Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭାରତୀୟ ସେନାଙ୍କ ସହ ମିଶି ଭଲିବଲ୍‌ ଖେଳିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ଶୁକ୍ରବାର ଦିନ ସେନା ଦିବସ ପାଳନ କରିବାକୁ ଯାଇ ଭାରତୀୟ ସୈନ୍ୟମାନଙ୍କ ସହ ଭଲିବଲ୍‌ ଖେଳିଥିଲେ। ଅର୍ଥାତ୍‌ ସେ ଭାରତୀୟ ସେନା ସଦସ୍ୟଙ୍କ ସହ ଭଲିବଲ ଖେଳ ଖେଳୁଥିବା ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହାକୁ ସେୟାର୍‌ କରି ସେ…

ଚର୍ଚ୍ଚାରେ ନିଆ ଶର୍ମାଙ୍କ ନ୍ୟୁ କାର୍‌

ନୂଆଦିଲ୍ଲୀ: ଟେଲିଭିଜନର ହଟ ଏବଂ ସୁନ୍ଦର ଅଭିନେତ୍ରୀ ନିଆ ଶର୍ମା ତାଙ୍କ ବୋଲ୍ଡ ଅବତାର ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଆନ୍ତି। ତେବେ ନିଆ ଶର୍ମା ତାଙ୍କ ନୂଆ କାର ଯୋଗୁଁ ଏବେ ପୁଣି ଥରେ ଚର୍ଚ୍ଚା ଘେରରେ। ନିକଟରେ ନିଆ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। ତେବେ ଏହି କାରର ମୂଲ୍ୟ ଜାଣିଲେ…

କଙ୍ଗନା ମୋ ଷ୍ଟୋରି ଚୋରି କରିଛନ୍ତି : ଦିଦ୍ଦା ଲେଖକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ମଣିକର୍ଣ୍ଣିକା ରିଟର୍ଣ୍ଣସ: ଦି ଲିଜେଣ୍ଡ ଅଫ୍ ଦିଦ୍ଦା ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ମାତ୍ର ଏହା ଘୋଷଣା କରିବା ଦିନକ ପରେ ତାଙ୍କ ବିରୋଧରେ ଚୋରୀ ଅଭିଯୋଗ ଆସିଛି । ଦିଦ୍ଦା ଉପନ୍ୟାସ ଲେଖିଥିବା ଆଶୀଷ କୌଲ ଏହି ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ଜାନୁୟାରୀ ୨୪ ରେ ହାତକୁ ‘ଦି’ହାତ ହେବେ ବରୁଣ!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଏହି ମାସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟଙ୍କ ବିବାହକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଲାଗି ରହିଥିଲା। ଯାହା ଶୁଣିବାକୁ…

ୱେବ୍ ସିରିଜ୍ ‘ଆଶ୍ରମ’କୁ ନେଇ ପୁଣି ବଢିଲା ଅଡୁଆ

ନୂଆଦିଲ୍ଲୀ: ଏମ୍‌ଏକ୍ସ ପ୍ଲେୟାରରେ ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ 'ଆଶ୍ରମ' ରିଲିଜ୍ ହେବାର ଅନେକ ମାସ ପରେ ମଧ୍ୟ ବିବାଦ ଲାଗି ରହିଛି। ସଦ୍ୟତମ ମାମଲାରେ ରାଜସ୍ଥାନର ଯୋଧପୁର ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ଅନୁଯାୟୀ ପୋଲିସ ରିପୋର୍ଟ ଦାଖଲ କରିଛି।…

ଓଡ଼ିଶା ପର୍ଯ୍ୟଟନର ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟାରେ ମୀରା ଦାସଙ୍କର ଶବରୀ ଚରିତ

ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍‍ଘାଟନ ହୋଇଥିଲା । ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଛଅ ପଦ ଓ ଛଅ ରାଗରେ…

ମୁକ୍ତାକାଶ ତଳେ ମ୍ୟୁଜିକ୍ ସିଟିଂ: ୧୫ ଜଣ କଣ୍ଠଶିଳ୍ପୀଙ୍କୁ ନେଇ ପ୍ରସ୍ତୁତ ହେଲା ଗୀତ ‘ଏ ମାଟି ଓଡିଶା ଏ ଜାତି…

ଭୁବନେଶ୍ୱର: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ନିଆରା ପ୍ରୟାସ । ଓଡିଆ ସଙ୍ଗୀତର କିଛି ଆଗଧାଡିର କଣ୍ଠଶିଳ୍ପୀକୁ ନେଇ ମୁକ୍ତାକାଶ ତଳେ ହେଲା ମ୍ୟୁଜିକ୍ ସିଟିଂ । କମ୍ପୋଜ ହେଲା ଗୀତ । ଲକ୍ଷ୍ୟ ଥିଲା ନୂଆ ବର୍ଷରେ ଏକାଧିକ କଣ୍ଠଶିଳ୍ପୀଙ୍କୁ ଏକାଠି କରି ମିଳିତ କଣ୍ଠରେ ଗୋଟିଏ…

ବକ୍ସ ଅଫିସରେ ସୁନାମି ସୃଷ୍ଟି କରୁଛି ବିଜୟଙ୍କ ମାଷ୍ଟର

ଚେନ୍ନାଇ: କରୋନା ମହାମାରୀ କଟକଣା କୋହଳ ହେବା ପରେ ସିନେମାଘରେ ରିଲିଜ ହୋଇଛି ସାଉଥ ସୁପରଷ୍ଟାର ବିଜୟଙ୍କ ମାଷ୍ଟର ଫିଲ୍ମ । ରିପୋର୍ଟ ମୁତାବକ ଏହି ଫିଲ୍ମ ବକ୍ସ ଅଫିସରେ ସୁନାମି ସୃଷ୍ଟି କରିଛି । ପ୍ରଥମ ଦିବସରେ ଏହି ଫିଲ୍ମ ୪୦କୋଟି ଆୟ କରି ସାରିଛି । ଲୋକେଶ କନାଗରାଜଙ୍କ ନିର୍ଦ୍ଦେଶନାରେ…

ଚଳିତ ମାସ ରିଲିଜ କରିବ ଦି ଫ୍ୟାମିଲି ମ୍ୟାନ୍ ସିଜିନ୍‌ ୨ର ଟ୍ରେଲର୍‌

ନୂଆଦିଲ୍ଲୀ: ଆମାଜନ ପ୍ରାଇମ ଭିଡିଓର ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର ଦ୍ୱିତୀୟ ସିଜନ୍ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିରିଜ ମଧ୍ୟରୁ ଅନ୍ୟତମ। ଦି ଫ୍ୟାମିଲି ମ୍ୟାନ୍‌ର ଦ୍ୱିତୀୟ ସିଜିନ୍‌ ଆସନ୍ତା ଫେବୃଆରୀରେ ଆସୁଛି ବୋଲି ଆମାଜନ ପ୍ରାଇମ ପ୍ରକାଶ କରିସାରିଛି ଏବଂ ବର୍ତ୍ତମାନ ଏହାର…

ବିଜୟଙ୍କ ମାଷ୍ଟର ଫିଲ୍ମ ଦେଖିବା ପାଇଁ ସିନେମା ହଲ ନିକଟରେ ପ୍ରବଳ ଭୀଡ, କରୋନା ଭୟ ବି ଛାଡିଗଲା

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ବିଜୟଙ୍କ ଅଭିନୀତ ତାମିଲ ଆକ୍ସନ ଡ୍ରାମା ମାଷ୍ଟର ବୁଧବାର ବିଭିନ୍ନ ସିନେମା ହଲରେ ରିଲିଜ ହୋଇଛି । ଏହି ଫିଲ୍ମକୁ ଦେଖିବା ପାଇଁ ଗତକାଲି ରାତିରୁ ହଲ ଆଗରେ ପ୍ରବଳ ଭୀଡ ଏକତ୍ର ହୋଇଥିଲେ । ଏପରି କି ଫିଲ୍ମ ନିଶାରେ କରୋନା ଭୟ ସମସ୍ତଙ୍କ ଛାଡି ଯାଇଥିଲା ।…