Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ନାସିରୁଦ୍ଦିନ ଶାହା

ମୁମ୍ବାଇ: ବଲିଉଡ୍‌ ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା ନିମୋନିଆ କାରଣରୁ ମୁମ୍ବାଇରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ଧରି ତାଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି। ନାସିରୁଦ୍ଦିନ ଶାହାଙ୍କର ବର୍ତ୍ତମାନ ନିମୋନିଆ…

ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତା ଦିଲୀପ କୁମାର

ମୁମ୍ବାଇ: ଆଇସିୟୁରେ ଭର୍ତ୍ତି ହେଲେ ଭେଟେରାନ ଅଭିନେତା ଦିଲୀପ କୁମାର। ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସହଜ କମନେ କରିବାରୁ ମଙ୍ଗଳବାର ସକାଳେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ତାଙ୍କୁ ଏବେ…

ବିଗ୍‌ ବଜେଟ୍‌ ମୁଭିରେ ସୋନୁ ସୁଦ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ବିଳମ୍ବିତ ହୋଇଥିବା ବହୁ ବିଗ୍‌ ବଜେଟର ଚଳଚ୍ଚିତ୍ରରେ ଅଭିନେତା ସୋନୁ ସୁଦଙ୍କୁ ଦେଖିବାକୁ ମିଳିବ। ଅକ୍ଷୟ କୁମାରଙ୍କ ଅଭିନୀତ ୟଶ ରାଜ ଫିଲ୍ମସ୍ ନିର୍ମିତ 'ପୃଥୀରାଜ' ବ୍ୟତୀତ ତେଲୁଗୁ ଆକ୍ସନ୍ ଡ୍ରାମା ଆଚାର୍ଯ୍ୟ ଏବଂ ତାମିଲ୍ ଚଳଚ୍ଚିତ୍ର ଥାମିଲାରସାନ୍…

ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ରାଜ କୌଶଲଙ୍କ ପରଲୋକ

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ-ନିର୍ମାତା ରାଜ କୌଶଲଙ୍କ ପରଲୋକ ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ଚଳଚ୍ଚିତ୍ର ନିର୍ମାତା ଓନିର…

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଶ୍ରୀ ମିଶ୍ରଙ୍କର ହଠାତ୍ ରକ୍ତବାନ୍ତି ହେବାରୁ ତାଙ୍କୁ ଡାକ୍ତରଖାନାରାରେ ଭର୍ତ୍ତି କରାଯାଇଥିଲା । ସେଠାରେ…

ଫିଲ୍ମ ‘ସଞ୍ଜୁରେ’ ସୁନିଲ୍‌ ଦତ୍ତଙ୍କ ଭୂମିକା ପାଇଁ ପ୍ରଥମ ପସନ୍ଦ ଥିଲେ ଅମୀର!

ନୂଆଦିଲ୍ଲୀ: ଫିଲ୍ମ ସଞ୍ଜୁରେ ସୁନିଲ୍‌ ଦତ୍ତଙ୍କ ଚରିତ୍ର ପାଇଁ ଅମୀର ଖାନଙ୍କୁ ଅଫର୍‌ ମିଳିଥିଲା। କିନ୍ତୁ ସେ ଏଥିପାଇଁ ମନା କରିଦେଇଥିଥିଲେ। ସୁନିଲ୍‌ ଦତ୍ତଙ୍କ ଭୂମିକାରେ ଅଭିନୟ କରିବାକୁ ମନା କରିଦେଇଥିଲେ ଅମୀର। ଏ ନେଇ ୨୦୧୮ରେ ଏକ ସାକ୍ଷାତକାରରେ କହିଥିଲେ ଅମୀର ଖାନ। ଜୁନ୍ ୨୯,…

ଥିଏଟର ମୋ ପାଇଁ ଏକ ସାମାଜିକ ସେବା : ମଞ୍ଚ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ସୁଜାତା ପ୍ରିୟମ୍ବଦା

ଥିଏଟର ସହିତ ୨୫ ବର୍ଷର ଅନ୍ତରଙ୍ଗ ଜଡିତ ହେବା ପରେ ମଧ୍ୟ ଜଣେ ସଫଳ ଅଭିନେତ୍ରୀ ତଥା ପ୍ରତିଭାଶାଳୀ ନିର୍ଦ୍ଦେଶକ ଭାବେ ଭାରତ ତଥା ବିଦେଶରେ କାମ କରିଆସୁଥିବା ସୁଜାତା ପ୍ରିୟମ୍ବଦା ନିଜକୁ “ପୂର୍ଣ୍ଣକାଳୀନ ଥିଏଟର କର୍ମୀ” ଭାବରେ ପରିଚୟ ଦେବାକୁ ପସନ୍ଦ କରନ୍ତି | ରାଉରକେଲା ଜନ୍ମିତ ଓ…

ସିନେମା: ‘ଆସନ୍ତାକାଲି’ର ପ୍ରକାଶନ

ଭାଗ-୭ ପଚାଶ ଦଶକର କଲିକତାରେ ଓଡ଼ିଆଙ୍କ ସଂଖ୍ୟା ଥିଲା ଖୁବ୍ ଅଧିକ । ଅଧକାଂଶ ଓଡ଼ିଆ ଶ୍ରମିକ ଝୋଟ ମିଲ୍‌ରେ କାମ କରୁଥିଲେ, ପ୍ରକାଶନ ଶିଳ୍ପ ସହ ବି ଅଧିକ ସଂପୃକ୍ତ ଥିଲେ । ବ୍ୟବସାୟ କ୍ଷେତ୍ରରେ ବି ସେତେବେଳେ ଓଡ଼ିଆଙ୍କ ପ୍ରାଧାନ୍ୟ ଥିଲା । ଏବେ ହୁଏତ ଆଶ୍ଚର୍ଯ୍ୟ ମନେହୋଇପାରେ ତତ୍କାଳୀନ…

ଖୁବ୍‌ ଶୀଘ୍ର ଏହି ହିଟ୍‌ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ନୁପୁର ସାନନ୍‌ଙ୍କ ହିଟ୍‌ ମ୍ୟୁଜିକ୍‌ ଭିଡିଓ ଫିଲ୍‌ହାଲ୍‌ର ଦ୍ବିତୀୟ ଭାଗ ଫିଲ୍‌ହାଲ୍‌-୨ ଖୁବ୍‌ ଶୀଘ୍ର ଆସୁଛି। ଏ ନେଇ ଅକ୍ଷୟ କୁମାର ମ୍ୟୁଜିକ୍‌ ଭିଡିଓର ଟିଜର୍‌ ରିଲିଜ ଡେଟ୍‌ ଘୋଷଣା…

ବାହା ହେଲେ ଅଭିନେତ୍ରୀ ସାନା ଶାୟାଦ

ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ସାନା ସାୟାଦ ତାଙ୍କର ଦୀର୍ଘ ଦିନର ପ୍ରେମିକ ତଥା କଲେଜ ବନ୍ଧୁ ଇମାଦ୍ ଶାମସିଙ୍କୁ ବିବାହ କରିଛନ୍ତି। ଗତକାଲି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାନା ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ନିକାର କିଛି ସୁନ୍ଦର ସ୍ମୃତି ସେୟାର କରିଥିଲେ। ପରିବାର ଏବଂ…