Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ରାଧେ’ ଏକ ଚମତ୍କାର ଚଳଚ୍ଚିତ୍ର ନୁହେଁ; ସଲିମ୍‌ ଖାନ୍‌

ନୂଆଦିଲ୍ଲୀ: ନିକଟରେ ସଲ୍‌ମାନ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର 'ରାଧେ' ରିଲିଜ ହୋଇଛି। ତେବେ ଆଇଏମ୍‌ଡିବି ପକ୍ଷରୁ ରାଧେକୁ ବେଶ୍‌ ଖରାପ ରେଟିଂ ମଧ୍ୟ ମିଳିଛି। ଏହା ଭିତରେ ସଲ୍‌ମାନଙ୍କ ଏହି ଫିଲ୍ମକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଲାଣି। ତେବେ ଭାଇଜାନ୍‌ଙ୍କ ଏହି ଫିଲ୍ମକୁ ନେଇ ସଲିମ୍‌…

ସୁଶାନ୍ତଙ୍କ ପ୍ରଥମ ପୂଣ୍ୟତିଥି ପୂର୍ବରୁ ଏଭଳି ବାର୍ତ୍ତା ଦେଇ ଚର୍ଚ୍ଚାରେ ଅଭିନେତ୍ରୀ ରିୟା

ମୁମ୍ବାଇ: ଆଉ କେଇଟା ଦିନ ପରେ ବଲିଉଡ୍‌ର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂଣ୍ୟତିଥି ପଡ଼ିବ। ତେବେ ଏହା ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏକ ପୋଷ୍ଟ ସେୟାର୍‌ କରିଛନ୍ତ ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ରିୟା ତାଙ୍କ ଇନଷ୍ଟାଗ୍ରାମରେ…

ଟେଲି ସୋ’; ପୁଣି ଥରେ ‘ଅନୁପମା’ର ରେକର୍ଡ ଭାଙ୍ଗିଲା ‘ଗୁମ୍‌ ହୈ କିସିକେ ପ୍ୟାର୍‌…

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ଗୁମ୍ ହୈ କିସିକେ ପ୍ୟାର୍ ମୈ ପୁଣି ଥରେ ରେଟିଂ ଚାର୍ଟ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ସିରିଏଲ୍‌ 'ଅନୁପମା। ପୁଣି ଥରେ ଅନୁପମାର ରେକର୍ଡ ଭାଙ୍ଗିଲା 'ଗୁମ୍‌ ହୈ କିସିକେ ପ୍ୟାର୍‌…

ବୀର ସାୱରକରଙ୍କ ଜୀବନୀ ଉପରେ ଫିଲ୍ମ, ନିର୍ଦ୍ଦେଶନା ଦେବେ ମହେଶ ମଂଞ୍ଜ୍ରେକର

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ବୀର ସାୱରକରଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ପ୍ରଡ୍ୟୁସର ସନ୍ଦୀପ ସିଂ । ସାୱରକର ଜନ୍ମଦିନରେ ସେ ଏହା ଘୋଷଣା କରିଛନ୍ତି । ଫିଲ୍ମର ନାମ ସ୍ୱତନ୍ତ୍ର ବୀର ସାୱରକର ରହିଛି । ମହେଶ ମଞ୍ଜ୍ରେକରଙ୍କୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ…

କରଣ ଜୋହରଙ୍କ ଦୋସ୍ତାନା ୨ ପରେ ଶାହାରୁଖ ପ୍ରଡକ୍ସନରୁ ଓହରିଲେ କାର୍ତିକ !

ମୁମ୍ବାଇ: ବଲିଉଡ ଅଭିନେତା କାର୍ତିକ ଆର୍ଯ୍ୟନ ପୁନର୍ବାର ଚର୍ଚ୍ଚାରେ । କରନ ଜୋହରଙ୍କ ଦୋସ୍ତାନା ୨ରୁ ବାହାରିବା ପରେ ଏହି ଉଦୀୟମାନ ହୀରୋଙ୍କ ସପକ୍ଷରେ ସମସ୍ତେ ଏକଜୁଟ ହୋଇଥିଲେ । ଏବେ ଶାହାରୁଖଙ୍କ ପ୍ରଡକ୍ସନ ହାଉସ ରେଡ ଚିଲିଜରୁ ମଧ୍ୟ କାର୍ତିକଙ୍କ ଛୁଟି ହୋଇଛି । ରିପୋର୍ଟ ମୁତାବକ…

ଚିରନିଦ୍ରାରେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା

କଟକ: ଓଲିଉଡ ଦୁନିଆ ପାଇଁ ଆଉ ଗୋଟିଏ ଦୁଃଖ ଖବର । ପରଲୋକାରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ଖବର ଶୁଣି ସ୍ତବ୍ଧ…

ବ୍ରହ୍ମାସ୍ତ୍ରର ୧୦ ଟିଜର, ୧୩ ମୋଶନ ପୋଷ୍ଟର୍ସକୁ ମିଳିଲା ଅନୁମତି

ମୁମ୍ବାଇ: ଧର୍ମା ପ୍ରଡକ୍ସନର ବ୍ରହ୍ମାସ୍ତ୍ର ଫିଲ୍ମ କରୋନା ମହାମାରୀ ଯୋଗୁ ପ୍ରାୟ ୧ ବର୍ଷ ଧରି ରିଲିଜ ନ ହୋଇ ଅଟକି ରହିଛି । ରଣବୀର କାପୁର ଅଭିନୀତ ଏହି ଫିଲ୍ମର ୧୦ ଟିଜର ଏବଂ ୧୩ ମୋଶନ ପୋଷ୍ଟର୍ସକ୍‌ୁ କ୍ରିଏଟିଭସ ସେଂଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ ଅନୁମତି ପ୍ରଦାନ କରିଛି ।…

ଆସନ୍ତୁ ଜାଣିବା କେଉଁ ଫିଲ୍ମରେ ଅକ୍ଷୟ, ରଣବୀର ଓ ଅଜୟଙ୍କୁ ଏକତ୍ର ଫାଇଟ କରୁଥିବା ଦେଖିବାକୁ ମିଳିବ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୂ ପ୍ରତୀକ୍ଷିତ ସୂର୍ଯ୍ୟବଂଶୀ ଫିଲ୍ମ ପ୍ରାୟ ୧ ବର୍ଷ ଧରି ରିଲିଜ ହୋଇପାରୁ ନାହିଁ । ରୋହିତ ଶେଟ୍ଟୀ ଏହି ପୋଲିସ ଡ୍ରାମା ଥିଏଟରରେ ରିଲିଜ କରିବାକୁ ଚାହୁଁଥିବା ବେଳେ କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇପାରୁ ନାହିଁ । ତଥାପି ସେ ଆଉ କିଛି ଦିନ ଅପେକ୍ଷା…

ଲକଡାଉନ୍‌ ଦ୍ୱାରା ପ୍ରଭାବିତ ୩୬୦୦ ଡ୍ୟାନ୍ସରଙ୍କୁ ‌୧ ମାସର ରାସନ ଦେବେ ଅକ୍ଷୟ

ମୁମ୍ବାଇ: ମହାମାରୀ କାରଣରୁ ସଂଘର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସେଲିବ୍ରିଟି ଆଗେଇ ଆସିଛନ୍ତି। କୋଭିଡ-୧୯ ର ଦ୍ୱିତୀୟ ତରଙ୍ଗ ସହିତ ଭାରତ ମୁକାବିଲା କରୁଥିବାବେଳେ ବଲିଉଡ୍‌ ଅଭିନେତା ଅଭିନେତା ପୁଣି ଥରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।…

ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ସଲ୍‌ମାନ

ମୁମ୍ବାଇ: ସଲମାନ ଖାନ ଅଭିନେତା କମଲ ଆର ଖାନଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଏ ନେଇ ସଲ୍‌ମାନ ଖାନ୍‌ଙ୍କ ଟିମ୍‌ ପକ୍ଷରୁ କମଲ ଆର ଖାନଙ୍କୁ ଏକ ନୋଟିସ ଜାରି କରାଯାଇଛି। ନୋଟିସ ଅନୁଯାୟୀ ସଲମାନ ଖାନଙ୍କ ଆଇନ ଟିମ୍‌ ଗୁରୁବାର ଦିନ ସିଟି ସିଭିଲ…