Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଫାଇଟର୍‌’ ଅବତାରରେ ଦର୍ଶକଙ୍କ ହୃଦୟ ଜିତିବେ ହ୍ରିତିକ୍‌

ନୂଆଦିଲ୍ଲୀ: ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଗୁଜବ ଉପରେ ବ୍ରେକ୍‌ ଲଗାଇଛନ୍ତି। ରବିବାର ଦିନ ହ୍ରିତିକ ରୋଶନଙ୍କ ଜନ୍ମଦିନ ଅବସରରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କର ନୂଆ ଚଳଚ୍ଚିତ୍ରକୁ ନେଇ ଘୋଷଣା କରିଛନ୍ତି। ତାଙ୍କର ନୂଆ ଚଳଚ୍ଚିତ୍ର ହେଉଛି…

ଟାଇଗର ଶ୍ରଫଙ୍କ ‘କାସାନୋଭା’ ଟିଜର୍‌ ରିଲିଜ

ନୂଆଦିଲ୍ଲୀ: ଅଭିନେତା ଟାଇଗର ଶ୍ରଫ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ସିଙ୍ଗଲ କାସାନୋଭା ର ଟିଜର ରିଲିଜ କରିଛନ୍ତି। ଭିଡିଓ ସେୟାର କରିବା ସମୟରେ ଟାଇଗର ଶ୍ରଫ ଇନଷ୍ଟାଗ୍ରାମରେ ଲେଖିଥିଲେ, "ମୁଁ ତୁମକୁ ଦେଖିବା ପୂର୍ବରୁ ମୁଁ କାସାନୋଭା ଥିଲି। ନା ସେପରି ନୁହେଁ କିନ୍ତୁ ମୋର ଦ୍ୱିତୀୟ…

ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଚନ୍ଦା ମାମା ଦୂର୍‌ କେ’ ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ କାମ!

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏହି ଦୁନିଆରେ ଆମ ସହିତ ନାହାନ୍ତି ସତ କିନ୍ତୁ ସେ ଏବେବି ପ୍ରଶଂସକଙ୍କ ହୃଦୟରେ ବଞ୍ଚିରହିଛନ୍ତି। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ଚଳଚ୍ଚିତ୍ର 'ଚନ୍ଦା ମାମା ଦୂର୍‌ କେ'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଥିଲେ।…

ଟ୍ୱିଙ୍କଲ୍‌ଙ୍କ ଯୋଗୁ ଏହି ଅତିଥିଙ୍କୁ ମିଳିଲା ନୂଆ ଘର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ୱିଙ୍କଲ ଖାନ୍ନା ସକ୍ରିୟ ରହିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ସହ ପ୍ରତି ମୁହୂର୍ତ୍ତ ସେୟାର କରନ୍ତି। ନିକଟରେ ଟ୍ୱିଙ୍କଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଅନେକ କୁକୁର ଦେଖିବାକୁ ମିଳିଛି। ଏହି ଭିଡିଓରେ…

ଟ୍ୱିଟ୍‌ର ଉପରେ ପୁଣି ବର୍ଷିଲେ କଙ୍ଗନା

ନୂଆଦିଲ୍ଲୀ: କଙ୍ଗନା ତାଙ୍କ ଚଳଚ୍ଚିତ୍ର ବ୍ୟତୀତ ସାମାଜିକ ତଥା ରାଜନୈତିକ ପ୍ରସଙ୍ଗରେ ନିରବଚ୍ଛିନ୍ନତା ପାଇଁ ବେଶ୍‌ ଜଣାଶୁଣା। ଅନେକ ଥର କଙ୍ଗନା ମଧ୍ୟ ତାଙ୍କ ବିବୃତ୍ତି ହେତୁ ବିବାଦ ଘେରକୁ ଆସିଛନ୍ତି। ଅନେକ ଥର ବିବାଦୀୟ ମନ୍ତବ୍ୟ ହେତୁ ଟ୍ୱିଟର କଙ୍ଗନାଙ୍କ ଆକାଉଣ୍ଟକୁ ମଧ୍ୟ ସ୍ଥଗିତ…

ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କୁ ମନେଇବା ପାଇଁ ଚେନ୍ନାଇରେ ପ୍ରଶଂସକଙ୍କ ପ୍ରଦର୍ଶନ ଜାରି

ଚେନ୍ନାଇ: ନିକଟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ। ଯାହା ଫଳରେ ତାଙ୍କ ଫ୍ୟାନ୍ସ ଏହି ଖବର ଶୁଣିବା ପରଠାରୁ ଦୁଃଖରେ ଅଛନ୍ତି। ଚେନ୍ନାଇ ପୋଲିସ ରବିବାର ଦିନ ରଜନୀକାନ୍ତ ଫ୍ୟାନ୍ କ୍ଲବର ସଦସ୍ୟମାନଙ୍କୁ ବଲୁଭର୍ କୋଟାମରେ…

ଚର୍ଚ୍ଚାରେ ସାରାଙ୍କ ନୂଆ ବନ୍ଧୁ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବହୁତ ସକ୍ରିୟ ରହୁଛନ୍ତି। ନିକଟରେ ସାରା ତାଙ୍କ ଫିଲ୍ମ 'କୁଲି ନଂ ୧' ରିଲିଜ୍ ଏବଂ ଫିଲ୍ମ 'ଅତ୍‌ରଙ୍ଗୀ ରେ' ସୁଟିଂ ବିଷୟରେ ଆଲୋଚନାରେ ଥିଲେ। ଆଜିକାଲି ସେ ତାଙ୍କ ଭାଇଙ୍କ ସହ ଛୁଟିଦିନ କରୁଛନ୍ତି। ଯାହାଙ୍କ ସହ ସେ…

ମାତ୍ର ୬ ବର୍ଷ ବୟସରେ ବଲିଉଡ୍‌ରେ ପାଦ ଦେଇଥିଲେ ହ୍ରିତିକ୍‌

ନୂଆଦିଲ୍ଲୀ: ବଲିଉଡର ଅଭିନେତା ହ୍ରିତିକ ରୋଶନ ଆଜି ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୦ ଜାନୁଆରୀ ୧୯୭୪ରେ ହ୍ରିତିକ୍‌ଙ୍କ ଜନ୍ମ।  ହ୍ରିତିକ ରୋଶନ ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ପୁଅ। ହ୍ରିତିକ ରୋଶନ ଶିଶୁ କଳାକାର ଭାବରେ ସିନେମାରେ ଅଭିନୟ…

ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମରେ ଅମିତାଭ

ମୁମ୍ବାଇ: ମୈନେ ପ୍ୟାର କିୟା, ହମ ଆପକେ ହେ କୌନ, ହମ ସାଥ ସାଥ ହେ ଓ ବିବାହ ପରି ସୁପରହିଟ ଫିଲ୍ମ ଦେଇଥିବା ସୁରଜ ବଡଜାତ୍ୟା ତାଙ୍କର ଆଗାମୀ ଫିଲ୍ମ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରିପୋର୍ଟ ମୁତାବକ ସୁରଜ ଏହି ଫିଲ୍ମ ପାଇଁ ଅମିତାଭ ବଚ୍ଚନକୁ ସାଇନ କରିବା ପାଇଁ ଚାହୁଛନ୍ତି ।…

ହ୍ରିତିକଙ୍କ ଫାଇଟର ଫିଲ୍ମର ହିରୋଇନ ହେବେ ଦୀପିକା

ମୁମ୍ବାଇ: ୨୦୧୯ରେ ବ୍ଲକବଷ୍ଟର ଫିଲ୍ମ ୱାର ପରେ ହ୍ରିତିକ ରୋଶନ ପୁନର୍ବାର ଆଉ ଏକ ଆକ୍ସନ ଫିଲ୍ମ କରିବାକୁ ଯାଉଛନ୍ତି । ବଲିଉଡ ହଙ୍ଗାମା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଫିଲ୍ମର ନାମ ଫାଇଟର ରଖାଯାଇଛି ଓ ଏହାର ହିରୋଇନ ଦୀପିକା ପାଦୁକୋନ ହେବ । ଯେତେଦୂର ସମ୍ଭବ ରବିବାର ଏହି ଫିଲ୍ମର…