରିଲା ହାର୍ଟ ସର୍ଜରୀ !

ମୁମ୍ବାଇ: ଟିଭି ତଥା ଫିଲ୍ମ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ । ଗୁତ୍‌ଥୀ, ରିଙ୍କୁ ଭାବି ଓ ଡାକ୍ତର ମଶହୁର ଗୁଲାଟୀ ଭଳି କିର୍ଦାର ପାଇଁ ଏହି ଅଭିନେତା ଜଣକ ବେଶ ପରିଚିତ । ନିକଟରେ ମୁମ୍ବାଇରେ ଏକ ହସ୍ପିଟାଲରେ ସୁନୀଲଙ୍କର ହାର୍ଟ ସର୍ଜରୀ ସରିଥିଲା ସୂଚନା ମିଳିଛି ।…

ରଜନୀକାନ୍ତ ଓ ଐଶ୍ୱର୍ଯ୍ୟା କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି

ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଓ ତାଙ୍କ ଝିଅ ଐଶ୍ୱର୍ଯ୍ୟା କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଟ୍ୱିଟ କରି ସୂଚନା ଦେଇଛନ୍ତି ଐଶୋର୍ଯ୍ୟା । କରୋନା ପଜିଟିଭ୍ ହେବା ପରେ ଆମେ ହସ୍ପିଟାଲରେ ଆଡମିଟ ହୋଇଛୁ ବୋଲି କହିଛନ୍ତି ଐଶ୍ୱର୍ଯ୍ୟା । ସମସ୍ତେ ଘରେ ରୁହନ୍ତୁ…

ଅମିତାଭଙ୍କ ସ୍ପୋର୍ଟ୍ସ ଡ୍ରାମା ଝୁଣ୍ଡର ଘୋଷଣା ହେଲା ରିଲିଜ ତାରିଖ

ମୁମ୍ବାଇ: ମେଗା ଷ୍ଟାର ଅମିତାଭ ବଚ୍ଚନ ଅଭିନୀତ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ଝୁଣ୍ଡର ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଅମିତାଭ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଝୁଣ୍ଡର ପୋଷ୍ଟର ଶେୟାର କରି ସେ ଲେଖିଛନ୍ତି ଆମ ଟିମ ଆସୁଛି, ପ୍ରସ୍ତୁତ ରହୁନ୍ତୁ । ଝୁଣ୍ଡ ୪…