Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କଳା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ଲାଭ କଲେ ଅଭିନେତା ଆର୍‌ ମାଧବନ୍‌

ନୂଆଦିଲ୍ଲୀ: ଅଭିନେତା ଆର ମାଧବନ୍ ଇନଷ୍ଟାଗ୍ରାମରେ ଏକ ସମାରୋହର ଫଟୋ ସେୟାର୍‌ କରିଛନ୍ତି। ଯେଉଁଠାରେ ତାଙ୍କୁ କଳା ଏବଂ ସିନେମା କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଫଟୋ ସେୟାର କରି ମାଧବନ୍ ଲେଖିଛନ୍ତି: "କୋଲହାପୁରର ଡିଏ ପାଟିଲ୍ ଏଜୁକେସନ୍…

ଏହି ଦିନ ରିଲିଜ କରିବ ଦିଲଜିତଙ୍କ ଆଗାମୀ ଚଳଚ୍ଚିତ୍ର ‘ହୋସ୍‌ଲା ରଖ୍‌’

ନୂଆଦିଲ୍ଲୀ: ଦିଲଜିତ ଦୋସାଞ୍ଜ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ହୋସ୍‌ଲା ରଖ୍‌'ର ପ୍ରଥମ ପୋଷ୍ଟରକୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଏବଂ ପୋଷ୍ଟରରୁ ଏହି କାହାଣୀ ଦିଲଜିତଙ୍କ ଚରିତ୍ର ସହିତ ଏକ ଛୋଟ ପିଲାର ଚରିତ୍ର ଦେଖିବାକୁ ମିଳିଛି। 'ହୋସ୍‌ଲା ରଖ୍‌'ରେ ସୋନମ ବାଜୱା,…

କ୍ରିତିଙ୍କ ପାଇଁ ଫଟୋଗ୍ରାଫର୍‌ ସାଜିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଚ୍ଚନ ପାଣ୍ଡେ'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ବର୍ତ୍ତମାନ ଜୈସଲମେରରେ ସୁଟିଂ ଚାଲିଛି। ଏହି ସମୟରେ ଅଭିନେତ୍ରୀ ସୁଟିଂ ସମୟରେ ଇନଷ୍ଟାଗ୍ରାମରେ ତାଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି।…

ଅଭିନେତା ରଣବୀର ଶୋର‌େ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର ଶୋର‌େ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ରଣବୀର ନିଜେ ସୋସିଆଲ୍‌ ମିଡିଆରେ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ସେ କୋଭିଡ୍‌-୧୯ ପଜିଟିଭ୍ ପଜିଟିଭ୍‌ ରିପୋର୍ଟ ଆସିଛି। ୪୮ ବର୍ଷୀୟ ଅଭିନେତା କହିଛନ୍ତି ଯେ ତାଙ୍କର କରୋନାର…

କାଶ୍ମୀର ଫେରିବାକୁ ସଜବାଜ ହେଲାଣି ବଲିଉଡ୍‌

ନୂଆଦିଲ୍ଲୀ: ପୁଣି ଭାରତୀୟ ଚଳଚ୍ଚିତ୍ର ଜଗତରେ ଦିଶିବ କାଶ୍ମୀରର ସୌନ୍ଦର୍ଯ୍ୟ। ଏହା ଚଳଚ୍ଚିତ୍ର ନିର୍ମାତା ଏବଂ ଦର୍ଶକଙ୍କ ପସନ୍ଦଯୋଗ୍ୟ ଏକ ଗନ୍ତବ୍ୟସ୍ଥଳ। ଖୁବ୍ ଶୀଘ୍ର କଶ୍ମୀର ଭ୍ୟାଲିରେ ବଲିଉଡ୍‌ ପରଦାରେ କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦର୍ଶକ ଦେଖିପାରିବେ। ରବିବାର ଦିନ…

ମହିଳା ପୁରୋହିତ କଲେ ବଲିଉଡ୍ ଅଭିନେ‌ତ୍ରୀ ଦିଆ ମିର୍ଜା ଓ ବୈଭବ ରେଖୀଙ୍କ ବିବାହ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ସୁନ୍ଦରୀ ଦିଆ ମିର୍ଡା ଓ ତାଙ୍କ ପ୍ରେମିକ ବୈଭବ ରେଖୀ । ଏହା ଦିଆଙ୍କ ଦ୍ୱିତୀୟ ବିବାହ । ତେବେ ବିବାହ ବେଳେ ଜଣେ ମହିଳା ପୁରୋହିତ ସେମାନଙ୍କର ବିବାହ କରୁଥିବା ଦେଖିବାକୁ ମିଳିଥିଲା । ଯାହା ଏବେ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚାର…

ଆଟାକ ଫିଲ୍ମ ଶୁଟିଂ ବେଳେ ଜନ ଆବ୍ରାହାମ ଆହତ

ମୁମ୍ବାଇ: ଆଟାକ ଫିଲ୍ମ ଶୁଟିଂ ଅବସରରେ ବଲିଉଡର ଆକ୍ସନ ହୀରୋ ଜନ ଆବ୍ରାହାମ ଆହତ ହୋଇଛନ୍ତି । ଫିଲ୍ମର ଏକ ଦୃଶ୍ୟରେ ଜଣେ ବ୍ୟକ୍ତି କାଚର ରଡରେ ତାଙ୍କୁ ପଛ ପଟୁ ଆକ୍ରମଣ କରିଥିଲା । ତେବେ ସାମନ୍ୟ ଭୁଲ ଯୋଗୁ ତାଙ୍କ ବେକ ପାଖରେ ଆଘାତ ଲାଗିଥିଲା । ତେବେ ଏହା ଗୁରୁତର ନୁହେଁ ଏବଂ ସେ…

ସାମ୍‌ନାକୁ ଆସିଲା ଫିଲ୍ମ ‘ରୁହି’ର ପ୍ରଥମ ଝଲକ

ନୂଆଦିଲ୍ଲୀ: ଜାହ୍ନବୀ କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ରୁହି' ମାର୍ଚ୍ଚ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ଜାହ୍ନବୀଙ୍କର ଦ୍ୱିତୀୟ ଚଳଚ୍ଚିତ୍ର। ଜାହ୍ନବୀ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଧଡକ ମାଧ୍ୟମରେ ପ୍ରେକ୍ଷାଳୟରେ ଡେବ୍ୟୁ କରିଥିଲେ। ମଙ୍ଗଳବାର ଫିଲ୍ମର ପ୍ରଥମ ଲୁକ୍…

ବଲିଉଡ ଅଭିନେତା ସନ୍ଦୀପ ନାହରଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସନ୍ଦୀପ ନାହରଙ୍କ ମୃତଦେହ ସୋମବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ଘରୁ ଉଦ୍ଧାର କରାଯାଇଛି। ତେବେ ଏହା ଆତ୍ମହତ୍ୟା କି ନୁହେଁ ସେନେଇ ତଦନ୍ତ ଚଳାଇଛି ପୋଲିସ। ଅପରପକ୍ଷେ ମୃତ୍ୟୁ ପୂର୍ବରୁ ସେ ନିଜ ଫେସବୁକ ପ୍ରୋଫାଇଲରେ ଏକ ଭିଡିଓ ପୋଷ୍ଟ କରିଥିବା ଜଣାପଡିଛି।…

ଅମୀରଙ୍କ ପୁଅ ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଷ୍ଟାର ଅମୀର ଖାଁଙ୍କ ପୁତ୍ର ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି । ଏହି ଫିଲ୍ମ ଗୁଜରାଟର ପତ୍ରକାର ଓ ସମାଜସେବୀ କରସନଦାସ ମଲଜୀଙ୍କ ଜୀବନୀ ଉପରେ ଆଧାରିତ । ଶୁଟିଂ ପୂର୍ବରୁ ଜୁନୈଦଙ୍କ ଭଉଣୀ ଇରା ଖାଁ ଏଥିନେଇ ଭାଇଙ୍କୁ ଶୁଭେଚ୍ଛା…