Latest Odisha News
Browsing Category

ମନୋରଞ୍ଜନ

ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହୀ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ନୋଟିସ ଜାରି କରିଥିଲା। ୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଇଡି ସମନ କରିଥିଲା। ତେବେ ସୂଚନା ମୁତାବକ ଜ୍ୟାକଲିନ ଇଡି ସମ୍ମୁଖରେ ହାଜର ହୋଇନଥିବା ଜଣାପଡ଼ିଛି। ଶେଷ ମୁହୂର୍ତ୍ତର…

ଆର୍ୟନ୍‌ଙ୍କ ପାଇଁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ୟନ୍‌ଙ୍କୁ ୪୫୦୦  ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜରେ ଏକ ଡ୍ରଗ୍ ପାର୍ଟି ଉପରେ ଚଢଉ କରିବା ପରେ ଆର୍ୟନ୍‌ଙ୍କୁ…

ଆର୍ୟନଙ୍କ ଜାମିନ ପାଇଁ ମା’ ଗୌରୀଙ୍କ ମାନସିକ; ନ ମୁକୁଳିବା ଯାଏ ଖାଇବେନି…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଛି। ଗତକାଲି ଶୁଣାଣି ବେଳେ ଆର୍ୟନଙ୍କ ଜାମିନକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କୋର୍ଟ। ରିପୋର୍ଟ ଅନୁଯାୟୀ ପୁଅ ଆର୍ୟନଙ୍କ ଶୁଭ ମନାସୀ ନବରାତ୍ରୀ ଉପଲକ୍ଷେ ମା' ଗୌରୀ ପୁଅ ମୁକୁଳି…

ଦିୱାଲୀରେ ଧୁମ୍‌ ମଚେଇବ ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’

ନୂଆଦିଲ୍ଲୀ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ଦିପାବଳୀ ଅବସରରେ ମୁକ୍ତିଲାଭ କରିବ। ଦିୱାଲୀରେ ଧମାକା କରିବ ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ। ଫିଲ୍ମ ନଭେମ୍ବର ୫, ୨୦୨୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଅକ୍ଷୟ କୁମାର ସୋସିଆଲ…

ଖାରଜ ହେଲା ଅରମାନ କୋହଲିଙ୍କ ଜାମିନ ଆବେଦନ

ମୁମ୍ବାଇ: ବଲିଉଡ ଅଭିନେତା ଅରମାନ କୋହଲିଙ୍କୁ ଆଜି ଶକ୍ତ ଧକ୍କା ଲାଗିଛି । ଡ୍ରଗ୍ସ କେସରେ କୋହଲି କରିଥିବା ଜାମିନ ଆବେଦନକୁ ଏନଡିପିଏସ କୋର୍ଟ ଖାରଜ କରି ଦେଇଛନ୍ତି । ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଅଗଷ୍ଟ ୨୮ରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଡ୍ରଗ୍ସ ଜବତ କରିଥିଲା । ଅରମାନ ସେ…

ସନ୍ନି ଦେଓଲଙ୍କ ବଡ ଘୋଷଣା, ଆସୁଛିି ‘ଗଦ୍ଦର୍-୨’

ମୁମ୍ବାଇ : ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିଛି । ଆସୁଛି ବହୁ ପ୍ରତିକ୍ଷିତ ବଲିଉଡ୍ ଫିଲ୍ମ ‘ଗଦ୍ଦର୍-୨’ । ପୁଣି ପରଦାକୁ କମବ୍ୟାକ୍ କରୁଛନ୍ତି ବଲିଉଡ୍ ଷ୍ଟାର ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ । ‘ଗଦ୍ଦର୍-୨’ ଏକ ପ୍ରେମ କଥା’ ସିକ୍ୱିଲେ ପ୍ରସ୍ତୁତ ହେଲାଣି । ଆଜି ସନ୍ନି ଦେଓଲ ନିଜ…

ପୂଜା ବଜାରରେ ରିଲିଜ୍ ହେଲା ଓଲିଉଡ ଫିଲ୍ମ “ମନ ମୋ ନେଇଗଲୁ ରେ”

ଭୁବନେଶ୍ୱର: ପୂଜା ବଜାରରେ ଆରମ୍ଭ ହୋଇଛି ଓଲିଉଡ ବକ୍ସ ଅଫିସ୍ ଫାଇଟ୍ । ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍ ହେବାରେ ଲାଗିଛି । ଏହି ଧାରାରେ ବହୁ ପ୍ରତିକ୍ଷୀତ ଫିଲ୍ମ "ମନ ମୋ ନେଗଲୁ ରେ" ଦର୍ଶକଙ୍କ ସାମ୍ନାକୁ ଆସିଛି । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ଜ୍ୟୋତି ଓ ଭୂମିକା ଦାସ…

ବଢିବାରେ ଲାଗିଛି କିଙ୍ଗଖାନଙ୍କ ଚିନ୍ତା, ଆର୍ଯ୍ୟନ୍‌ଙ୍କୁ ସାଧାରଣ ସେଲ୍ ସ୍ଥାନାନ୍ତରଣ

ମୁମ୍ବାଇ: ପଦ୍ମ ଘୁଂଚିଘୁଂଚି ଯାଉଛି । କିଙ୍ଗଖାନଙ୍କ ଲାଡଲା ଆର୍ଯ୍ୟନଙ୍କ ଜାମିନ ଶୁଣାଣି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିପାରୁନି । ଅନ୍ୟପଟେ ଆର୍ଯ୍ୟନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ବାହାରିବା ପରେ ସାମ୍ନାକୁ ଆସିଛି ନୂଆ ଖବର । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଆର୍ଥର୍ ରୋଡ ଜେଲରେ…

ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ପାଇଁ ପୂଜା ମଣ୍ଡପରେ ପହଞ୍ଚିଲେ କାଜୋଲ

ମୁମ୍ବାଇ : ଜଗତଜନନୀ ମା’ ଦୁର୍ଗାଙ୍କ ନବରାତ୍ରୀ ପାଇଁ ମାୟାନଗରୀ ମୁମ୍ବାଇ ମଧ୍ୟ ଚଳଚଞ୍ଚଳ ହୋଇପଡ଼ିଛି । ଆଜି ପବିତ୍ର ମହାନବମୀରେ ବଲିଉଡ୍ ବିୟୁଟି କାଜୋଲ ମଧ୍ୟ ନିଜ ପରିବାର ସହ ଆଜି ନବରାତ୍ରୀ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । କାଜୋଲ ମୁମ୍ବାଇର ଏକ ପୂଜା ମଣ୍ଡପକୁ ମା ଦୁର୍ଗାଙ୍କ…

ବଲିଉଡ ସୁନ୍ଦରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଇଡିର ସମନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍ । ୨୦୦ କୋଟିର ଆର୍ଥିକ ଅନିୟମିତତା ମାମଲାରେ ସମନ୍ ଜାରି ହୋଇଛି । ଆଜି ହାଜର ହେବାକୁ ନୋରାଙ୍କୁ ନିର୍ଦ୍ଦେଶ ରହିଛି । ତାଙ୍କୁ ମନି ଲଣ୍ଡିଂରେ କେସରେ ପଚରାଉଚରା ସହ ବୟାନ…