Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ ହେଲା ମ୍ୟୁଜିକ ଭିଡିଓ ‘ସ୍ଲୋ ମୋଶନ ଚାଲି’

ଭୁବନେଶ୍ୱର: ରିଲିଜ୍ ହୋଇଛି ମ୍ୟୁଜିକ୍ ଭିଡିଓ ‘ସ୍ଲୋ ମୋଶନ ଚାଲି’। ମିସ୍ ଇଣ୍ଡିଆ ଚାର୍ମିଂ ଟାଇଟଲ ବିଜୟିନୀ ପ୍ରିୟଙ୍କା ମହାପାତ୍ର ଏଥିରେ ଅଭିନୟ କରିଛନ୍ତି । ତାଙ୍କ ସହିତ ଅଭିନୟ କରିଛନ୍ତି ନରେଶ କୁମାର ବେହେରା, ଅରୁଣ କୁମାର ଜାନି, ରିତେଶ କୁମାର ସ୍ୱାଇଁ ଏବଂ ଅତିଥି ଭୂମିକାରେ…

ମିସ୍ ଆଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ସ୍ମୃତି ପଣ୍ଡା

ବ୍ରହ୍ମପୁର : ଜାତୀୟ ସ୍ତରର ପ୍ରତିଯୋଗିତା ମିସ୍ ଆଣ୍ଡ ମିସେସ୍ ଅପେରା ଗ୍ଲୋବାଲ ଇଣ୍ଡିଆ-୨୦୨୦- ୧ ସୁନ୍ଦରୀ ପ୍ରତିଯୋଗିତା ଫାଇନାଲରେ ବ୍ରହ୍ମପୁରର ସ୍ମୃତି ପଣ୍ଡା । କୋରନା ପାଇଁ ଅନ୍ ଲାଇନ୍ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଭାରତରୁ ୨୫ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି ।…

ଲଭ୍ ଜିହାଦ୍ ଆକ୍ଟ ସମର୍ଥନରେ କ’ଣ କହିଲେ କଙ୍ଗନା?

ନୂଆଦିଲ୍ଲୀ: କଙ୍ଗନା ରାନାୱତ ତାଙ୍କର ସ୍ପଷ୍ଟବାଦିତା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି। ସେ ତାଙ୍କ ଫିଲ୍ମର ସୁଟିଂକୁ ନେଇ ଭୋପାଳରେ ଅଛନ୍ତି। ସୁଟିଂ ଆରମ୍ଭ ହେବା ପୂର୍ବରୁ ମଧ୍ୟପ୍ରଦେଶର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର କଙ୍ଗନାଙ୍କୁ ସ୍ୱାଗତ କରିଥିଲେ। ଏଭଳି…

ରାକ୍ଷୀ ସାୱନ୍ତଙ୍କ ଶେଯ ସଜାଡିଲେ ସଲମାନ୍ !

ମୁମ୍ବାଇ: ସତରେ, ଟିଆର୍‌ପି ଚକ୍କରରେ ସଲମାନଙ୍କୁ କେତେ କ’ଣ କରିବାକୁ ପଡୁଛି । ଅଥଚ ଏଥିପାଇଁ ସେ କୋଟିକୋଟି ଟଙ୍କା ନେଉଛନ୍ତି । ବିଗ୍‌ବସ୍‌ର ରେଟିଂ ବଢାଇବା ପାଇଁ କେତେବେଳେ ବାଥରୁମ୍ ତ ପୁଣି କେତେବେଳେ ଶେଯ ବି ସଜାଡିବାକୁ ସେ ପଛାଉନାହାନ୍ତି । କିଛି ଏଭଳି ଡ୍ରାମା ନେଇ ପୁଣିଥରେ…

ବିଳମ୍ବରେ ଆରମ୍ଭ ହେବ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ!

ନୂଆଦିଲ୍ଲୀ: ଆଗାମୀ ସମୟରେ ବଲିଉଡ ଅଭିନେତା ସୈଫ୍‌ ଅଲି ଖାନ ବଡ଼ ବଡ଼ ପ୍ରୋଜେକ୍ଟ ହାତେଇଛନ୍ତି। ସେ କିଛି ସମୟ ପାଇଁ ଭୁତ୍‌ ପୋଲିସ୍ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଥିବାବେଳେ ବର୍ତ୍ତମାନ ସେ ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ' ଉପରେ କାମ ଆରମ୍ଭ କରିବେ। ଫିଲ୍ମ…

ରେକର୍ଡ ଭାଙ୍ଗିଲା କେଜିଏଫ-୨ ଟିଜର୍‌

ହାଇଦ୍ରାବାଦ: ୟଶ ଓ ସଂଜୟ ଦତ୍ତଙ୍କ ଆଗାମୀ ଫିଲ୍ମ କେଜିଏଫ-୨ । ଦର୍ଶକଙ୍କ ମନକୁ ଆନ୍ଦୋଳିତ କରିବା ପାଇଁ ବାସ୍ ଏହି ଫିଲ୍ମର ଟାଇଟଲ୍ ହିଁ ଯଥେଷ୍ଟ । ନିକଟରେ ଏହି ଫିଲ୍ମର ଟିଜର୍ ବେଶ ଧମାକାଦାର ଅନ୍ଦାଜରେ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଥିଲା । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଏହାର ଟିଜର୍ ଏକ…

କର୍କଟ ପୀଡିତାଙ୍କୁ ସହାୟତାର ହାତ ବଢାଇଲେ ସୋନୁ

ନୂଆଦିଲ୍ଲୀ: ପ୍ରତ୍ୟେକ ଅଭାବୀ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସୋନୁ। ପ୍ରତ୍ୟେକ ଗରିବ ମୁହଁରେ ହସ ଆଣିବା ପାଇଁ ସେ ଏବେ ମଧ୍ୟ କାର୍ଯ୍ୟ ଜାରି ରଖିଛନ୍ତି। ପୁଣି ଥରେ ସୋନୁଙ୍କ ଯୋଗୁ ଗୋଟିଏ ପରିବାରର ସୁଖ ଭରିଯାଇଛି। ସୋସିଆଲ ମିଡିଆରେ ସେହି ଦୁଃଖୀ ଅଭାବୀ ପରିବାରର ଟ୍ୱିଟ୍‌…

ଚର୍ଚ୍ଚାରେ ବିଗ୍‌ ବିଙ୍କ ୩୮ ବର୍ଷ ପୁରୁଣା ସ୍ମୃତି

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ୩୮ ବର୍ଷ ପୂର୍ବେ ସବୁଠାରୁ ବଡ ଦୁର୍ଘଟଣା ଘଟିଥିଲା। ତାଙ୍କ ଫିଲ୍ମ କୁଲିର ସୁଟିଂ ସମୟରେ ସେ ଗୁରୁତର ଆହତ ହୋଇଥିଲେ। ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରିଥିଲେ। ତେବେ ଏହି ଘଟଣାକୁ ମନେ ପକାଇ ଅମିତାଭ ବଚ୍ଚନ ସୋସିଆଲ…

ଏକମାତ୍ର ଭାରତୀୟ ଭାବେ ନେହା ଜିତିଲେ ଏହି ନିଆରା ପୁରସ୍କାର !

ମୁମ୍ବାଇ: ଅନଷ୍ଟପେବଲ୍ ନେହା କକ୍କର । ଉଭୟ ପର୍ସନାଲ ଓ ପ୍ରଫୋସ୍ନାଲ ଲାଇଫରେ ଏହି ସିଙ୍ଗରଙ୍କ ରାଜୁତି କିଛି କମ୍ ନାହିଁ । ସଙ୍ଗୀତ ଦୁନିଆରେ ଏକ ଖାସ ପରିଚୟ ହାସଲ କରିବା ସହ ନିକଟରେ ରୋହନପ୍ରୀତଙ୍କୁ ବିବାହ କରି ସେ ପ୍ରେମରେ ବି ବିଜୟ ହାସଲ କରିଥଲେ । ତେବେ ପୁଣିଥରେ ଏକ ନିଆରା ପୁରସ୍କାର…

ହାପି ବାର୍ଥ ଡେ ଫରାହ ଖାନ୍‌

ନୂଆଦିଲ୍ଲୀ: ବଲିଉଡ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ଫରାହ ଖାନ ଆଜି ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଫରାହ ଖାନ ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଗୀତରେ କୋରିଓଗ୍ରାଫି କରିଛନ୍ତି। କିନ୍ତୁ ଫରାହଙ୍କ ବଲିଉଡ ଯାତ୍ରା ଏତେ ସହଜ ନଥିଲା। ଏହି ମାଇଲଖୁଣ୍ଟ ହାସଲ କରିବାକୁ ତାଙ୍କୁ ବହୁତ ସଂଘର୍ଷ…