Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କ୍ରିଷ୍ଣାଙ୍କ ଉପରେ ବର୍ଷିଲେ ଗୋବିନ୍ଦାଙ୍କ ପତ୍ନୀ ସୁନୀତା; କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ଭଣଜା କ୍ରିଷ୍ଣା ଅଭିଷେକଙ୍କ ବେଶ୍‌ ଜଣାଶୁଣା। ତେବେ ଉଭୟଙ୍କ ସମ୍ପର୍କରେ ଏବେ ଫାଟ ପଡ଼ିସାରିଛି। ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ମତାନ୍ତର ଚାଲିଛି। ନିକଟରେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଅହୁଜା ଦି କପିଲ ଶର୍ମା ଶୋ’ରେ…

ରାଜନୀତିରେ ପ୍ରବେଶ କରିବେ କଙ୍ଗନା!

ମୁମ୍ବାଇ: କଙ୍ଗନା ରାଣାୱତଙ୍କ ଫିଲ୍ମ 'ଥାଲାଇଭି' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। କଙ୍ଗନା ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେ ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକା ଗ୍ରହଣ କରିଥିଲେ। ରାଜନୈତିକ ପ୍ରସଙ୍ଗରେ କଙ୍ଗନା ନିଜେ ଏକ ଖୋଲା ମତ ରଖିଛନ୍ତି।…

୧ ରେ ରିଲିଜ କରିବ ଫିଲ୍ମ ‘ରାବଣ ଲୀଲା’

ନୂଆଦିଲ୍ଲୀ: ସ୍କାମ ୧୯୯୨ ତାରକା ପ୍ରତୀକ ଗାନ୍ଧୀ ହାର୍ଦ୍ଦିକ ରାମ ଲୀଲା ସହ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ଟ୍ରେଲର ସେପ୍ଟେମ୍ବର ୯ ଗୁରୁବାର ଦିନ ମୁକ୍ତିଲାଭ କରିଥିଲା। ରାବଣ ଲୀଳା ଟ୍ରେଲରକୁ ବେଶ୍‌ ପସନ୍ଦ ମଧ୍ୟକ କରାଯାଉଛି। ପ୍ରତୀକ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ଗତ…

ଆଜି ରିଲିଜ ହେବ ‘ହେ ଗଣେଷ ଦିଅଁ’

ଭୁବନେଶ୍ୱର : ପବିତ୍ର ଗଣେଶ ପୂଜା ଅବସରରେ ଜଗା ଜେଡି କ୍ରିୟେସନ ପକ୍ଷରୁ , ବିଦ୍ୟାଦାତା ଗଣେଶଙ୍କ ଭଜନ “ହେ ଗଣେଷ ଦିଅଁ ଯେବେଠୁ ଖଡିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ” ରିଲିଜ୍ ହେବାକୁ ଯାଉଛି । ଏହି ଭଜନ ପରିବେଷଣ ଭିଡିଓରେ, କଳାକାର ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିୟର…

ଫୁଲ ଡିମାଣ୍ଡରେ କାର୍ତିକ, ବାସୁ ଭଗନାନୀଙ୍କ ୩ ଫିଲ୍ମରେ ଅଭିନୟ କରିବେ !

ମୁମ୍ବାଇ: ବଲିଉଡର ଉଦୀୟମାନ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ଫୁଲ ଡିମାଣ୍ଡରେ ଅଛନ୍ତି । ପ୍ୟାର କା ପଂଚନାମାର ଏହି ଅଭିନେତାଙ୍କୁ  ପ୍ରଡ୍ୟୁସର ବାସୁ ଭଗନାନୀ ଏକତ୍ର ୩ଟି ଫିଲ୍ମ ଅଫର କରିଛନ୍ତି । ତେବେ କାର୍ତିକ ଏହି ଫିଲ୍ମ ସାଇନ କରିଛନ୍ତି କିମ୍ବା ନାହିଁ ତାହା ସ୍ପଷ୍ଟ ହୋଇନି । ପ୍ୟାର…

ଛୋଟ ପରଦାକୁ ଫେରୁଛନ୍ତି ରେଣୁକା

ମୁମ୍ବାଇ: "ହମ୍ ଆପକେ ହୈ କୌନ" ଭଳି ଫିଲ୍ମ ଓ "ସୁରଭି" ଭଳି ଟିଭି ସୋ' ଜରିଆରେ ଘରେଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରେଣୁକା ସାହାଣୀ । ସମୟକ୍ରମେ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ । ନିକଟରେ ଅଳ୍ପ ବହୁତ ବଲିଉଡ ଫିଲ୍ମରେ ତାଙ୍କୁ…

ଲଂଚ ହେଲା ଅଜୟଙ୍କ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ୍‌, ମିଳିବ ନବାଗତଙ୍କୁ ସୁଯୋଗ

ମୁମ୍ବାଇ: ପ୍ରଥମେ ସହ-ନିର୍ଦ୍ଦେଶନା, ପରେ ଅଭିନେତାରୁ ପ୍ରଯୋଜକ ଓ ନିର୍ଦ୍ଦେଶକ ସାଜିଥିଲେ ବଲିଉଡ ଷ୍ଟାର ଅଜୟ ଦେବଗନ । ଏବେ ଆଉ ଏକ ପାଦ ଆଗେଇ ଲଂଚ କରିଛନ୍ତି ନିଜର ମ୍ୟୁଜ୍‌କ ପ୍ରଡକ୍ସନ ହାଉସ୍ ପନୋରାମା ଷ୍ଟୁଡିଓସ୍ । ଏହି ପ୍ରଡକ୍ସନ ହାଉସ୍ ଜରିଆରେ ସେ ନବାଗତଙ୍କୁ ସୁଯୋଗ ଦେବା ଲାଗି…

ଜାଣନ୍ତୁ; ଦୀପିକାଙ୍କ ବିରୋଧରେ କେଉଁ ଅଭିଯୋଗ ଆଣିଲେ ମେଗାଷ୍ଟାର ଅମିତାଭ

ମୁମ୍ବାଇ: ରିଆଲିଟି ସୋ' "କୌନ ବନେଗୋ କରୋଡପତି"ର ସିଜିନ୍‌-୧୩ରେ କୌତୁକିଆ କଥା କହି ମେଗାଷ୍ଟାର ଅମିତାଭ ବଚ୍ଚନ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ଆଗାମୀ ଦିନରେ ସେଲିବ୍ରିଟି ଭାବେ ଦୀପିକା ପାଦୁକୋନ ଓ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫରାହ ଖାନ ମଧ୍ୟ ସୋ'ରେ ସାମିଲ ହେବେ । ଏ ନେଇ…

ଟଲିଉଡ ଅଭିନେତା ରାଣାଙ୍କୁ ଇଡିର ଜେରା

ହାଇଦ୍ରାବାଦ: ଟଲିଉଡ ଅଭିନେତା ରାଣା ଡଗୁବତି ବୁଧବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଗରେ  ହାଜର ହୋଇଛନ୍ତି। ୨୦୧୭ ଡ୍ରଗ୍ ମାମଲା ସହ ଜଡିତ ଟଙ୍କା ହେରଫେର ମାମଲାରେ ଇଡି ତାଙ୍କୁ ସମନ କରିଥିଲା। 'ବାହୁବଳୀ' ଫେମ୍‌ ଆକ୍ଟର ଅଭିନେତା ରାଣା ପ୍ରାୟ ୧୦ଟା ସମୟରେ ଇଡି କାର୍ଯ୍ୟାଳୟରେ…

ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ଏକାଠି ନଜର ଆସିବେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଓ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ। ମହେଶ ବାବୁ ଏବେ ନିର୍ଦ୍ଦେଶକ ପର୍ଶୁରାମଙ୍କ ଫିଲ୍ମ ‘ସର୍କାରୁ ଭାରୀ ପତା’ ସୁଟିଂରେ ବ୍ୟସ୍ତ ଅଛନ୍ତି। ମହେଶ ବାବୁଙ୍କ ଅଭିନୀତ ଆଗାମୀ ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ଏକାଠି ନଜର ଆସିବେ…