Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଟାକ ଫିଲ୍ମ ଶୁଟିଂ ବେଳେ ଜନ ଆବ୍ରାହାମ ଆହତ

ମୁମ୍ବାଇ: ଆଟାକ ଫିଲ୍ମ ଶୁଟିଂ ଅବସରରେ ବଲିଉଡର ଆକ୍ସନ ହୀରୋ ଜନ ଆବ୍ରାହାମ ଆହତ ହୋଇଛନ୍ତି । ଫିଲ୍ମର ଏକ ଦୃଶ୍ୟରେ ଜଣେ ବ୍ୟକ୍ତି କାଚର ରଡରେ ତାଙ୍କୁ ପଛ ପଟୁ ଆକ୍ରମଣ କରିଥିଲା । ତେବେ ସାମନ୍ୟ ଭୁଲ ଯୋଗୁ ତାଙ୍କ ବେକ ପାଖରେ ଆଘାତ ଲାଗିଥିଲା । ତେବେ ଏହା ଗୁରୁତର ନୁହେଁ ଏବଂ ସେ…

ସାମ୍‌ନାକୁ ଆସିଲା ଫିଲ୍ମ ‘ରୁହି’ର ପ୍ରଥମ ଝଲକ

ନୂଆଦିଲ୍ଲୀ: ଜାହ୍ନବୀ କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ରୁହି' ମାର୍ଚ୍ଚ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ଜାହ୍ନବୀଙ୍କର ଦ୍ୱିତୀୟ ଚଳଚ୍ଚିତ୍ର। ଜାହ୍ନବୀ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଧଡକ ମାଧ୍ୟମରେ ପ୍ରେକ୍ଷାଳୟରେ ଡେବ୍ୟୁ କରିଥିଲେ। ମଙ୍ଗଳବାର ଫିଲ୍ମର ପ୍ରଥମ ଲୁକ୍…

ବଲିଉଡ ଅଭିନେତା ସନ୍ଦୀପ ନାହରଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସନ୍ଦୀପ ନାହରଙ୍କ ମୃତଦେହ ସୋମବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ଘରୁ ଉଦ୍ଧାର କରାଯାଇଛି। ତେବେ ଏହା ଆତ୍ମହତ୍ୟା କି ନୁହେଁ ସେନେଇ ତଦନ୍ତ ଚଳାଇଛି ପୋଲିସ। ଅପରପକ୍ଷେ ମୃତ୍ୟୁ ପୂର୍ବରୁ ସେ ନିଜ ଫେସବୁକ ପ୍ରୋଫାଇଲରେ ଏକ ଭିଡିଓ ପୋଷ୍ଟ କରିଥିବା ଜଣାପଡିଛି।…

ଅମୀରଙ୍କ ପୁଅ ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଷ୍ଟାର ଅମୀର ଖାଁଙ୍କ ପୁତ୍ର ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି । ଏହି ଫିଲ୍ମ ଗୁଜରାଟର ପତ୍ରକାର ଓ ସମାଜସେବୀ କରସନଦାସ ମଲଜୀଙ୍କ ଜୀବନୀ ଉପରେ ଆଧାରିତ । ଶୁଟିଂ ପୂର୍ବରୁ ଜୁନୈଦଙ୍କ ଭଉଣୀ ଇରା ଖାଁ ଏଥିନେଇ ଭାଇଙ୍କୁ ଶୁଭେଚ୍ଛା…

ନୂଆ ରୂପରେ ଆସୁଛନ୍ତି ଅଭିନେତା ଲିକୁନ ଚୌଧୁରୀ

ଭୁବନେଶ୍ୱର: ଟେଲି ପରଦାର ଲୋକପ୍ରିୟ କଳାକାର ଲିକୁନ ଚୌଧୁରୀ ଏକ ନୂଆ ରୂପରେ ଆସୁଛନ୍ତି । ତରଙ୍ଗରେ ପ୍ରସାରିତ ମଙ୍ଗଳମୂର୍ତ୍ତି ପ୍ରଡକ୍ସନର ନୂଆ ସିରିୟଲ ସିନ୍ଦୁରର ଅଧିକାରରେ ଏକ ଭିନ୍ନ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ । ଏହି ସିରିଏଲରେ ତାଙ୍କ ଚରିତ୍ରର ନାମ ମିଠୁ ରହିଛି । ଛୋଟ ବେଳୁ…

ଭାଲେଣ୍ଟାଇନ୍ସ ଡେ’ରେ ବିରାଟଙ୍କ ପାଇଁ ଏମିତି କିଛି ଖାସ୍‌ କଥା କହିଲେ ଅନୁଷ୍କା

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ ଡେ ଅବସରରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ ଏକ ସୁନ୍ଦର ଫଟୋ ପ୍ରଶଂସକଙ୍କ ସହିତ ସେୟାର୍‌ କରିଛନ୍ତି। ଅଭିନେତା ରବିବାର ଅପରାହ୍ନରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନେଇ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି। ବିରାଟ ଏବଂ…

ଭାବପ୍ରବଣ ହୋଇ ରଣଧୀର କହିଲେ ମୁଁ ଏବେ ଘରେ ଏକୁଟିଆ

ମୁମ୍ବାଇ: ରାଜୀବ କାପୁରଙ୍କ ମୃତ୍ୟୁ ପରେ ରଣଧୀର କାପୁର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଏକ ସାକ୍ଷାତକାରରେ ସେ କହଛନ୍ତି ମୁଁ ଜାଣିନି କଣ ଘଟୁଛି । ଏବେ ଏତେ ବଡ ଘରେ ମୁଁ ଏକୁଟିଆ ହୋଇ ପଡିଛି ବୋଲି କହିଛନ୍ତି । ୨ ବର୍ଷ ମଧ୍ୟରେ ପରିବାରର ୪ ସଦସ୍ୟଙ୍କୁ ହରାଇ ସାରିଛି । ସମସ୍ତେ ମୋର…

ଖୁବ୍‌ ଶୀଘ୍ର ଶାହାରୁଖ୍‌ଙ୍କ ‘ପଠାନ୍’ ପାଇଁ‌ ସୁଟିଂ ଆରମ୍ଭ କରିବେ ସଲ୍‌ମାନ

ନୂଆଦିଲ୍ଲୀ: ସୁପରଷ୍ଟାର ସଲମାନ ଖାନ ବିଗ୍ ବସ୍ ୧୪ ସିଜିନ୍‌ ଶେଷ ହେବା ପରେ ତାଙ୍କ ଆକ୍ସନ୍ ଥ୍ରୀଲର ମୁଭି 'ପଠାନ୍‌'ରେ ଘନିଷ୍ଠ ବନ୍ଧୁ ଶାହରୁଖ ଖାନଙ୍କ ସହ ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି। 'ପଠାନ'ରେ ସଲମାନଙ୍କର ଏକ ବିଶେଷ ଭୂମିକା ରହିଛି, ଯାହାର ଶୁଟିଂ ବର୍ତ୍ତମାନ ଚାଲିଛି। ୟଶ…

ଫିଲ୍ମ ‘ରାଧେ ଶ୍ୟାମ୍’‌ର ଟିଜର୍‌ ରିଲିଜ

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ସ ଡେ ଅବସରରେ ବାହୁବଲୀ ଆକ୍ଟର ପ୍ରଭାସଙ୍କ ଅଭିନୀତ ଫିଲ୍ 'ରାଧେ ଶ୍ୟାମ୍‌'ର ଟିଜର ରିଲିଜ୍‌ ହୋଇଛି। ମୁଖ୍ୟ ଭୂମିକାରେ ପ୍ରଭାସ ଏବଂ ପୂଜା ହେଗଡେ ଅଭିନୟ କରିଛନ୍ତି। ଏହି ଫିଲ୍ମ ରାଧା କ୍ରୀଷ୍ଣ କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ। ଫିଲ୍ମରେ ପ୍ରଭାସ ଏବଂ ପୂଜାଙ୍କ…

ଜାଣନ୍ତୁ ବଲିଉଡ୍‌ର କିଛି ଏଭର୍‌ଗ୍ରୀନ୍‌ ଭାଲେଣ୍ଟାଇନ୍ସ ଗୀତ ସମ୍ପର୍କରେ

ନୂଆଦିଲ୍ଲୀ: ବଲିଉଡରେ ରୋମାଣ୍ଟିକ୍‌ ଗୀତ ବିନା ପ୍ରେମର ଅଭିବ୍ୟକ୍ତି ବିନା ଭାଲେଣ୍ଟାଇନ୍ସ ଡେ ଅସମ୍ପୂର୍ଣ୍ଣ। ବଲିଉଡ୍‌ରେ ଏମିତି ଅନେକ ଗୀତ ରହିଛି ଯାହା ପ୍ରେମର ଦିନଟିକୁ ଆହୁରି ପ୍ରେମରେ ଭରିଦିଏ। ଭାଲେଣ୍ଟାଇନ୍ସ ଡେ’ରେ ଜାଣନ୍ତୁ କିଛି ସର୍ବୋତ୍ତମ ରୋମାଣ୍ଟିକ୍ ଗୀତର ଏକ ତାଲିକା:…