Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେବେ ରିଲିଜ୍ ହେବ କାଜୋଲଙ୍କ ତ୍ରିଭଙ୍ଗା ?

ମୁମ୍ବାଇ: ଡିଜିଟାଲ୍ ପ୍ଲାଟଫର୍ମରେ ଡେବ୍ୟୁ କରିବେ ଅଭିନେତ୍ରୀ କାଜୋଲ । ଏହି ଖବର କିଛି ନୂଆ ନୁହେଁ । ହେଲେ କେବେ ଓ କେଉଁଠି ରିଲିଜ୍ ହେବ କାଜୋଲଙ୍କ ଡିଜିଟାଲ୍ ସିରିଜ୍‌ ? ଏ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଥିଲାବେଳେ ଶେଷରେ ସାମ୍ନାକୁ ଆସିଛି ନୂଆ ଖବର । ନେଟଫ୍ଲିକ୍ସରେ ରିଲିଜ୍…

ବଲିଉଡ ଡେବ୍ୟୁରେ ଆଲିୟାଙ୍କ ସହ ରୋମାନ୍ସ କରିବେ ପାର୍ଥ ସମଥାନ୍

ମୁମ୍ବାଇ: ବେଶ କିଛି ମାସ ଧରି ଶୁଣିବାକୁ ମିଳିଥିଲା, ଟିଭି ଷ୍ଟାର ପାର୍ଥ ସମଥାନ୍ ବଲିଉଡରେ ଡେବ୍ୟୁ କରିବେ । ଆଉ ତା ପୁଣି ଏକ ବଡ ବ୍ୟାନର ତଳେ । ସିରିଜ କସୌଟି ଜିନ୍ଦଗୀ କେ ଭଳି ପପୁଲାର ସିରିଜରେ ନାଁ କରିଥିବା ପାର୍ଥ ଖୋଦ ନିଜେ ଏକ ବଲିଉଡ ଫିଲ୍ମ ସାଇନ୍ କରିଥିବା ପ୍ରକାଶ କରିଥିଲେ ।…

ଇଂଲଣ୍ଡରୁ ଆସି ପାରୁ ନାହାନ୍ତି ପ୍ରିୟଙ୍କା, ଅଫତାବ

ମୁମ୍ବାଇ: କରୋନା ଭାଇରସ ନୂତନ ଷ୍ଟ୍ରେନ ଇଂଲଣ୍ଡରେ ତାର କରାଳ ରୂପ ଦେଖାଉଛି । ଏହାକୁ ଦେଖି ସ୍ଥାନୀୟ ସରକାର କେତେକ କଡା ପଦକ୍ଷେପ ନେଇଛି । ଏଥିଯୋଗୁ ବଲିଉଡର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ଅଭିନେତା ଅଫତାବ ଶିବଦାସନୀ ଇଂଲଣ୍ଡରେ ଫସି ଯାଇଛନ୍ତି । ସେମାନେ ଯେଉଁ ଯେଉଁ ପ୍ରୋଜେକ୍ଟରେ କାମ…

କିଏ ଅଟକାଇଲା ରଜନୀକାନ୍ତଙ୍କ ଫିଲ୍ମର ସୁଟିଂ ?

ହାଇଦ୍ରାବାଦ: କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଚଳଚ୍ଚିତ୍ର ଜଗତ । ହେଲେ ଧିରେଧିରେ ସକ୍ରିୟ ହେବାରେ ଲାଗିଛି ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳାପ । ନିକଟରେ ଏହି ଧାରାରେ ସାମିଲ ହୋଇଥିଲେ ସୁପରଷ୍ଟାର ରଜନୀକାନ୍ତ । ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଫିଲ୍ମ…

ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହେବେ ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା

ମୁମ୍ବାଇ: ବଲିଉଡର ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ଓ ସୁଧୀର ମିଶ୍ର । ଦୁହେଁ ନିଜନିଜ କ୍ୟାରିଅରରେ କେତେ ସଫଳ, ତାହାର ପ୍ରମାଣ ବୋଧ ହୁଏ ଆବଶ୍ୟକ ନାହିଁ । ଶୁଣିବାକୁ ମିଳିଛି କିଛି ହଟ୍‌କେ କରିବାକୁ ଯାଇ ଦୁହେଁ କୁଆଡେ ଏକାଠି ହେବାକୁ ଯାଉଛନ୍ତି । ମିଳିଥିବା ରିପୋର୍ଟ…

ବିବାଦରେ ଗଙ୍ଗୁବାଇ କାଠିଆୱାଡି, ଆଲିୟା ଓ ଭଂସାଲୀଙ୍କ ବିରୋଧରେ ମାମଲା

ମୁମ୍ବାଇ: ପୁଣି ବିବାଦରେ ଫିଲ୍ମ ନିର୍ମାତା ସଂଜୟ ଲିଲା ଭଂସାଲୀ । ବଲିଉଡର ଏହି ପପୁଲାର ନିର୍ଦ୍ଦେଶକ ନିଜ ନୂଆ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ପାଇଁ ଚର୍ଚ୍ଚାରେ ରହିଛନ୍ତି । ଖବର ମିଳିଛି ଫିଲ୍ମର ନିର୍ମାଣକୁ ନେଇ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି । ହୁସୈନ୍ ଜୈଦୀଙ୍କ ବହି ମାଫିଆ କ୍ୱିନ୍ସ…

କଙ୍ଗନାଙ୍କ ଇଚ୍ଛା ନୂଆବର୍ଷରେ ପୁରୀ ଆସିବେ, ଜଗାକୁ ଦର୍ଶନ କରିବେ

ମୁମ୍ବାଇ: ୯ ମାସ ପରେ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଜଗା ଦୁଆର । ମହାବାହୁଙ୍କୁ ପୁଣି ଥରେ ରତ୍ନ ସିଂହାସନରେ ଚର୍ମଚକ୍ଷୁରେ ଦେଖିଛନ୍ତି ଭକ୍ତ । ଏହି ଅବସରରେ ଆଜି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଟ୍ୱିଟ୍ କରିଛନ୍ତି । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି…

ଫିଲ୍ମ ‘ମିଶନ୍ ମଞ୍ଜୁ’ର ଫାଷ୍ଟ୍‌ ଲୁକ୍‌ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ବର୍ତ୍ତମାନ ଗୁପ୍ତଚର ଏଜେଣ୍ଟ ଭୂମିକାରେ ବଡ ପରଦାରେ ନଜର ଆସିବେ। 'ମିଶନ୍ ମଞ୍ଜୁ' ନାମକ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ସିଦ୍ଧାର୍ଥ ଏହାକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି କରିଛନ୍ତି। ପ୍ରଥମ ଲୁକ୍…

ମଧୁର ଭଣ୍ଡାରକର୍ ଆଣୁଛନ୍ତି ଇଣ୍ଡିଆ ଲକଡାଉନ୍ !

ମୁମ୍ବାଇ: କରୋନା ମାହାମାରୀରେ ଧ୍ୱସ୍ତ ହୋଇଥିଲା ବଲିଉଡ ଇଣ୍ଡଷ୍ଟ୍ରୀ । ଅନେକ ଖବର କାଗଜ ଓ ଟିଭି ଚ୍ୟାନେଲର ନ୍ୟୁଜ ଅନୁଯାୟୀ ପ୍ରାୟ ୮ହଜାର କୋଟିର କ୍ଷତି ସହିଥିଲା ବଲିଉଡ । ହେଲେ ଏବେ ପୁଣିଥରେ ବଲିଉଡ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରିଛି । ଅନେକ ନୂଆନୂଆ ଫିଲ୍ମ ସାମ୍ନାକୁ…

ପ୍ରଥମ ଭାରତୀୟ କଳାକାର ଭାବ‌େ ଆମେରିକାରେ ଧର୍ମେନ୍ଦ୍ରଙ୍କୁ ମିଳିଲା ଏହି ସମ୍ମାନ

ନୂଆଦିଲ୍ଲୀ: ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କୁ ନ୍ୟୁ ଜର୍ସି ରାଜ୍ୟ ସାଧାରଣ ସଭା ଏବଂ ସିନେଟ ଅଫ୍ ଆମେରିକାର ମିଳିତ ସଂକଳ୍ପ ପାରିତ କରି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ହିନ୍ଦୀ ସିନେମାରେ ଧର୍ମେନ୍ଦ୍ରଙ୍କ ଅମୂଲ୍ୟ ଅବଦାନକୁ ଦୃଷ୍ଟିରେ ରଖି…