Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଥମ ଥର ପାଇଁ ପରଦା‌‌ରେ ଏକାଠି ନଜର ଆସିବେ ତାପସୀ ଏବଂ ପ୍ରତୀକ ଗାନ୍ଧି

ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ବଲିଉଡର ସର୍ବୋତ୍ତମ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ୨୦୧୯ ରେ, ତାପସୀଙ୍କର ଦୁଇଟି ଚଳଚ୍ଚିତ୍ର 'ସାଣ୍ଡ କି ଆଁଖ୍‌' ଏବଂ 'ମିଶନ୍ ମଙ୍ଗଲ' ମୁକ୍ତିଲାଭ କରିଥିଲା। ଏହା ପରେ, ତାପସୀଙ୍କ ଫିଲ୍ମ 'ଥାପଡ୍' ୨୦୨୦ ମସିହାରେ ମୁକ୍ତିଲାଭ…

ପ୍ରକାଶ ପାଇଲା ଫିଲ୍ମ ‘ଭୁଲ୍ ଭୁଲେୟା ୨’‌ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ଫିଲ୍ମ 'ଭୁଲ୍ ଭୁଲେୟା ୨' ରିଲିଜ୍ ତାରିଖ ପ୍ରକାଶ ପାଇଛି। ଗତ ବର୍ଷ କରୋନା ହେତୁ ପ୍ରେକ୍ଷାଳୟଗୁଡ଼ିକ ଅନେକ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିଲା ଏଥିପାଇଁ ଅନେକ ଫିଲ୍ମର ସୁଟିଂ ଅଧାରୁ ବନ୍ଦ ହୋଇଯାଇଥିଲା ଏବଂ ଅଧିକାଂଶ ଫିଲ୍ମର ସୁଟିଂ ଶେଷ ହୋଇଥିଲେ ମଧ୍ୟ ରିଲିଜ ହୋଇପାରି…

ମୃତ୍ୟୁର ୮ ମାସ ପରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଲା ଏହି ବିଶେଷ ସମ୍ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏହି ଦୁନିଆରେ ନାହାଁନ୍ତି ସତ ହେଲେ ତାଙ୍କ ଅଭିନୟ ଏବେ ବି ଦର୍ଶକଙ୍କ ହୃଦୟରେ ତାଜା ହୋଇ ରହିଛି। ତାଙ୍କ ମୃତଦେହ ଗତ ବର୍ଷ ୧୪ ଜୁନ୍‌ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ ମିଳିଥିଲା। ତାଙ୍କର ଆକସ୍ମିକ ମୃତ୍ୟୁ ସମଗ୍ର ଦେଶକୁ…

କ’ଣ ରଖିଲେ ଅନୀତା ତାଙ୍କ ଶିଶୁପୁତ୍ରର ନାଁ?

ନୂଆଦିଲ୍ଲୀ: ଅଭିନେତ୍ରୀ ଅନୀତା ହସାନନ୍ଦନୀ ରବିବାର ଦିନ ତାଙ୍କ ନବଜାତ ପୁତ୍ରର ନାମକୁ ସୃଜନଶୀଳ ଢଙ୍ଗରେ ପ୍ରକାଶ କରିଛନ୍ତି। ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନୀତା ତାଙ୍କ ସ୍ୱାମୀ ରୋହିତ ରେଡ୍ଡୀଙ୍କ ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଏହି ବର୍ଷ ଫେବୃଆରୀ ୯ ରେ ଅନୀତା…

ବିଗବସ୍ ୧୪ରେ ରୁବିନାଙ୍କ ବାଜିମାତ୍, ଜିତିଲେ ୩୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଗବସ୍ ସିଜିନ୍ ୧୪ର ବିଜେତା ହେଲେ ରୁବିନା ଦିଲାଇକ୍। ରାହୁଲ ବୈଦ୍ୟଙ୍କୁ ପଛରେ ପକାଇ ଟ୍ରଫି ଜିତିଛନ୍ତି। ଏହି ଖବର ପ୍ରଚାର ପରଠାରୁ ସୋସିଆଲ ମିଡିଆରେ ରୁବିନାଙ୍କ ପ୍ରଶଂସକ ମାନେ ଖୁସି ବ୍ୟକ୍ତ କରୁଛନ୍ତି। ରୁବିନା ବିଗ୍ ବସ୍ ୧୪ ଟ୍ରଫି ସହ ୩୬ ଲକ୍ଷ ଟଙ୍କା ଜିତିଛନ୍ତି।…

ଶାହାରୁଖଙ୍କ ପଠାନ ଫିଲ୍ମ ୨୦୨୨ରେ ରିଲିଜ ହେବ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପଠାନ ଚଳିତ ବର୍ଷ ରିଲିଜ ହେବନି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏବେ ଏହା ୨୦୨୨ରେ ରିଲିଜ ହେବ ବୋଲି ଜଣାପଡିଛି । ଜୀରୋ ଫିଲ୍ମ ପରେ ଶାହାରୁଖଙ୍କ ଆଉ କୌଣସି ବଡ ଫିଲ୍ମ ପରଦାକୁ ଆସି ନାହିଁ । ସିଦ୍ଧାର୍ଥ ଆନନ୍ଦ…

ଦାଦା ସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ: ବାଜି ମାରିଲେ ଅକ୍ଷୟ, ଦୀପିକା

ମୁମ୍ବାଇ: ଦାଦା ସାହେବ ଇଂଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛନ୍ତି । ଏହାର ୫ମ ସଂସ୍କରଣରେ ତାହ୍ନାଜୀ ଦି ଅନସଙ୍ଗ ୱାରିୟର ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଛି । ଅକ୍ଷୟ କୁମାର ଲକ୍ଷ୍ମୀ ପାଇଁ ଏବଂ ଦୀପିକା ପାଦୁକୋନ ଛପାକ ଫିଲ୍ମ ନିମନ୍ତେ ଶ୍ରେଷ୍ଠ…

ପୁଣି ପୁତ୍ର ସନ୍ତାନର ବାପା-ମାଆ ହେଲେ ସୈଫିନା

ମୁମ୍ୱାଇ: ପଟ୍ଟୌଦୀ ପରିବାରର ନୂଆ ସଦସ୍ୟ । ସୈଫିନା ଫ୍ୟାନଙ୍କ ପାଇଁ ଖୁସି ଖବର । ପୁଣି ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି ବଲିଉଡର ଦୁଇ ଷ୍ଟାର ସୈଫ ଅଲ୍ଲୀ ଖାନ୍ ଓ କରୀନା କପୁର । ଆଜି ବେବି ବୟକୁ ଜନ୍ମ ଦେଇଛନ୍ତି ବେବୋ । ଭୋରରୁ କରୀନାଙ୍କୁ ମୁମ୍ୱାଇ ବିଚ୍ କ୍ୟାଣ୍ଡି ହସ୍ପିଟାଲରେ…

ରୁହି’ ଚଳଚ୍ଚିତ୍ରର ‘ Phangat’ ଗୀତର ଟିଜର ରିଲିଜ

ନୂଆଦିଲ୍ଲୀ: 'ରୁହି' ଚଳଚ୍ଚିତ୍ରର ' Phangat' ଗୀତର ଟିଜର ମୁକ୍ତିଲାଭ କରିଛି। ଏଥିରେ ରାଜକୁମାର ରାଓ, ବରୁଣ ଶର୍ମା ଏବଂ ଜାହ୍ନବୀ କପୁର ନୃତ୍ୟ ପରିବେଷଣ ଦେଖିବାକୁ ମିଳିବ। ଏହି ଗୀତ ସୋମବାର ଦିନ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଚଳଚ୍ଚିତ୍ର 'ରୁହି'ର ଟ୍ରେଲର ରିଲିଜ ହୋଇଥିଲା।…

ଚଳଚ୍ଚିତ୍ର ‘ପି.କେ’ ସିକ୍ୱେଲରେ ଅମୀରଙ୍କ ଭୂମିକାରେ ଅଭିନୟ କରିବେ ରଣବୀର

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଆମୀର ଖାନଙ୍କ ଫିଲ୍ମ 'ପି.କେ'ର ସିକ୍ୱେଲରେ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅଭିନେତା ଆମୀର ଖାନ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ' ପି.କେ 'ଏକ ଲୋକପ୍ରିୟ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ଦେଖାଗଲା ଯେ ପି.କେ.ରେ ଆମୀର…