Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅଭିନେତା ହରମନ ବାୱେଜା-ସାଶା ରାମଚନ୍ଦାନୀ

ମୁମ୍ବାଇ:ବଲିଉଡ ଅଭିନେତା ହରମନ ବାୱେଜା ଓ ହେଲ୍‌ଥ କୋଚ ସାଶା ରାମଚନ୍ଦାନୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ରବିବାର ସେମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ହରମନଙ୍କ ଭଉଣୀ ସୋସିଆଲ ସାଇଟରେ ଏହାର ଫଟୋ ଶେୟାର କରିବା ସହ ଆମ ପରିବାରକୁ ସ୍ୱାଗତ ବୋଲି ଲେଖିଛନ୍ତି ।…

ସରିଲା ‘କେଜିଏଫ୍‌-୨’ର ସୁଟିଂ, ଜାଣନ୍ତୁ ସଂଜୟ ଓ ୟଶଙ୍କ ହାଲଚାଲ୍

ହାଇଦ୍ରାବାଦ: ସରିଲା ବହୁଚର୍ଚ୍ଚିତ ତଥା ଅପେକ୍ଷିତ ଫିଲ୍ମ 'କେଜିଏଫ୍‌-୨'ର ସୁଟିଂ । ଘରକୁ ବାହୁଡିଲେ ଦୁଇ ସୁପରଷ୍ଟାର ସଂଜୟ ଦତ୍ତ ଓ ୟଶ । ନିର୍ଦ୍ଧାରିତ ସମୟ ଅନୁଯାୟୀ ଫିଲ୍ମର କ୍ଲାଇମ୍ୟାକ୍ସର ସୁଟିଂ ସରିଥିଲାବେଳେ ସଂଜୟ ଦତ୍ତ ବି ନିଜ ଭାଗର ସୁଟିଂ ସାରିଛନ୍ତି । ସୁଟିଂ ସାରି…

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତା ସୁଶାନ୍ତଙ୍କ ପିତା କେ.କେ ସିଂ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହୃଦଘାତ ହେତୁ ସୁଶାନ୍ତଙ୍କ ପିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିିଳିଛି। ପୂର୍ବ ଅପେକ୍ଷା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତଥାପି ତାଙ୍କ…

ୱେବ୍ ସିରିଜ ମୁହାଁ ହେଲେ ସାହିଦ କାପୁର !

ମୁମ୍ବାଇ: ଫିଲ୍ମ କବୀର ସିଂର ସଫଳତା ପରେ ସହିଦ କାପୁରଙ୍କ ଦବଦବା ବଲିଉଡରେ ଢେର ବଢିଛି । ସେଥିପାଇଁ ତାଙ୍କୁ ଗୋଟିଏ ପରେ ଗୋଟିଏ ଅଫର ଆସିବାରେ ଲାଗିଛି । ନିକଟରେ ସେ ଫିଲ୍ମ ଜର୍ସିର ସୁଟିଂ ସାରିଥିଲେ । ହେଲେ ଏବେ ସେ ୱେବ୍ ସିରିଜ ପ୍ରତି ମନ ବଳାଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ…

ଓଟିଟି ଫିଲ୍ମଫେୟାର ଆୱାର୍ଡ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ଫିଲ୍ମଫେୟାର ପ୍ରଥମ ଥର ପାଇଁ ଫ୍ଲାଇକ୍ସ ଫିଲ୍ମଫେୟାର OTT ପୁରସ୍କାର ଆରମ୍ଭ କରିଛି। ଏହି ପୁରସ୍କାରଗୁଡିକ OTT ପ୍ଲାଟଫର୍ମରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ୱେବ୍ ସିରିଜ୍, ଚଳଚ୍ଚିତ୍ର, ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଏବଂ ସ୍କ୍ରିପ୍ଟ ଲେଖା ସହିତ ବିଭିନ୍ନ ବର୍ଗରେ ପ୍ରଦାନ…

ପତିଙ୍କୁ ଆତଙ୍କବାଦୀ କହି ଅଡୁଆରେ ଅଭିନେତ୍ରୀ ଉର୍ମିଳା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକର ୨୦୧୬ ରେ ମୋହସିନ୍ ଅଖତର ମୀରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିଥିବାରୁ ଅନେକଥର ଉର୍ମିଳାଙ୍କୁ ଏଥିପାଇଁ ଟ୍ରୋଲ୍‌ ମଧ୍ୟ ହେବାକୁ ପଡ଼ିଛି। ଏହାସହିତ ତାଙ୍କ ସ୍ୱାମୀଙ୍କୁ…

ତୈମୁର୍‌ଙ୍କୁ ଜନ୍ମଦିନରେ କରୀନାଙ୍କ ଭାବପୂର୍ଣ୍ଣ ବାର୍ତ୍ତା; ‘ମମ୍‌ ଲଭ୍‌ସ ୟୁ ମଚ୍‌’

ମୁମ୍ବାଇ: ବି-ଟାଉନର ସବୁଠାରୁ ପ୍ରିୟ ଷ୍ଟାର୍‌ କିଡ୍‌ଙ୍କ ମଧ୍ୟରୁ ତୈମୁର ଅଲ୍ଲୀ ଖାନ ହେଉଛନ୍ତି ଅନ୍ୟତମ। ତୈମୁର୍‌ ଏହା ଭିତରେ ୪ ବର୍ଷର ହୋଇଗଲେଣି। ତୈମୁର୍‌ଙ୍କ ଜନ୍ମ ୨୦ ଡିସେମ୍ବର ୨୦୧୬। ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ମଙ୍ଗଳ…

ଆଇଏଫଏଫଆଇ ମହୋତ୍ସବରେ ପ୍ରଦର୍ଶିତ ହେବ ସୁଶାନ୍ତଙ୍କ ଛିଛୋରେ

ମୁମ୍ବାଇ: ୫୧ ତମ ଭାରତୀୟ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସୋବ (ଆଇଏଫଏଫଆଇ)ରେ ସୁଶାନ୍ତ ସିଂ ରାଜପୁତଙ୍କ ଛିଛୋରେ ଫିଲ୍ମ ପ୍ରଦର୍ଶିତ ହେବ । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଶନିବାର ଏ ନେଇ ଘୋଷଣା କରିଛନ୍ତି । ସାଣ୍ଡ କି ଆଁଖ, ଛିଛୋରେ ସମେତ ଭାରତୀୟ ପାନାରୋମାର ୨୩ ଫିଚର ଏବଂ…

ବଢିଲା କଙ୍ଗନା ରଣାୱତଙ୍କ ଅଡୁଆ: ଜାଭେଦ ଅଖତରଙ୍କ ମାନହାନୀ ମାମଲାର ହେବ ଯାଞ୍ଚ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଡୁଆ ବଢିଲା । ଗୀତିକାର ଜାଭେଦ ଅଖତରଙ୍କ ମାମଲାରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଜାଭେଦ ଅଖତର ଦ୍ବାରା ରୁଜୁ କରାଯାଇଥିବା ମାନହାନୀ ମକଦ୍ଦମା ମାମଲାର ଯାଞ୍ଚ କରିବ ପୋଲିସ । ୧୬ ଜାନୁଆରୀ ସୁଦ୍ଧା ରିପୋର୍ଟ…

ପ୍ଲାଷ୍ଟିକ ସର୍ଜରୀ ବେଳେ ପ୍ରତିଷ୍ଠିତ ମଡେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନିଜ ସୁନ୍ଦରତାକୁ ଆହୁରି ଅଧିକ ଆକର୍ଷଣ କରିବା ପାଇଁ ଏବେ ସମସ୍ତେ ପ୍ଲାଷ୍ଟିକ ସର୍ଜରୀ କରାଉଛନ୍ତି । ତେବେ ଏହା ବେଳେ ବେଳେ ଏତେ ଭୟଙ୍କର ହୋଇଯାଏ ତାହା କେହି କେବେ ଭାବି ନ ଥିଲେ । ରିପୋର୍ଟ ମୁତାବକ ମ୍ୟାକ୍ସିକୋ କିମ କାର୍ଦଶିୟାନ ଭାବେ ପରିଚିତ ମଡେଲ ଜ୍ୟାସଲିନ କ୍ୟାନୋ…