Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହାରୁଖ୍‌ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିବେ ଅଭିନେତ୍ରୀ ନୟନତାରା!

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ ସେ ପୁଣି ବଲିଉଡ୍‌ ଅଭିନେତା ଶାହାରୁଖ୍‌ଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ…

ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ

ନୂଆଦିଲ୍ଲୀ: ଗିରଫ ହେଲେ ଅଭିନେତ୍ରୀ ପାୟଲ ରୋହତଗୀ। ପରାଗ ଶାହା ନାମକ ଜଣେ ଡାକ୍ତରଙ୍କ ଅଭିଯୋଗ ଆସିବା ପରେ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମ୍ମଦାବାଦ ପୋଲିସ ଗିରଫ କରିଛି। ବିବାଦୀୟ ବିବୃତ୍ତି ପାଇଁ ଅନେକ ଥର ଅଭିନେତ୍ରୀଙ୍କ ନାଁ ସାମ୍‌ନାକୁ ଆସିଛି। ଅହମ୍ମଦାବାଦରେ ସୋସାଇଟି ସଦସ୍ୟ…

ଜାଭେଦ୍‌ ଅଖତରଙ୍କ ମାନହାନି ମାମଲା ଶୁଣାଣିରେ ହାଜର ହେଲେନି କଙ୍ଗନା

ନୂଆଦିଲ୍ଲୀ: ଜାଭେଦ ଅଖତରଙ୍କ ଦ୍ବାରା କରାଯାଇଥିବା ମାନହାନି ମକଦ୍ଦମାରେ ହାଜର ଉପସ୍ଥିତ ରହିବାକୁ ମନା କରିନେଲେ କଙ୍ଗନା। କୋର୍ଟରେ ଶୁଣାଣି ବେଳେ କଙ୍ଗନା ବ୍ୟକ୍ତିଗତ ଭାବେ ଏକ ଆବେଦନ କରିଥିଲେ। ଏହି ଆବେଦନରେ ଦର୍ଶାଯାଇଛି ଯେ ବ୍ୟସ୍ତତା ଯୋଗୁ କଙ୍ଗନା ଏହି ଶୁଣାଣିରେ ହାଜର…

ବଲିଉଡ୍‌ରେ ୨୯ ବର୍ଷ ପୂରଣ କଲେ ଶାହାରୁଖ

ନୂଆଦିଲ୍ଲୀ: ଟ୍ବିଟର୍‌ରେ ଟ୍ରେଣ୍ଡ୍‌ କରୁଛନ୍ତି କିଙ୍ଗ୍‌ ଖାନ। କାରଣ ବଲିଉଡ୍‌ରେ ଶାହାରୁଖ ୨୯ ବର୍ଷ ପୂରଣ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଭାରତୀୟ ସିନେମାରେ ଦୁଇ ଦଶନ୍ଧି ବେଶ୍‌ ସଫଳତା ହାସଲ କରିଛନ୍ତି। ଏବେ ବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଶାହାରୁଖ୍‌। ଏ ନେଇ…

ତେଲୁଗୁ ସୁପର୍‌ହିଟ୍‌ ‘ନନ୍ଦୀ’ର ହିନ୍ଦୀ ରିମେକ୍‌ ପାଇଁ ଅଜୟଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି

ମୁମ୍ବାଇ: ତାନାଜୀ ପରେ ବଲିଉଡ୍‌ ଅଭିତେନା ଅଜୟ ଦେବଗନ୍ ଆଉ ଏକ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି।ତେଲୁଗୁ ଫିଲ୍ମ 'ନନ୍ଦୀ'ର ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ ଅଜୟ। ଏଥିପାଇଁ ଅଜୟ ଦେବନ୍ ଏବଂ ଦିଲ୍ ରାଜୁ ଏକ ଦଳ ଗଠନ କରିଛନ୍ତି। ଖୁବ୍ ଶୀଘ୍ର ଫିଲ୍ମର ଟାଇଟଲ୍, କାଷ୍ଟ ଏବଂ କ୍ରୁ ବିଷୟରେ…

ଅନଲାଇନରେ ମଦ ମଗାଇ ଠକାମିରେ ପଡିଲେ ଶାବନା

ମୁମ୍ବାଇ:ଅନଲାଇନାରେ ମଦ ମଗାଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଶାବନା ଆଜମୀ । ସେ ଅନଲାଇନରେ ମଦ ମଗାଇବା ସହ ପେଟିଏମରେ ଅର୍ଥ ପୈଠ କରିଥିଲେ । ତେବେ ମଦ ତାଙ୍କ ପାଖରେ ପଂହଚି ନ ଥିଲା । ସେ ଏ ନେଇ ଟୁଇଟରରେ ଉଲ୍ଲେଖ କରିବା ପରେ ଏହି ଘଟଣା ସର୍ବ ସମ୍ମୁଖକୁ ଆସିଥିଲା ।…

ମଦ ଅର୍ଡର କରି ଅନଲାଇନ ଠକେଇର ଶିକାର ହେଲେ ଶବାନା ଆଜମୀ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜମୀ ଅନଲାଇନରେ ମଦ ଅର୍ଡର କରି ଠକାମୀର ଶିକାର ହୋଇଛନ୍ତି। ତେବେ କେତେ ଟଙ୍କା ହରାଇଛନ୍ତି ସେ ସମ୍ପର୍କରେ ସେ କିଛି ସୂଚନା ଦେଇନାହାନ୍ତି। ସେ କରିଥିବା ଟ୍ଵିଟ୍ ଅନୁସାରେ ମଦ ପାଇଁ ଅର୍ଡର କରିଥିଲେ। ଏଥିପାଇଁ ଅଗ୍ରୀମ ପେମେଣ୍ଟ ମଧ୍ୟ କରିଥିଲେ। ହେଲେ…

ଇନ୍ଦିରା ହେବେ କଙ୍ଗନା !

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱିତ ବଳିଷ୍ଠ ଅଭିନୟ ଏବଂ ବିଭିନ୍ନ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନୀ କରିବା ପରେ ଏବେ ଖୁବ୍ ଶୀଘ୍ର ଇନ୍ଦିରା ଗାନ୍ଧୀଙ୍କ ଉପରେ ନିର୍ମିତ ଏକ ଫିଲ୍ମରେ ଅଭିନୟ…

ହଲିଉଡ୍‌ ବ୍ଲକବଷ୍ଟର ମୁଭି ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ କ୍ରିତି!

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କ୍ୱେଣ୍ଟିନ୍ ତାରାଣ୍ଟିନୋଙ୍କ ନିର୍ଦ୍ଦେଶିତ ହଲିଉଡର ବ୍ଲକବଷ୍ଟର ମୁଭି 'କିଲ୍ ବିଲ୍'ର ହିନ୍ଦୀ ରିମେକ୍ ପାଇଁ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ବଛାଯାଇଥିବା ଗୁଜବ ପ୍ରଚାରିତ ହୋଇଛି। ଯଦି ଗୁଜବ ସତ ହୁଏ ତେବେ କ୍ରିତି ହଲିଉଡ୍‌ ଅଭିନେତ୍ରୀ ଉମା…

ଫିଲ୍ମ ‘ସତ୍ୟନାରାୟଣ କୀ କଥା ‘ରେ ଅଭିନୟ କରିବେ କାର୍ତ୍ତିକ

ନୂଆଦିଲ୍ଲୀ: ବୁଧବାର ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ନୂଆ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ସେ ତାଙ୍କ ଆଗାମୀ ହିନ୍ଦୀ ଫିଲ୍ମ 'ସତ୍ୟନାରାୟଣ କୀ କଥା 'ରେ ଅଭିନୟ ନେଇ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ବୋଲି…