Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡିଲିଟ କରାଯାଇଥିବା ଡାଟା ପାଇଁ ଆମେରିକାର ସାହାଯ୍ୟ ଲୋଡିଲା ସିବିଆଇ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୧ ବର୍ଷ ପରେ ମଧ୍ୟ ସିବିଆଇ ଏହାର ଯାଂଚ ଜାରୀ ରଖିଛି । ରିପୋର୍ଟ ମୁତାବକ ସିବିଆଇ ଡିଲିଟ କରାଯାଇଥିବା ସୁଶାନ୍ତଙ୍କ ଡାଟା ହାସଲ କରିବା ଆମେରିକାର ସହଯୋଗ ମାଗିଛି । ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ କରାଯାଇଥିବା ମ୍ୟୁଚୁଆଲ ଲିଗାଲ…

‘ଚଣ୍ଡିଗଡ଼ କରେ ଆଶିକୀ’ର ଟ୍ରେଲର ରିଲିଜ

ମୁମ୍ବାଇ: ଆୟୁଷ୍ମାନ ଖୁରାନା ଏବଂ ବାନି କପୁରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ଚଣ୍ଡିଗଡ଼ କରେ ଆଶିକୀ'ର ଟ୍ରେଲର ଆଜି ଅର୍ଥାତ୍‌ ନଭେମ୍ବର ୮ ରେ ମୁକ୍ତିଲାଭ କରିଛି। ଆୟୁଷ୍ମାନ ଏବଂ ବାନି ଟ୍ରେଲରଟି ଭରପୁର ରୋମାନ୍ସରେ ଭରି ରହିଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ଦ୍ଦେଶନା…

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ କଙ୍ଗନା ଓ ଅଦନାନ୍ ସାମି

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରୀୟ ଭବନରେ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।…

ଆଜି ଏନ୍‌ସିବି ଆଗରେ ହାଜର ହୋଇପାରନ୍ତି ଆର୍ୟନ୍‌

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କୁ ଗତକାଳି ଏନ୍‌ସିବି ସମନ ଜାରି କରିଥିଲା। କିନ୍ତୁ ସେ ଅସୁସ୍ଥ ଥିବାରୁ ସେ ବର୍ତ୍ତମାନ ସୁଦ୍ଧା ଏନ୍‌ସିବି ଆଗରେ ହାଜର ହୋଇନଥିବା ଜଣାପଡ଼ିଛି। ଏନସିବି ସୂତ୍ର ଅନୁଯାୟୀ ସୋମବାର କିମ୍ବା…

ନିର୍ଦ୍ଦେଶକ କବୀର ଖାନ୍‌ଙ୍କ ଘରେ ହେଲା ଭିକି ଓ କାଟ୍ରିନାଙ୍କ ନିର୍ବନ୍ଧ!

ମୁମ୍ବାଇ: ଆସନ୍ତା ଡିସେମ୍ବର ମାସରେ ବଲିଉଡ୍‌ ଷ୍ଟାର୍‌ ଭିକି ଓ କାଟ୍ରିନାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ଭିତରେ ଆଉ ଖବର ମିଳିଛି ଯେ ଭିକି ଓ କାଟ୍ରିନାଙ୍କର ନିକଟରେ ଏକ ଛୋଟ ରୋକା ସମାରୋହ ଅନୁଷ୍ଠିତ ହୋଇଛି। ଇଣ୍ଡିଆ ଟୁଡେର ଏକ ସୂତ୍ରରୁ ପ୍ରକାଶ ଯେ କାଟ୍ରିନାଙ୍କ…

ପଞ୍ଜାବରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ତୀବ୍ର ବିରୋଧ

ନୂଆଦିଲ୍ଲୀ: କରୋନା ପରେ ଅନେକ ବିଗ୍‌ ବଜେଟ୍‌ ମୁଭି ମୁକ୍ତିଲାଭ ଅପେକ୍ଷାରେ ରହିଛି। ଅନେକଙ୍କ ସୁଟିଂ ଚାଲିଛି ଏବଂ ଅନେକ ରିଲିଜ ପାଇଁ ପ୍ରସ୍ତୁତ ମଧ୍ୟ ହେଉଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କ ଅଭିନୀତ ମୁଭି ସୂର୍ଯ୍ୟବଂଶୀ ନିକଟରେ ରିଲିଜ୍ ହୋଇଛି। ଫିଲ୍ମକୁ ଚର୍ଚ୍ଚା ମଧ୍ୟ ଜୋର…

କ୍ରୁଜ୍‌ ଡ୍ରଗ୍ସ ମାମଲା; ଟଙ୍କା ପାଇଁ ଆର୍ୟନ୍‌ଙ୍କୁ ଫସାଯାଇଥିଲା!

ମୁମ୍ବାଇ: ଆର୍ୟନ୍‌ ଖାନ ଡ୍ରଗ୍ସ ମାମଲାରେ ସାକ୍ଷୀ ଥିବା ବିଜୟ ପାଗ୍‌ରେ ଦାବି କରିଛନ୍ତି ଯେ ଆର୍ୟନଙ୍କୁ ଏହି ଘଟଣାରେ ଫସାଯାଇଛି। କେବଳ ଏତିକି ନୁହେଁ, ପୁରା ଘଟଣାକୁ କ୍ରମାଗତ ଭାବରେ ବର୍ଣ୍ଣନା କରିବା ସହ ଆର୍ୟନ୍‌ଙ୍କୁ ଜଡିତ କରିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ…

ଅଜୟଙ୍କୁ ନେଇ ଖୁବ ଶୀଘ୍ର ରୋହିତ ଆରମ୍ଭ କରିବେ ସିଂଘମ ୩

ମୁମ୍ବାଇ: ବଲିଉଡର ହିଟ ମେଶିନ ଭାବେ ପରିଗଣିତ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ସୂର୍ଯ୍ୟବଂଶର ଫିଲ୍ମ ହଲରେ ଧମାଲ ମଚାଇବା ଆରମ୍ଭ କରିଛି । ସିଂଘମ ଓ ସିମ୍ବା ପରି ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ରୋହିତ ଇତି ମଧ୍ୟରେ ଅଜୟ ଦେବଗାନଙ୍କୁ ନେଇ ତାଙ୍କର ଆଗାମୀ…

ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକା ମାରିଲିଆଙ୍କ ପରଲୋକ

ନୂଆଦିଲ୍ଲୀ: ବ୍ରାଜିଲର ୟଙ୍ଗ ଷ୍ଟାର ଗାୟିକା ମାରିଲିଆଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୨୬ ବର୍ଷ ହୋଇଥିଲା। ଗାୟିକାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ମାରିଲିଆଙ୍କ ସହ ତାଙ୍କର ଜଣେ ମାମୁଁ ଏବଂ ଜଣେ ପ୍ରୋଡ୍ୟୁସର ଏବଂ ଦୁଇ…

ସଲ୍‌ମାନଙ୍କ ସାମ୍‌ନାରେ କାଟ୍ରିନାଙ୍କୁ ପ୍ରପୋଜ୍‌ କରିଥିଲେ ଭିକି!

ନୂଆଦିଲ୍ଲୀ: କିଛିଦିନ ହେବ ବଲିଉଡ୍‌ ଷ୍ଟାର୍‌ ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ଭିତରେ କ୍ୟାଟ୍ରିନା ଏବଂ ଭିକିଙ୍କ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୨୦୧୯ରେ ଭିକି କୌଶଲ ଏକ କାର୍ଯ୍ୟକ୍ରମରେ କ୍ୟାଟ୍ରିନା…