Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏବେ ବାହା ହେବାକୁ ପ୍ରସ୍ତୁତ ନାହାନ୍ତି ଆଲିଆ

ନୂଆଦିଲ୍ଲୀ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ବଲିଉଡର ସବୁଠାରୁ କ୍ୟୁଟ୍‌ ଦମ୍ପତି ଭାବେ ବିବେଚନା କରାଯାଏ। ସେମାନଙ୍କ ବିବାହ ବିଷୟରେ ଗୁଜବ ଦୀର୍ଘ ଦିନ ଧରି ଚାଲିଆସୁଛି ଏବଂ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ୨୦୨୦ ପ୍ରାରମ୍ଭରେ, ଖବର ଆସିଥିଲା…

ଆସନ୍ତୁ ଜାଣିବା ସଲମାନଙ୍କୁ ପ୍ରଥମେ ଦେଖି କାହିଁକି ହସିଥିଲେ କଟ୍ରିନା କୈଫ

ମୁମ୍ବାଇ: ବଲିଉଡର ଗ୍ଲାମରସ ଗାର୍ଲ କଟ୍ରିନା କୈଫ ମଙ୍ଗଳବାର ତାଙ୍କର ଏକ ପୂରଣା ସ୍ମୃତି ଶେୟାର କରିଛନ୍ତି । ସଲମାନ ଖାଁଙ୍କୁ ପ୍ରଥମ ଥର ଦେଖିଲା ଭଳି କାହିଁକି ହସି ହସି ଗଡି ଯାଇଥିଲେ ତାହା ଉଲ୍ଲେଖ କରିଛନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଭଉଣୀ ଅଲବୀରା ଖାଁ ତାଙ୍କୁ ନିମନ୍ତ୍ରଣ…

ଅଭିନେତ୍ରୀ ରାକୁଲ ପ୍ରୀତ୍‌ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ସମଗ୍ର ବିଶ୍ବରେ ଦ୍ରୁତ ଗତିରେ ବ୍ୟାପିଚାଲିଥିବା ବେଳେ ଏବେ ପୁଣି ଜଣେ କଳାକାର କରୋନା କବଳରେ। ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ରାକୁଲ ହାଇଦ୍ରାବାଦରେ ଅଜୟ ଦେବଗନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଆଗାମୀ…

ବିବାହର ୧୦ ବର୍ଷ ପରେ ବାପା ହେବେ ଅଭିନେତା ମୋହିତ

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା ମୋହିତ ମଲିକ ଏବଂ ଅଦିତି ମଲିକ ଆସନ୍ତା ବର୍ଷ ପିତାମାତା ହେବାକୁ ଯାଉଛନ୍ତି। ଛୋଟ ପରଦାରେ ଥିବା ସେଲିବ୍ରିଟିମାନେ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ମୋହିତ ଅଦିତିଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ…

ସୁରେଶ ରାଇନା, ଗୁରୁ ରାନ୍ଧୱାଙ୍କ ସମେତ ୩୪ ଜଣଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ମୁମ୍ବାଇରେ କୋଭିଡ -୧୯ କଟକଣାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି, ଏହାର ଉଲ୍ଲଂଘନ କରିଥିବାରୁ ମୁମ୍ବାଇ ପୋଲିସ ଏକ ନାଇଟ୍ କ୍ଲବ ଉପରେ ଆକ୍ରମଣ କରି ୩୪ ଜଣଙ୍କୁ ଗିରଫ କରିଛି। ଏଥିମଧ୍ୟରେ ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜାନ ଖାନ…

ଭାରତର ଗୌରବମୟ ଗାଥାକୁ ନେଇ ଆସିବ କରଣଙ୍କ ନୂଆ ‘ଏପିକ୍‌ ସିରିଜ୍’‌

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ଦେଶ ଏହାର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ୭୫ ବର୍ଷରେ ପ୍ରବେଶ କରିବ ସ୍ୱାଧୀନ ଭାରତ। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ବିଷୟ। ଏଭଳି ପରିସ୍ଥିତିରେ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହି ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ…

ଚଳଚ୍ଚିତ୍ର ‘ ଦ ହ୍ୱାଇଟ୍‌ ଟାଇଗର’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ:  ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘ ଦ ହ୍ୱାଇଟ ଟାଇଗର’ର ଟ୍ରେଲର ରିଲିଜ ହୋଇଛି। ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରଟି ଅରବିନ୍ଦ ଅଡିଗାଙ୍କ 'ଦ ହ୍ୱାଇଟ ଟାଇଗର' ର ଶୀର୍ଷକ ୨୦୦୮ର ଉପନ୍ୟାସ ଉପରେ ଆଧାରିତ।…

ଡାକ୍ତର ହେବାକୁ ଉତ୍ସାହିତ ଅଭିନେତା ଆୟୁଷ୍ମାନ

ନୂଆଦିଲ୍ଲୀ: ନିଖୁଣ ଅଭିନୟ ପାଇଁ ଚଳଚ୍ଚିତ୍ର ଜଗତରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଭିନ୍ନ ଲୋକପ୍ରିୟତା ରହିଛି। ପ୍ରତିଟି ଗମ୍ଭୀର ଚରିତ୍ର ହେଉ ଅବା କମେଡି ସବୁଥିରେ ସେ ନିଜକୁ ଚମତ୍କାର ଭାବେ ଢଳେଇ ପାରନ୍ତି। ତେବେ ଖୁବ୍ ଶୀଘ୍ର ସେ ଜଣେ ଡାକ୍ତର ଭୂମିକାରେ ବଡ଼ ପରଦାରେ ନଜର ଆସିବାକୁ…

ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ନୋଟିସ

ଭୁବନେଶ୍ୱର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବ, ତାଙ୍କ ବାପା, ମାଙ୍କୁ ରାଜ୍ୟ ମହିଳା କମିଶନ ନୋଟିସ ଜାରି କରିଛନ୍ତି । ଆସନ୍ତା ୨୯ ତାରିଖରେ କମିଶନରେ ହାଜର ହେବାରୁ ସମସ୍ତଙ୍କୁ ନୋଟିସ ହୋଇଛି । ଏହି ତିନି ଜଣ ମହିଳା କମିଶନଙ୍କ ନିକଟରେ ପହଞ୍ଚି ନିଜ ପକ୍ଷ…

ଚର୍ଚ୍ଚାରେ ସୁହାନାଙ୍କ ଡିଜ୍‌ନି ପୋଷ୍ଟ୍‌

ନୂଆଦିଲ୍ଲୀ: ଅନେକ ପିଲା ପିଲାଦିନରୁ ରାଜକୁମାର ଏବଂ ରାଜକୁମାରୀଙ୍କ କାହାଣୀ ଶୁଣି ନିଶ୍ଚିତ ବଡ଼ ହୋଇଥିବେ। ତେବେ ଏଥିରେ ଡିସ୍ନି ଏକ ବଡ଼ ଭୂମିକା ଗ୍ରହଣ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଭାରତରୁ କାହିଁକି କୌଣସି ଡିସ୍ନି ରାଜକୁମାରୀ…