Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁନମ ଡିଲିଟ କଲେ ଇନଷ୍ଟାଗ୍ରାମ ଆକାଂଉଟ !

ମୁମ୍ବାଇ: ଗ୍ଲାମରକୁ ବ୍ୟବସାୟରେ ବ୍ୟବହାର କରି ଚର୍ଚ୍ଚାରେ ରହୁଥିବା ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ନୂଆ ବର୍ଷ ପୂର୍ବରୁ ଏକ ଅଜବ ନିଷ୍ପତି ନେଇଛନ୍ତି । ପୁନମ ତାଙ୍କର ଇନଷ୍ଟାଗ୍ରାମ ଆଂକାଉଟ ଡିଲିଟ କରି ଦେଇଛନ୍ତି । ଯାହା କି ପ୍ରଶଂସକମାନଙ୍କୁ ନିରାଶ କରିଛି । ପୁନମ ଏ ନେଇ କୌଣସି…

ସୁରଜ ବଡଜାତ୍ୟାଙ୍କ ସହ ମିଶି ଫିଲ୍ମର ଷ୍ଟୋରି ଲେଖୁଛନ୍ତି ସଲମାନ !

ମୁମ୍ବାଇ: ସଲମାନ ଖାଁ ଓ ସୁରଜ ବଡଜାତ୍ୟାଙ୍କ ଯୋଡି ସବୁବେଳେ ସଫଳ ଫିଲ୍ମ ଦେଇ ଆସିଛି । ରିପୋର୍ଟ ମୁତାବକ ସଲମାନଙ୍କୁ ନେଇ ସୁରଜ ଖୁବ୍ ଶୀଘ୍ର ଏକ ରୋମାଂଟିକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ସବୁଠାରୁ ମଜା କଥା ସୁରଜଙ୍କ ସହ ମିଶି ସଲମାନ ଏହାର ଷ୍ଟୋରି ଲେଖୁଛନ୍ତି । ୨୦୨୨ ଏହି ଫିଲ୍ମ…

ଆସନ୍ତୁ ଜାଣିବା ୨୦୨୧ରେ କେଉଁ ନୂତନ ଅନସ୍କ୍ରିନ ଯୋଡି ଚହଳ ସୃଷ୍ଟି କରିବେ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ୨୦୨୦ରେ ସିନେମା ହଲ ନୀରବ ହୋଇ ଯାଇଥିଲା । ଏବେ ସ୍ଥିତି ଧିରେ ଧିରେ ସାଧାରଣ ହେବା ସହ ଫିଲ୍ମ ଶୁଟିଂ ଆରମ୍ଭ ହୋଇଯାଇଛି । ୨୦୨୧ ବଲିଉଡରେ କେତେକ ନୂତନ ଅନସ୍କ୍ରିନ ଯୋଡି ଦେଖିବାକୁ ମିଳିବ । ଅବଶ୍ୟ ଏହା ଦର୍ଶକଙ୍କୁ ପସନ୍ଦ ହେବ କି ନାହିଁ ତାହା ସମୟ କହିବ ।…

ଖ୍ରୀଷ୍ଟମାସକୁ ନେଇ ଚର୍ଚ୍ଚାରେ ସଲମାନଙ୍କ ନିଆରା ସନ୍ଦେଶ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ । ଖ୍ରୀଷ୍ଟମାସ ଅବସରରେ ବେଶ ନିଆରା ଅନ୍ଦାଜରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠି ସଲିବ୍ରିଟିମାନେ ନିଜ ସେଲିବ୍ରେସନର ଭିଡିଓ ସେୟାର କରିଛନ୍ତି, ସେଠି ସଲମାନ କିନ୍ତୁ ସବୁ ଧର୍ମକୁ ନେଇ ଏକ ପ୍ରେମଭରା ସନ୍ଦେଶ ଦେଇଛନ୍ତି । ଭିଡିଓରେ…

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ହାଇଦ୍ରାବାଦ: ଫିଲ୍ମ ଅନ୍ନାଥେର ୮ ଜଣ କ୍ରିଉ ମେମ୍ବର କରୋନାରେ ସଂକ୍ରମିତ ହେବା ପରେ ହାଇଦ୍ରାବାଦ ଫେରିଥିଲେ ସୁପରଷ୍ଟାର ରଜନକାନ୍ତ । ହେଲେ ଆଜି ସକାଳୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରକ୍ତଚାପରେ ଅନିୟମିତତା ଯୋଗୁଁ ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

ବିମାନ ଉଡାଣ ବାତିଲ ଯୋଗୁ ଭଣ୍ଡୁର ହେଲା ଜ୍ୟାକଲିନ୍‌ଙ୍କ ଖ୍ରାଷ୍ଟମାସ ପ୍ଲାନ୍‌

ନୂଆଦିଲ୍ଲୀ: ଏହି ଖ୍ରୀଷ୍ଟମାସ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ପାଇଁ ବହୁତ ବ୍ୟସ୍ତ ହେବାକୁ ଯାଉଛି। ଜ୍ୟାକଲିନ୍ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଭୁତ୍‌ ପୋଲିସ୍' ଏବଂ 'ସର୍କସ୍' ପାଇଁ ବ୍ୟାକ୍ ଟୁ ବ୍ୟାକ୍ ସୁଟିଂ କରୁଛନ୍ତି। ପ୍ରତିବର୍ଷ ଜ୍ୟାକଲିନ୍ ଏହି ଅବସରରେ…

ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବ ମାସ’ର ମହୁରତ

ଭୁବନେଶ୍ବର : ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବମାସ’ର ମହୁରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଦ୍ୱି-ଭାଷୀ ଚଳଚ୍ଚିତ୍ରର ନାୟକ ଭୂମିକାରେ ଉଦୟନ ଅପରାଜିତ(ୟୁଡି) ଅଭିନୟ କରୁଛନ୍ତି । ଉଭୟ ଓଡିଆ ଏବଂ କନ୍ନଡ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିବା…

ସତ୍ୟମେବ ଜୟତେ୨ ଶୁଟିଂ ଅବସରରେ ଜନ ଆବ୍ରାହମ ଆହତ

ମୁମ୍ବାଇ: ବଲିଉଡ ଅଭିନେତା ଜନ ଆବ୍ରାହାମ ସତ୍ୟମେବ ଜୟତେ୨ ଫିଲ୍ମ ଶୁଟିଂ ଅବସରରେ ଆହତ ହୋଇଛନ୍ତି । ବନାରସରେ ଏହି ଫିଲ୍ମର ଶୁଟିଂ ଚାଲିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ପ୍ରାଥମିକ ଉପଚାର ପରେ ତାଙ୍କୁ ପଠାଇ ଦିଆଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଜନଙ୍କୁ…

ପଙ୍କଜଙ୍କ ଫିଲ୍ମ ପ୍ରମୋଶନରେ ମାତିଛନ୍ତି ସଲମାନ୍‌

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ପଙ୍କଜ ତ୍ରିପାଠୀ । ପଙ୍କରୁ ପଦ୍ମ ଫିଟିଲା ଭଳି ଏହି ଅଭିନେତା ନିଜ ପ୍ରଥମ ସୁଯୋଗର ବେଶ ଭଲ ଭାବେ ସଦୁପଯୋଗ କରିଥିଲେ । ଖୁବଶୀଘ୍ର ଏହି ଅଭିନେତାଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟାଇଟଲ୍ କାଗଜ ଥିଲାବେଳେ ପଙ୍କଜଙ୍କୁ ପ୍ରମୋଶନ କରିଛନ୍ତି…

ଖୁବଶୀଘ୍ର ରିଲିଜ ହେବ ଫିଲ୍ମ “12 ‘o’ clock”

ମୁମ୍ବାଇ: ହରର୍ ଫିଲ୍ମ ନିର୍ମାଣ କରିବାରେ ବେଶ ମାହିର ରାମ ଗୋପାଳ ବର୍ମା । ରାତ, ଭୂତ ଓ ବାସ୍ତୁ ଶାସ୍ତ୍ର ଭଳି ଫିଲ୍ମ ଜରିଆରେ ସେ ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲେ । ଏହି ଧାରାକୁ ବଜାୟ ରଖିବା ପାଇଁ ସେ ଖୁବଶୀଘ୍ର ଫିଲ୍ମ "12 'o' clock"- ଅନ୍ଦର କା ଭୂତ ରିଲିଜ୍ କରିବାକୁ ଯାଉଛନ୍ତି…