Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍ ଅପେକ୍ଷାରେ ଓଲିଉଡ ଫିଲ୍ମ “କଟକ ୱେଡ୍ସ ସମ୍ବଲପୁର”

ଭୁବନେଶ୍ୱର: ଓଲିଉଡ ବକ୍ସ ଅଫିସ୍ ଫାଇଟରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ରୋମାଣ୍ଟିକ ମୁଭି କଟକ ୱେଡ୍ସ ସମ୍ବଲପୁର । ଏଥିରେ ଲିଡ୍ ପେୟାର ଭାବେ ନଜର ଆସିବେ ସମ୍ବିତ ଆଚାର୍ଯ୍ୟ ଓ ନବାଗତା ସୁସ୍ମିତା ପ୍ରଧାନ । ବାପି ଡେଭିଡଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବହୁ ଜଣାଶୁଣା କଳାକାରଙ୍କୁ…

୧୦ରେ ମୁକ୍ତିଲାଭ କରିବ ରବୀନାଙ୍କ ପ୍ରଥମ ୱେବ୍ ସିରିଜ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ପ୍ରତମ ୱେବ୍ ସିରିଜ୍ 'ଅରଣ୍ୟକ'ରେ ଡିସେମ୍ବର ୧୦ରେ ମୁକ୍ତିଲାଭ କରିବ। ଏଥିରେ ରବୀନା ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ୱେବ୍‌ ସିରିଜ ଜରିଆରେ ରବୀନା ପ୍ରଥମ ଥର ପାଇଁ ଓଟିଟିରେ ପାଦ ଦେଇଛନ୍ତି। ଏହା ନେଟଫ୍ଲିକ୍ସରେ…

ଆସୁଛି ଓଲିଉଡ ଫିଲ୍ମ “ଧରମା ରେ” ବିଶୁ ମହାରଣା ଅବତାରରେ ସମ୍ବିତ ଆଚାର୍ଯ୍ୟ

ଭୁବନେଶ୍ୱର: ଆଧୁନିକତାର ଛାପ ଓ ନକଲ ଛାଡି ଓଡିଶାର ଐତିହ୍ୟ ଓ ପରମ୍ପରା ଉପରେ ମନୋନିବେଶ କରିଛି ଓଲିଉଡ ଜଗତ । ଆଗାମୀ ଦିନରେ ଖୁବଶୀଘ୍ର ଓଡିଶାର ପୁରାତନ କୋଣାର୍କ ମନ୍ଦିର ଉପରେ ଆଧାରିତ ଏକ ଐତିହାସିକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ଟାଇଟଲ ରହିଛି “ଧରମା ରେ” । ଏଥିରେ ଧରମା…

ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ଶିଳ୍ପାଙ୍କ ସହ ନଜର ଆସିଲେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆଠୁ ନିଜକୁ ଦୂରେଇ ରଖିଥିଲେ। ରାଜ ଜେଲରୁ ମୁକୁଳିବା…

ଚର୍ଚ୍ଚାରେ ‘ଜଲ୍‌ସା’ରେ ଲାଗିଥିବା ୪ କୋଟିର ପେଣ୍ଟିଙ୍ଗ୍‌

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପରିବାର ସଦସ୍ୟଙ୍କ ଦିୱାଲୀ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଖାସ୍‌ ପେଣ୍ଟିଙ୍ଗ୍‌ ଦେଖିବାକୁ ମିଳିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଅମିତାଭ ବଚ୍ଚନ ତାଙ୍କ ପରିବାର ସଦସ୍ୟଙ୍କ ସହିତ ବସିଛନ୍ତି ଏବଂ ପଛରେ ଏକ…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ପୁନମ; ସ୍ୱାମୀ ଗିରଫ

ନୂଆଦିଲ୍ଲୀ: ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପୁନମ ତାଙ୍କ ସ୍ୱାମୀଙ୍କ ଉପରେ ମାରପିଟ୍‌ର ଅଭିଯୋଗ କରିଛନ୍ତି। ଏହା ପରେ ସୋମବାର ସନ୍ଧ୍ୟାରେ ପୋଲିସ ସାମଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୋଲିସ ମାମାଲା ରୁଜୁ କରିବା ପରେ…

ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିବ ଫିଲ୍ମ ‘ସୂର୍ଯ୍ୟବଂଶୀ’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବିଗ୍‌ ବଜେଟ୍ ମୁଭି ସୂର୍ଯ୍ୟବଂଶୀ ନଭେମ୍ବର ୫ରେ ମୁକ୍ତିଲାଭ କରିଥିଲା। ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ମଧ୍ୟ ମିଳିଥିଲା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ। ସୂର୍ଯ୍ୟବଂଶୀ ନିର୍ମାତାମାନେ ଏହାର ଓଟିଟି ରିଲିଜ୍ ପାଇଁ ନେଟଫ୍ଲିକ୍ସ ସହିତ ଏକ ବଡ଼…

ଘୁଞ୍ଚିଲା ଆଲିଆ-ରଣବୀରଙ୍କ ବାହାଘର ଡେଟ୍‌ !

ମୁମ୍ବାଇ: ନଭେମ୍ବର-ଡିସେମ୍ବର ବଲିଉଡ୍‌ ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପ୍ରଶଂସକ ମଧ୍ୟ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ରହିଥିଲେ। ଖବର ଅନୁଯାୟୀ ଭିକି କୌଶଲ ଓ କ୍ୟାଟ୍ରିନା କୈଫ, ରାଜକୁମାର ରାଓ- ପତ୍ରଲେଖା ଏବଂ ରଣବୀର କପୁର ଓ ଆଲିଆ ଭଟ୍ଟ ଏହି ଦୁଇ ମାସ…

[ଭିଡିଓ] ବଲିଉଡରୁ ବଙ୍ଗଳାଦେଶ ଯିବେ ରାନୁ ମଣ୍ଡଳ

ଭୁବନେଶ୍ୱର: ସାରା ଭାରତ ଟି୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଚିନ୍ତାରେ ପଡିଛନ୍ତି । ସେପଟେ ରାନୁ ମଣ୍ଡଳ ବଲିଉଡ ଛାଡି ବଙ୍ଗଳାଦେଶୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଡିଆଁ ମାରିଲେଣି । ପଢି ହଜମ ଓ ଶୁଣି ଅବିଶ୍ୱାସ ଲାଗୁଥିଲେ ଏହି ଖବର ଶତପ୍ରତିଶତ ସତ । ଖୁବଶୀଘ୍ର ରାନୁ ମଣ୍ଡଳ…

୪ ଦିନରେ ରଜନୀକାନ୍ତଙ୍କ ଅନ୍ନାଥେ କଲେକ୍ସନ କଲାଣି ୧୭୪ କୋଟି !

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ନୂତନ ଫିଲ୍ମ ଅନ୍ନାଥେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ରିଲିଜର ୪ ଦିନ ମଧ୍ୟରେ ଏହି ଫିଲ୍ମ ୱାର୍ଲ୍ଡୱାଇଡ ୧୭୪ କୋଟି ଟଙ୍କା ଆୟ କରି ସାରିଛି । ଦକ୍ଷିଣ ଭାରତର ଅଧିକାଂଶ ହଲରେ ଏହା ହାଉସଫୁଲ ଚାଲିଛି । ୧୦୦ କୋଟିରୁ ଅଧିକ ଆୟ କରିବାରେ ଏହା…