Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆର୍ୟନଙ୍କୁ ବେଲ୍ ମିଳିବ କି ନାହିଁ, ଆଜି ପୁଣି ଶୁଣାଣି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଜୁନିଅନର କିଙ୍ଗ ଖାନଙ୍କ ଜାମିନ ମିଳିବ କି ନାହିଁ ? ଆଉ କେତେ ଦିନ ଶାହାରୁଖଙ୍କ ପୁଅକୁ ଅପେକ୍ଷା କରିବାକୁ ପଡ଼ିବ ? ଗତକାଲିର ଅସମାପ୍ତ ଶୁଣାଣି ଆଜି ପୁଣି ଥରେ ମୁମ୍ବାଇର ସ୍ୱତନ୍ତ୍ର ଏନସିପିଏସ୍ କୋର୍ଟରେ ହେବ । ଗତକାଲିର ଶୁଣାଣିକୁ ଆଜି ଯାଏ ଘୁଞ୍ଚାଇ…

ସଲ୍‌ମାନ, ଶାହାରୁଖଙ୍କ ଅପେକ୍ଷା ଶିଶୁ ଓ କୁକୁର ସହିତ କାମ କରିବା ଅଧିକ ଭୟଭୀତ କରେ; ନୱାଜୁଦ୍ଦିନ

ନୂଆଦିଲ୍ଲୀ: ଚମତ୍କାର ଅଭିନୟ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅଭିନେତାଙ୍କ ମଧ୍ୟରୁ ନୱାଜୁଦ୍ଦିନ ସିଦ୍ଦିକ ଅନ୍ୟତମ। ନେଟ୍‌ଫ୍ଲିକ୍ସ 'ସିରିୟସ୍‌ ମ୍ୟାନ୍‌'ରେ ଉତ୍କୃଷ୍ଟ ଅଭିନୟ ଯୋଗୁ ନୱାଜୁଦ୍ଦିନଙ୍କୁ ଅନ୍ତର୍ଜାତୀୟ ଏମି ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ବର୍ଗରେ ମନୋନୀତ କରାଯାଇଛି।…

ଆର୍ୟନ୍‌ଙ୍କ ଉପରେ ବଡ଼ ଅଭିଯୋଗ ଆଣିଲା ଏନ୍‌ସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ କୋର୍ଟରେ ଏହାର ଉତ୍ତର ଦାଖଲ କରିଛି। ସେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନଙ୍କ ଜାମିନକୁ ବିରୋଧ କରିଛନ୍ତି। ଏନସିବି ଏହାର ଉତ୍ତରରେ କହିଛି ଯେ ଯଦିଓ ସେମାନଙ୍କ ନିକଟରୁ ଡ୍ରଗ୍ସ ଉଦ୍ଧାର…

‘ଶେହ୍‌ଜାଦା’ରେ ଏକାଠି ନଜର ଆସିବେ କାର୍ତ୍ତିକ ଓ କ୍ରିତି

ନୂଆଦିଲ୍ଲୀ: ପୁଣି ଏକାଠି ନଜର ଆସିବେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ କ୍ରିତି ସାନନ୍। ଏ ନେଇ ଉଭୟ କଳାକାର ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଅଭିନେତାମାନେ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ଶେହ୍‌ଜାଦାରେ ଏକାଠି ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ରୋହିତ…

ଶାହାରୁଖ୍‌ଙ୍କ ଯୋଗୁ ଟାର୍ଗେଟ ହେଉଛନ୍ତି ଆର୍ୟନ୍‌ !

ନୂଆଦିଲ୍ଲୀ: ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଗିରଫ ହେବା ପରେ ବଲିଉଡର ଅନେକ ଲୋକ ଆର୍ୟନ୍‌ ଓ ଶାହାରୁଖ୍‌ଙ୍କ ସମର୍ଥନରେ ବାହାରିଛନ୍ତି। ଇଣ୍ଡଷ୍ଟ୍ରିର ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଆର୍ୟନ୍‌ଙ୍କୁ ଟାର୍ଗେଟ କରାଯାଉଛି କାରଣ ସେ ଶାହରୁଖ ଖାନଙ୍କ ପୁଅ। ବଲିଉଡ୍‌ ଅଭିନେତା…

ଆର୍ୟନଙ୍କୁ ମିଳିବ କି ବେଲ୍‌? ;ଆଜି ଶୁଣାଣି

ମୁମ୍ବାଇ: ଆଜି ହୋଇପାରେ ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଜି ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନଙ୍କ ଜାମିନ ଆବେଦନ ଶୁଣାଣି ଅଛି। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ସେ ନେଇ କୋର୍ଟ ଆଜି ନିଷ୍ପତ୍ତି ଶୁଣାଇବେ। ତେବେ ସୂତ୍ରରୁ ପ୍ରକାଶ…

ଆର୍ଯ୍ୟନଙ୍କ ପାଇଁ ନୂଆ ଓକିଲ ନିଯୁକ୍ତ

ମୁମ୍ବାଇ: ପୁଅ ଆର୍ଯ୍ୟନ ପାଇଁ କିଙ୍ଗଖାନ ଶାହରୁଖଙ୍କ ଚିନ୍ତା ଦିନକୁ ଦିନ ଅଧିକ ଘନେଇବାରେ ଲାଗିଛି । ମୁମ୍ବାଇ ଡ୍ରଗ୍ସ ମାମଲାରେ ପୁଅ ପାଇଁ ଏବେ କିଙ୍ଗଖାନ ଯୋଗାଡ କରିଛନ୍ତି ଆଉ ଜଣେ ଓକିଲ । ଏ ହେଉଛନ୍ତି ସେହି ଓକିଲ ଯିଏ ସଲମାନଙ୍କୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜାମିନରେ ମୁକୁଳାଇଥିଲେ ।…

ଡ୍ରଗ୍ସ ପାର୍ଟି: ସମୀର ୱାଙ୍ଖେଡଙ୍କ ପଛରେ ପଡିଛି ମୁମ୍ବାଇ ପୋଲିସ !

ମୁମ୍ବାଇ: ଡ୍ରଗ୍ସ ପାର୍ଟିରେ ଶାହାରୁଖ ଖାଁଙ୍କୁ ପୁଅ ଆର୍ଯ୍ୟନଙ୍କୁ ଧରିଥିବା ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଖୋଦ ସମୀର ଆଣିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ଯେଉଁଆଡେ ଯାଉଛନ୍ତି ୨ଜଣ…

ମା’ ହେଲେ ଶ୍ରୀୟା

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୀୟା ସରଣ ଏବଂ ତାଙ୍କ ରୁଷିୟ ଉଦ୍ୟୋଗୀ-ସ୍ୱାମୀ ଆଣ୍ଡ୍ରେଇ କୋଶ୍‌ଚିଭ ସୋମବାର ପ୍ରକାଶ କରିଛନ୍ତି ଯେ ସେମାନେ ପ୍ରଥମ ଥର ପାଇଁ ପିତାମାତା ହେବାର ସୌଭାଗ୍ୟ ଲାଗ କରିଛନ୍ତି। ୨୦୧୮ ରେ କୋଶ୍‌ଚିଭଙ୍କ ସହ ତାଙ୍କର ବିବାହ ହୋଇଥିଲା। ୨୦୨୦ରେ ସେ ଗର୍ଭବତୀ ଥିବା…

ଅମିତାଭ @ ୭୯

ମୁମ୍ବାଇ: ବଲିଉଡ଼ ବାଦଶାହ ଓରଫ୍ ବିଗ୍ ବି ଅମିତାଭ ବଚ୍ଚନ। ଏବେ ବି ଫ୍ୟାନଙ୍କ ହୃଦୟରେ ରାଜ୍ କରୁଛନ୍ତି । ଏବେ ବି ତାଙ୍କର ଦମଦାର ଅଭିନୟରେ ବାନ୍ଧି ରଖିଛନ୍ତି ଦର୍ଶକ ମାନଙ୍କୁ । ଏବେ ବି ବଲିଉଡ଼ର ଆଇକନ୍ ପାଲଟିଛନ୍ତି ବିଗ୍ ବି । କେବଳ ଫିଲ୍ମ ଜଗତରେ ନୁହେଁ ବିଭିନ୍ନ ସିରିଏଲ, ଟିଭି ସୋ ରୁ…