Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସିଲା ଅନ୍ତିମ୍‌ – ଦି ଫାଇନାଲ ଟ୍ରୁଥ୍‌ର ଫାଷ୍ଟ୍‌ ଲୁକ୍‌

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ବର୍ତ୍ତମାନ ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅନ୍ତିମ୍‌ - ଦି ଫାଇନାଲ ଟ୍ରୁଥ୍‌ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହା ଏକ ଆକ୍ସନ୍ ଫିଲ୍ମ ଯେଉଁଥିରେ ଆୟୁଷଙ୍କ ଫାୟାର ବ୍ରାଣ୍ଡ ଲୁକ୍ ଦେଖିବାକୁ ମିଳିବ। ଏହି ଫିଲ୍ମରେ…

ଭାଇରାଲ୍‌ ହେଉଛି ଅକ୍ଷୟ କୁମାରଙ୍କ ଶାହ୍‌ଜାହାନ୍‌ ଅବତାର

ନୂଆଦିଲ୍ଲୀ: ଅକ୍ଷୟ କୁମାର ଏବଂ ସାରା ଅଲି ଖାନଙ୍କ ଆଗାମୀ ଫିଲ୍ମ 'ଅତ୍‌ରଙ୍ଗୀ ର‌େ'ର ସୁଟିଂ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରରେ ଧନୁଷ ମଧ୍ୟ ତାଙ୍କ ସହ ନଜର ଆସିବେ। ସମ୍ପ୍ରତି ସମସ୍ତ ଷ୍ଟାର୍‌କାଷ୍ଟ୍‌ ଦିଲ୍ଲୀ ଏନସିଆର ଅଞ୍ଚଳରେ ଅତ୍‌ରଙ୍ଗୀ ରେ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଏହି ସମୟ…

ଆକ୍ସନ ଅବତାର ପାଇଁ ପ୍ରସ୍ତୁତ ଅଭିନେତ୍ରୀ ସନି ଲିଓନି

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ପରେ ସନ୍ନି ଲିଓନ ବଲିଉଡରେ ଫେରିଛନ୍ତି। ସେ ବର୍ତ୍ତମାନ ଏମଏକ୍ସ ପ୍ଲେୟାର ୱେବ୍ ସିରିଜ୍ 'ଅନାମିକା' ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ସନ୍ନି ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି। ୱେବ୍ ସିରିଜ୍ ନିର୍ଦ୍ଦେଶନା ଦେଇଛନ୍ତି ବିକ୍ରମ ଭଟ୍ଟ।…

ଏନ୍‌ସିବି କାର୍ଯ୍ୟାଳୟ ପହଞ୍ଚିଲେ ଅର୍ଜୁନ ରାମପାଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ବଲିଉଡ ଡ୍ରଗ୍ସ ମାମଲାର ତଦନ୍ତ ପାଇଁ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ସୋମବାର (୨୧ ଡିସେମ୍ବର) ଦିନ ପ୍ରାୟ ୧୧.୩୦ ସମୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶୁକ୍ରବାର ଦିନ ଅର୍ଜୁନଙ୍କ ଦେଶ ଛାଡିବାର ଖବର ସୋସିଆଲ ମିଡିଆରେ…

ସାମ୍‌ନାକୁ ଆସିଲା ଫିଲ୍ମ ‘ଧମାକା’ରେ କାର୍ତ୍ତିକଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନ୍ ରାମ ମାଧବନୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଧମାକା'ର ସୁଟିଂ ଆରମ୍ଭ କରିଛନ୍ତି। କାର୍ତ୍ତିକଙ୍କୁ ଏହି ଫିଲ୍ମରେ ସାମ୍ବାଦିକ-ଆଙ୍କର୍ ଭାବରେ ଦେଖିବାକୁ ମିଳିବ। କାର୍ତ୍ତିକ ବର୍ତ୍ତମାନ ଫିଲ୍ମରେ ତାଙ୍କ ନୂଆ ଲୁକ୍‌ର ପରିଚୟ ଦେଇଛନ୍ତି ଏବଂ ତାଙ୍କ ଫଟୋ…

ମନୋରଞ୍ଜନର ଅନ୍ୟ ନାମ ଗୋବିନ୍ଦା: ଡ୍ୟାନସରରୁ କମେଡି କିଙ୍ଗ

ମୁମ୍ବାଇ: ବଳିଉଡର ଲୋକପ୍ରିୟ କଳାକାର ଗୋବିନ୍ଦାଙ୍କ ଆଜି (୨୧ ଡିସେମ୍ବର) ୫୭ ତମ ଜନ୍ମଦିବସ । ୮୦/୯୦ ଦଶକରେ ଭଲ ଡ୍ୟାନସର ଭାବେ ନାମ କମାଇଥିବା ଗୋବିନ୍ଦା ସମସ୍ତ ପ୍ରକାର ଅଭିନୟ କରି ଦକ୍ଷତା ପ୍ରତିପାଦିତ କରିଛନ୍ତି । ଗୋବିନ୍ଦାଙ୍କ ବାପା ଅରୁଣ ଆହୁଜା ଓ ମାଆ ନିର୍ମଳା ଦେବୀ ମଧ୍ୟ ଫିଲ୍ମରେ…

ଦ୍ୱିତୀୟ ଥର ପାଇଁ ପିତା ହେଲେ ଅଭିନେତା କରଣବୀର୍‌

ନୂଆଦିଲ୍ଲୀ: ଜଣାଶୁଣା ଟେଲିଭିଜନ୍‌ ଅଭିନେତା କରଣବୀର ବୋହ୍‌ରା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ଟିଜେ ସିଦ୍ଧୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କରଣ ଦ୍ୱିତୀୟ ଥର ପାଇଁ କନ୍ୟା ସନ୍ତାନର ପିତା ହୋଇଛନ୍ତି କରଣ। କରଣଙ୍କର ପୂର୍ବରୁ ଦୁଇଟି ଯାଆଁଳା ଝିଅ ଅଛନ୍ତି।…

ସରିଥିଲା ନିର୍ବନ୍ଧ, କେବେ ହେବ ବିବାହ ?

ନୂଆଦିଲ୍ଲୀ: ବିବାହ ପାଇଁ କ୍ରିକେଟର୍‌ଙ୍କ ପସନ୍ଦ ଟକେ ନିଆରା । କିଏ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ତ କିଏ ନିଜ ବାନ୍ଧବୀ ତ ଆଉ କିଏ ଘର ଲୋକଙ୍କ ପସନ୍ଦ ଉପରେ ବିଶ୍ୱାସ ଦେଖାଇଛନ୍ତି । ହେଲେ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଖବର ଅନେକଙ୍କୁ ଚମକାଇଦେଇଥିଲା । ଉଭୟ ୟୁଜବେନ୍ଦ୍ର ଓ ଦାନ୍ତ…

ଶୁଟିଂ ସେଟରେ ମିଥୁନ ଅସୁସ୍ଥ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ରବିବାର ହଠାତ ଖରାପ ହୋଇପଡିଥିଲା । କାଶ୍ମୀର ଫାଇଲ୍ସ ନାମକ ଏକ ୱେବ ଫିଲ୍ମ ସିରିଜର ଶୁଟିଂ ମସୁରୀରେ ଚାଲୁଥିବା ବେଳେ ମିଥୁନ ଅସୁସ୍ଥ ହୋଇ ପଡିଥିଲେ । ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ଶୁଟିଂକୁ ଅଧାରୁ…

ଦ କପିଲ ଶର୍ମା ସୋ’ରୁ ଛୁଟି ନେବେ କମେଡି କିଙ୍ଗ କପିଲ୍

ମୁମ୍ବାଇ: କମେଡି କିଙ୍ଗ କପିଲଙ୍କୁ କିଏ ବା ନଜାଣେ । କମେଡି ସହ କପିଲ ଅଭିନୟ ଦୁନିଆରେ ବି ପ୍ରବେଶ କରିଛନ୍ତି । ଅଭିନୟ ଦୁନିଆରେ ତାଙ୍କର କ୍ୟାରିୟର ଏତେଟା ସଫଳ ହୋଇନଥିଲେ ବି କମେଡି ଦୁନିଆରେ କିନ୍ତୁ ସେ ଆଜି ବି ବାଦଶାହ । ଶୁଣିବାକୁ ମିଳିଛି କପିଲ ନିଜ ସୋରୁ କିଛି ସମୟ ପାଇଁ ଛୁଟି ନେବେ…