Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ କରୋନା ଟୀକା ନେଲେ ଶିଳ୍ପା

ମୁମ୍ବାଇ: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ଶିଳ୍ପା ଶିରୋଦକର ଦୁବାଇରେ କରୋନା ଟୀକା ନେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏହି ସୂଚନା ଦେବା ସହ ଫଟୋ ମଧ୍ୟ ଶେୟାର କରିଛନ୍ତି । ଯାହା କି ଭାଇରାଲ ହେବାରେ ଲାଗିଛି । ଫଟୋରେ ଶିଳ୍ପା ମାସ୍କ ପିନ୍ଧିଥିବା ବେଳେ ଟୀକା ନେବା ପରେ…

କପିଲ ଶର୍ମାଙ୍କୁ ସମନ୍ ଜାରି କଲା ମୁମ୍ବାଇ କ୍ରାଇମ୍ ବ୍ରାଂଚ

ମୁମ୍ବାଇ: କମେଡି କିଙ୍ଗ୍ କପିଲ ଓ କଣ୍ଟ୍ରୋଭର୍ସି । ଏହି ଦୁଇଟି ଶବ୍ଦ ଦର୍ଶକଙ୍କ ପାଇଁ କିଛି ନୂଆ ନୁହେଁ । ପୂର୍ବରୁ ରାତି ଅଧିଆ ଟୁଇଟ୍‌, କମେଡିଆନ୍ ସୁନୀଲ ଗ୍ରୋଭରଙ୍କ ସହ ଝଗଡା ଓ କମେଡି ନାଇଟ୍ସ ଭଳି ସୋର ପ୍ରାପ୍ୟ ପାଇଁ କପିଲ ବିବାଦରେ ଥିଲେ । ହେଲେ ଏବେ ଏକ ନୂଆ ବିବାଦ ପାଇଁ…

ଗୁରୁ ରନ୍ଧାୱାଙ୍କ ସହ କିଏ ଏହି ରହସ୍ୟମୟୀ ଯୁବତୀ ?

ମୁମ୍ବାଇ: ନିର୍ବନ୍ଧ କଲେ କି ପଂଜାବୀ ସିଙ୍ଗର ତଥା ଅଭିନେତା ଗୁରୁ ରନ୍ଧାୱା ? କିଏ ଏହି ରହସ୍ୟମୟୀ ଯୁବତୀ ? ପଂଜାବୀ ସିଙ୍ଗର ଗୁରୁ ଏହି ଫଟୋଟିକୁ ସୋସିଆଲ ମିଡିଆରେ ସେୟାର କରିବା ପରେ କିଛି ଏପରି ପ୍ରଶ୍ନ ଇଣ୍ଟରନେଟରେ ଭାଇରାଲ୍ ହୋଇଛି । ଏପରିକି ଗୁରୁଙ୍କ ଫ୍ୟାନମାନେ ବି ଦ୍ୱନ୍ଦରେ…

ହସ୍ପିଟାଲ୍ ଛାଡିଲେ ଅଭିନେତା ରାହୁଲ ରୟ !

ମୁମ୍ବାଇ: ସେଲିବ୍ରିଟି ଓ ହସ୍ପିଟାଲ । ବୋଧ ହୁଏ ଏହି ଦୁଇଟି ଶବ୍ଦର ନିବିଡତା ଗତବର୍ଷଠାରୁ ସାମାନ୍ୟ ଅଧିକ ରହିଛି । ଏହି କାରଣରୁ ଅନେକ ସେଲିବ୍ରିଟି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଧାରାରେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକରେ ଶିକାର ହୋଇ…

ସୋନୁ ସୁଦଙ୍କ ବିରୋଧରେ ଥାନାରେ ଏତଲା !

ମୁମ୍ବାଇ: କିଛି ଦିନ ଧରି ଚର୍ଚ୍ଚା ଚାଲିଛି । ଗୁଗଲ୍‌ରେ ରିୟଲ୍ ହିରୋ ଲେଖି ସର୍ଚ୍ଚ କରିବା ମାତ୍ରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାଁ ସାମ୍ନାକୁ ଆସୁଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସୋନୁ ସୁଦଙ୍କ ସହାୟତାକୁ ନେଇ ଅନେକ ଉଦାହରଣ ସାମ୍ନାକୁ ଆସିଛି । କେଉଁଠି ମନ୍ଦିର…

ପରଦାକୁ ଫେରୁଛନ୍ତି ଜିନତ୍ ଅମାନ୍

ମୁମ୍ବାଇ: ଅଭିନେତ୍ରୀ ଜିନତ୍ ଅମାନ୍ । ଦିନ ଥିଲା ଏହି ଅଭିନେତ୍ରୀ ବଲିଉଡରେ ସାଜିଥିଲେ ବୋଲ୍ଡ କ୍ୱିନ୍ । ହେଲେ ବୟସ ବଢିବା ସହ ଅଭିନୟ ଜଗତରେ ସେ ଏତେଟା ସକ୍ରିୟ ନୁହଁନ୍ତି । କାଁ ଭାଁ ଚଳଚ୍ଚିତ୍ର ଜରିଆରେ ସେ ଆଜି ବି ନିଜ ପରିଚୟ ବଂଚାଇ ରଖିଛନ୍ତି । ଶୁଣିବାକୁ ମିଳିଛି ଏକ ଫିଲ୍ମ ପାଇଁ ସେ…

ଏସଆରଏଫ୍‌ଏ କାନସ୍ ଚଳଚ୍ଚିତ୍ର ଉତ୍ସବରେ ‘ସିଲଭର ଗାନ୍ଧୀ’ ପୁରସ୍କୃତ

ଭୁବନେଶ୍ୱର: ଏସଆରଏଫ୍‌ଏ କାନସ୍ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ ଫିଲ୍ମ 'ସିଲଭର ଗାନ୍ଧୀ' ପୁରସ୍କୃତ ହୋଇଛି । ଏହି ଫିଲ୍ମଟି ସାଇରାମ ଗାନ୍ଧୀ ନାଁରେ ପରିଚିତ ଲୋକପ୍ରିୟ କଳାକାର ମୋହନ ମହାପାତ୍ରଙ୍କ ଉପରେ ଆଧାରିତ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ସ୍ୱଚ୍ଛ…

‘ମ୍ୟାଡାମ ଚିଫ୍‌ ମିନିଷ୍ଟର’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: ରିଚା ଚଡାଙ୍କ ଅଭିନୀତ ଫିଲ୍ମ 'ମ୍ୟାଡାମ ଚିଫ୍‌ ମିନିଷ୍ଟର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଇସାରିଲାଣି। ଏହାର ଟ୍ରେଲର ବୁଧବାର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ରିଚା ଜଣେ ମୁଖ୍ୟ ରାଜନେତା ଭୂମିକାରେ ଅଭିନୟ କରିଛନ୍ତି। 'ମ୍ୟାଡାମ ଚିଫ୍‌ ମିନିଷ୍ଟର'ର…

ଚର୍ଚ୍ଚାରେ ଶାହାରୁଖ୍‌ଙ୍କ ଥ୍ରୋବ୍ୟାକ୍‌ ଫଟୋ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ବ୍ୟତୀତ ବଲିଉଡର କିଙ୍ଗଖ ଖାନ୍‌ ଅଭିନେତା ଶାହରୁଖ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଶାହାରୁଖ ଖାନ ମଧ୍ୟ ଦୁବାଇର କିଛି ଫଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ସେୟାର କରି ଚାଲିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ…

ଜ୍ୟାକି ଶ୍ରଫ୍‌ଙ୍କ ସାନ ଭଉଣୀ ହେବେ ଦିଶା!

ନୂଆଦିଲ୍ଲୀ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରାଧେରେ ଦିଶା ପଟାନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଦିଶାଙ୍କ ଚରିତ୍ର ପ୍ରକାଶ ପାଇଛି ଏବଂ ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରରେ ଦିଶା ପ୍ରଥମ ଥର ପାଇଁ ଜ୍ୟାକି ଶ୍ରଫଙ୍କ ସହ ସ୍କ୍ରିନ୍ ସେୟାର କରିବାର ସୁଯୋଗ ପାଇବେ।…