Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ସୋ ‘ପାଣ୍ଡ୍ୟା ଷ୍ଟୋର୍’ ସେଟ୍‌ରେ ଅଗ୍ନିକାଣ୍ଡ

ମୁମ୍ବାଇ: ଫେବୃଆରୀ ୨୦ ଅର୍ଥାତ୍‌ ଶନିବାର ମୁମ୍ବାଇର ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ହେଉଥିବା ସୋ 'ପାଣ୍ଡ୍ୟା ଷ୍ଟୋର୍' ସେଟ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେଟ୍‌ରେ ଏକ ଅଂଶ ନିଆଁରେ ପୋଡି ଯାଇଥିବା ସୂଚନା ମିଳିଛି। ଘଟଣା ସମୟରେ କଳାକାରମାନେ ସେଟରେ ଉପସ୍ଥିତ ନଥିଲେ ଏବଂ ଏପର୍ଯ୍ୟନ୍ତ…

ଜୁନ୍‌ରେ ରିଲିଜ କରିବ ବିଗ୍‌ ବିଙ୍କ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ’

ନୂଆଦିଲ୍ଲୀ: ନାଗରାଜ ମଞ୍ଜୁଲେଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଅଭିନୀତ ଆଗାମୀ କ୍ରୀଡା ଚଳଚ୍ଚିତ୍ର 'ଝୁଣ୍ଡ' ଜୁନ୍ ୧୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ୭୮ ବର୍ଷୀୟ ଭେଟେରାନ୍ ତାରକା ଅର୍ଥାତ୍‌ ବିଗ୍‌ ବି ଟ୍ୱିଟରକୁ ଯାଇ ଏହାର ନୂଆ ରିଲିଜ୍ ତାରିଖ…

କୋଭିଡ୍-୧୯ ନିୟମ ଉଲ୍ଲଂଘନ କରି ଅଡୁଆରେ ଅଭିନେତା ବିବେକ ଓବରଏ

ନୂଆଦିଲ୍ଲୀ: କୋଭିଡ୍‌-୧୯ ର ପ୍ରକୋପକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ନାଗରିକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଅଭିନେତା ବିବେକ ଓବରଏ ଏହି ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଛି। ନିଜ ପତ୍ନୀଙ୍କୁ ସହ ବାଇକ୍‌ ଚଳାଇବା ସମୟରେ…

ଏହି ଦିନ ରିଲିଜ୍‌ କରିବ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶେର୍‌ଶାହା’

ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଆଗାମୀ ଚଳଚ୍ଚିତ୍ର 'ଶେର୍‌ଶାହା' ଜୁଲାଇ ୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଟ୍ୱିଟରରେ ପୋଷ୍ଟର ସେୟାର କରି କରଣ ଲେଖିଛନ୍ତି, "କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନର ଅସଂଖ୍ୟ ସତ୍ୟ କାହାଣୀ ବଡ ପରଦାରେ ଉନ୍ମୋଚିତ ହେବାକୁ…

ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସିବ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅତ୍‌ରଙ୍ଗୀ ରେ’

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ଅନ୍ନନ୍ଦ ଏଲ୍ ରାୟ ଆସନ୍ତା ଅଗଷ୍ଟ ୬ ରେ ଅକ୍ଷୟ କୁମାର, ସାରା ଅଲି ଖାନ ଏବଂ ସାଉଥ୍‌ ହିରୋ ଧନୁଷଙ୍କ ଅଭିନୀତ ତାଙ୍କର ଆଗାମୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଅତ୍‌ରଙ୍ଗୀ ରେ' ମୁକ୍ତିଲାଭ କରିବ। ଅଗଷ୍ଟ ୬, ୨୦୨୧ ରେ ଆର୍ ରହମାନ ମ୍ୟୁଜିକାଲ୍ ପରଦାରେ ଆସିବ…

ଓସ୍କାର ଦୌଡରେ ନୀଳ ମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ଭୁବନେଶ୍ବର : ଓଡ଼ିଆ ସୀନେ ଜଗତ ପାଇଁ ଖୁସି ଖବର । କାରଣ ପ୍ରଥମ ଥର ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ଓଡ଼ିଶାର ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ନୀଳ ମାଧବ ପଣ୍ଡାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମକୁ ଜେନେରାଲ କାଟେଗୋରୀର…

ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ୧୬ କୋଟି ଟଙ୍କାର ଛାତ୍ରବୃତ୍ତି ଘୋଷଣା କରିଛନ୍ତି ଅଭିନେତା ବିବେକ…

ମୁମ୍ୱାଇ: ଚଳଚ୍ଚିତ୍ର ଅଭିନେତା ବିବେକ ଓବରୋଇ ଏକ ଅଭିଯାନ ଆରମ୍ଭ କରିଛନ୍ତି ଯେଉଁଥିରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ୧୬ କୋଟି ଟଙ୍କାର ଶିକ୍ଷାଗତ ବୃତ୍ତି ଆବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ ହିତାଧିକାରୀମାନେ ଭାରତର ଗ୍ରାମାଞ୍ଚଳର କୃଷକଙ୍କ ସନ୍ତାନ ହେବେ। ଏହି…

ଏହି ଦିନ ରିଲିଜ କରିବ ଅକ୍ଷୟ କୁମାରଙ୍କ ଥ୍ରୀଲର୍‌ ମୁଭି ‘ବେଲବଟମ୍’

ନୂଆଦିଲ୍ଳୀ: ଅକ୍ଷୟ କୁମାରଙ୍କ ଆଗାମୀ ଥ୍ରୀଲର ମୁଭି 'ବେଲବଟମ୍' ର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏଥିରେ ଅକ୍ଷୟଙ୍କୁ ଏକ ଏଜେଣ୍ଟ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ମେ ୨୮ ରେ ରିଲିଜ କରିବ। ୧୯୮୦ ଦଶକରେ ବିମାନ ଅପହରଣର କାହାଣୀ ଉପରେ ଫିଲ୍ମ ବେଲବଟମ୍ ଆଧାରିତ।…

ଏମ.ଜେ ଆକବର ଏବଂ ପ୍ରିୟା ରମାନି ‘ମିଠୁ’ ମାମଲା; ପ୍ରିୟାଙ୍କ ସାହସ ଏବଂ ନିଷ୍ଠାକୁ ପ୍ରଶଂସା କଲେ…

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଜଗତରେ #MeToo ପ୍ରସଙ୍ଗକୁ ନେଇ ତନୁଶ୍ରୀ ଦତ୍ତା ଏମିତି ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏମ.ଜେ ଆକବରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ ପ୍ରିୟା ରମଣୀଙ୍କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପୂର୍ବତନ…

ଏହି କାରଣ ଯୋଗୁ ପୋଷା କୁକୁର ‘ଜିନୋ’ର ଇନ୍‌ଷ୍ଟା ଆକାଉଣ୍ଟ୍‌ ବ୍ୟବହାର କରିପାରିବେନି ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ ନିକ ଜୋନାସ ନିକଟରେ ପ୍ରକାଶ କରିଛନ୍ତି ଯେ ସେମାନଙ୍କୁ ସେମାନଙ୍କର ପୋଷା କୁକୁର ଜିନୋଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟବହାରକୁ ବାରଣ କରାଯାଇଛି। ହେଲେ କଣ ରହିଛି ଏହା ପଛର କାରଣ। ନିକ୍‌ ପ୍ରିୟଙ୍କାଙ୍କୁ ପୋଷା କୁକୁର…