Latest Odisha News

BREAKING NEWS

କାଜୋଲ୍ କରୋନା ସଂକ୍ରମିତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜୋଲ କରୋନା ସଂକ୍ରମିତ  ହୋଇଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ କରୋନା ସଂକ୍ରମିତ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମରେ କାଜୋଲ ନିଜ ଝିଅର ଏକ ଫଟୋ ପୋଷ୍ଟ କରି କରୋନା ସଂକ୍ରମିତ ହୋଇଥିବା ଲେଖିଛନ୍ତି । ସେ କହିଛନ୍ତି, ରୋଗୀଣା ମୁହଁ ସମର୍ଥକ ଓ ପ୍ରଶଂସକଙ୍କୁ ଦେଖାଇବାକୁ ଚାହୁଁ ନାହାନ୍ତି । ଏଥିପାଇଁ ଝିଅର ହସ ହସ ଫଟୋକୁ ପୋଷ୍ଟ କରିଛନ୍କି କାଜୋଲ ।

 

View this post on Instagram

 

A post shared by Kajol Devgan (@kajol)

Comments are closed, but trackbacks and pingbacks are open.