Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ତାଣ୍ଡବ ୱେବ ସିରିଜ ବିବାଦ: ରବି କିଶନ କହିଲେ ଆମ ଭଗବାନଙ୍କୁ ଛାଡି ଦିଅ

ମୁମ୍ବାଇ: ତାଣ୍ଡବ ୱେବ ସିରିଜ ବିବାଦ ନେଇ ରବିବାର ମୁହଁ ଖୋଲିଛନ୍ତି ଅଭିନେତା ଓ ବିଜେପି ସାଂସଦ ରବି କିଶନ । ସେ କହିଛନ୍ତି ଭଗବାନଙ୍କ ଲାଗି ଆମ ଭଗବାନଙ୍କୁ ଛାଡି ଦିଅ । ମୁଁ ହାତ ଯୋଡି ନିବେଦନ କରୁଛି ଯେ, ନିଜ ବ୍ୟବସାୟରେ କୋଟି କୋଟି ଟଙ୍କ କମାଇବା ପାଇଁ ଆମ ଭଗବାନଙ୍କ ସମ୍ମାନ ତଳେ ପକାଅ…

ରିଚାଙ୍କ ବଡ଼ ଖୁଲାସା; ବାହାର କଳାକାର ହୋଇଥିବାରୁ ଶେଷ ମୁହୂର୍ତ୍ତରେ ଆମକୁ ରିପ୍ଲେସ୍‌ କରାଯାଇଥାଏ

ନୂଆଦିଲ୍ଲୀ: ଆଜିକାଲି ତାଙ୍କ ନୂଆ ଚଳଚ୍ଚିତ୍ର 'ମ୍ୟାଡାମ୍ ଚିଫ୍‌ ମିନିଷ୍ଟର୍‌' ପାଇଁ ବଲିଉଡ ଅଭିନେତ୍ରୀ ରିଚା ଚଢା ଚର୍ଚ୍ଚାରେ ରହିଆସିଛନ୍ତି। ଏହା ହେଉଛି ତାଙ୍କର ରାଜନ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର। ଏହି ସମୟ ମଧ୍ୟରେ ବଲିଉଡରେ ସେ ଭିତର ଓ ବାହାର କଳାକାରଙ୍କ ବିଷୟରେ ଅନେକ କଥା…

ବ୍ୟାଚ୍‌ଲର୍‌ ପାର୍ଟିକୁ ଯିବା ବେଳ‌େ କାର୍‌ ଦୁର୍ଘଟଣାର ଶିକାର ହେଲେ ବରୁଣ

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତା ବରୁଣ ଧାୱନ ନତାଶାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିବେ। ସମସ୍ତ ବିବାହ ସମାରୋହ ଆରମ୍ଭ ହୋଇସାରିଛି। ଏଭଳି ପରିସ୍ଥିତିରେ ବରୁଣ ଧାୱନ ଏବଂ ନତାଶା ଦଲାଲଙ୍କ ବିବାହ ସମାରୋହର ଚିତ୍ର ମଧ୍ୟ ସୋସିଆଲ ମିଡିଆରେ…

ଆସନ୍ତା ୨୫ରୁ ପ୍ରସାରିତ ହେବ ମେଗା ଧାରାବାହିକ ‘କେମିତି କହିବ କହ’

ଭୁବନେଶ୍ୱର: ଅକ୍ଷୟ ପରିଜା ପ୍ରଡକ୍ସନର ନୂଆ ମେଗା ଧାରାବାହିକ 'କେମିତି କହିବି କହ' ଆସନ୍ତା ୨୫ ତାରିଖରୁ ପ୍ରସାରିତ ହେବ । ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଥିବା ଏହି ମେଗା ଧାରାବାହିକରେ ପ୍ରମୁଖ ଭୂମିକାରେ ଅଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ନାୟିକା…

ଭୋଜପୁରୀ ଫିଲ୍ମରେ ଅଭିନୟ କରିବେ ସପନା ଚୌଧୁରୀ

ଚଣ୍ଡୀଗଡ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ ଖୁବ୍ ଶୀଘ୍ର ଭୋଜପୁରୀର ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ମେଗା ବଜଟେ ଫିଲ୍ମରେ ଭୋଜପୁରୀ ଫିଲ୍ମର ସୁପରଷ୍ଟାର ଦୀନେଶ ଲାଲ ଯାଦବ ନିରହୁଆଙ୍କ ସହ ସେ ଅଭିନୟ କରିବେ । ନିଜ ଡ୍ୟାନ୍ସ ବଳରେ ସପନା ଏକ ସ୍ୱତନ୍ତ୍ର ପରିଚୟ…

ଏହି ଦିନ ରିଲିଜ ହେବ ଫିଲ୍ମ ‘ବଚ୍ଚନ ପାଣ୍ଡେ’

ନୂଆଦିଲ୍ଲୀ: ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ଫିଲ୍ମ ବଚ୍ଚନ ପାଣ୍ଡେଙ୍କ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁଆରୀ ୨୬ ରେ ପ୍ରେକ୍ଷାଳୟକୁ ଆସିବ। ଟ୍ୱିଟରରେ ନିଜେ ଏକ କ୍ଲୋଜଅପ୍ ସେୟାର କରି ଅକ୍ଷୟ…

ବିବାହ ବାର୍ଷିକୀ ଅବସରରେ ନିଅ‌ାରା ଢଙ୍ଗରେ ରିଷି କପୁରଙ୍କୁ ମନେ ପକାଇଲେ ପତ୍ନୀ ନିତୁ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା  ରିଷି କପୁରଙ୍କ ମୃତ୍ୟୁ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଥିଲା। ଅଭିନେତାଙ୍କୁ ମନେ ପକାଇ ତାଙ୍କ ପରିବାର ଏବଂ ପ୍ରଶଂସକମାନେ କ୍ରମାଗତ ଭାବରେ ପୋଷ୍ଟ ସେୟାର କରୁଥିବା ଦେଖିବାକୁ ମିଳିଥିଲା। ଆଜି ରିଷି କପୁର ଏବଂ ନିତୁ ସିଂଙ୍କ…

ଆରପାରିରେ ଭଜନ ଗାୟକ ନରେନ୍ଦ୍ର ଚଂଚଲ

ଚଣ୍ଡୀଗଡ:ଭଜନ ସମ୍ରାଟ ନରେନ୍ଦ୍ର ଚଂଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଅନେକ ଲୋକପ୍ରିୟ ଭଜନ ସହ ହିନ୍ଦୀ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତରେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ଚାଲେ ବୁଲାୱା ଆୟ ହେ, ଓ ଜଙ୍ଗଲ କେ ରାଜା ମେରେ ମୈୟା କୋ…

ଯେପର୍ଯ୍ୟନ୍ତ ଗଣତନ୍ତ୍ର ଅଛି ସେ ପର୍ଯ୍ୟନ୍ତ ଲୋକମାନେ ଜବାବ୍‌ ଦେବା ଉଚିତ; ରିଚା ଚଢା

ମୁମ୍ବାଇ: ଗତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ 'ଶକିଲା' ପରେ ରିଚା ଚଢା ଏବେ 'ମ୍ୟାଡାମ୍ ଚିଫ୍‌ ମିନିଷ୍ଟର୍‌' କେନ୍ଦ୍ରୀୟ ଭୂମିକାରେ ନଜର ଆସିବେ। ଏହା ପରେ ତାଙ୍କୁ ୱେବ୍ ସିରିଜ୍ 'କ୍ୟାଣ୍ଡି'ରେ ଜଣେ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିବ। ଏହା ବ୍ୟତୀତ 'ଇନ୍ସାଇଡ୍ ବୟ ସିଜନ୍ ୩' ପାଇଁ…

ବିବାହ ପ୍ରସ୍ତୁତି ପାଇଁ ଆଲିବାଗ ପହଞ୍ଚିଲେ ନତାଶା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଏକ ବଡ଼ ଗୁଜବ ସୃଷ୍ଟି ହୋଇଛି। ଜାନୁଆରୀ ୨୪ ରେ ମୁମ୍ବାଇ ନିକଟ ଆଲିବାଗ ନିକଟ ମେନ୍‌ସନ୍‌ ହାଉସରେ ବରୁଣ ଏବଂ ନତାଶା ସାତ୍‌ ଫେରେ ନେବାକୁ ଯାଉଛନ୍ତି। ଉଭୟଙ୍କ ବିବାହ…