Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ‘ପାଇକ ବିଦ୍ରୋହ’କୁ ସ୍ୱତନ୍ତ୍ର ଜୁରି ପୁରସ୍କାର

ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପାଇଁ ଅନେକ ସମ୍ମାନ ଓ ସ୍ୱୀକୃତି ଆଣିଦେଇଥିବା ଅକ୍ଷୟ ପରିଜା ପ୍ରଡକ୍ସନକୁ ଆଉ ଏକ ସଫଳତା ମିଳିଛି। ୯ମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ନିର୍ମିତ 'ପାଇକ ବିଦ୍ରୋହ'…

ଏକାଠି ଆସୁଛନ୍ତି ମନୋଜ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର

ମୁମ୍ବାଇ: ଫିଲ୍ମର ଟାଇଟଲ୍ ରହିଛି "ସାଇଲେନ୍ସ" । ପ୍ରଥମ ଥର ପାଇଁ ପ୍ରମୁଖ ଭୂମିକାରେ ଏକାଠି ଅଭିନୟ କରିବେ ମନୋଜ ବାଜପାୟୀ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର । ତା ଛଡା ଅନ୍ୟ ସପୋର୍ଟିଂ ରୋଲ୍‌ରେ ନଜର ଆସିବେ ସାହିଲ୍ ବୈଦ, ୱକାର୍ ସେଖ୍ ଓ ଶିଶିର ଶର୍ମା । ସେହିଭଳି ଫିଲ୍ମର କାହାଣୀ ଓ…

କରୋନା କବଳରେ ଆଉ ଜଣେ ଅଭିନେତା !

ମୁମ୍ବାଇ: ସତରେ ଯେମିତି ଏବେ ବଲିଉଡରେ ପଡିଛି କରୋନା ଚଡକ । ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହି ଧାରାରେ ଜଣେ ଜଣାଶୁଣା ଅଭିନେତା ବି ସାମିଲ ହୋଇଛନ୍ତି । ଅନ୍ୟ କେହି ନୁହେଁ ବରଂ ଅଭିନେତା ତଥା ହୋଷ୍ଟ ମନିଷ ପୌଲ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ…

ଇଣ୍ଟରନେଟ୍‌ରେ ଭାଇରାଲ୍ ପୌରଷପୁର ଟ୍ରେଲର୍‌

ମୁମ୍ବାଇ: ସାମ୍ନାକୁ ଆସିଛି ବହୁଚର୍ଚ୍ଚିତ ୱେବ୍ ସିରିଜ୍ ପୌରଷପୁର‌ର ଟ୍ରେଲର୍ । ଅଭିନେତା ଅନୁ କାପୁରଙ୍କ କ୍ୟାରେକ୍ଟର ରାଜା ଭଦ୍ରପ୍ରତାପ ସିଂଙ୍କଠାରୁ ଏହାର ଟ୍ରେଲର୍ ଆରମ୍ଭ ହୋଇଛି । ଏହି ୱେବ୍ ସିରିଜରେ ଶିଳ୍ପା ସିନ୍ଦେ, ସାହିର ସେଖ, ଅନନ୍ତ ଜୋଶୀ, ପୌଲମୀ ଦାସ ଓ ସାହିଲ୍ ସଲାଠିଆଙ୍କୁ…

ଅନୁଭବଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ବର୍ଷାଙ୍କ ଏତଲା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରାଯାଉଥିବା ଖରାପ ମନ୍ତବ୍ୟକୁ ନେଇ ସ୍ୱାମୀ ଅନୁଭବ ମହାନ୍ତିଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଓଲିଉଡ ତାରକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କିଛି ଫେସବୁକ…

ଅନୁଷ୍କାଙ୍କ ପ୍ରେଗ୍ନେନ୍ସି ଆନାଉନ୍ସମେଣ୍ଟ ଟ୍ବିଟକୁ ୨୦୨୦ରେ ସବୁଠୁ ଅଧିକ ଲାଇକ୍

ମୁମ୍ବାଇ: ବର୍ଷ ୨୦୨୦ ସରିବାକୁ ଯାଉଛି । ବର୍ଷର ଶେଷ ମାସ ଚାଲିଛି । ଆଉ ଦିନ କେଇଟା ପରେ ବିଦାୟ ନେଇଯିବ ବର୍ଷ୨୦୨୦ । ଏହା ଏପରି ଏକ ବର୍ଷ ଥିଲା ଯାହାକୁ ଆପଣମାନେ କେବେ ବି ଭୁଲି ପାରିବେ ନାହିଁ । ଏହାରି ଭିତରେ ଟ୍ବିଟର ଇଣ୍ଡିଆ ମଧ୍ୟ ପୂରା ବର୍ଷର ରେକର୍ଡ ପ୍ରସ୍ତୁତ କରିଛି । ଏହା ମଧ୍ୟରେ…

[ଭିଡିଓ] ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାମୀ ବିରୋଧରେ ଦେବୋଲିନାଙ୍କ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର ଅଚାନକ ମୃତ୍ୟୁ ଅନେକଙ୍କୁ ଚକିତ କରିଥିଲା । ୟେ ରିସ୍ତା କ୍ୟା କେହଲାତା ହୈ ଭଳି ପପୁଲାର ସିରିଜରେ ଅଭିନୟ କରିଥିବା ଦିବ୍ୟାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ଟିଭି ଇଣ୍ଡଷ୍ଟ୍ରୀ । ଦୀର୍ଘ ୧୫ଦିନ ଧରି ସେ କରୋନା ଭାଇରସ୍ ସହ ଜୁଝୁଥିଲେ ।…

ଭାବପ୍ରବଣ ବାର୍ତ୍ତା ଲେଖି ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ‌ଣାଇଲେ ବବି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ତାଙ୍କର ୮୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର କୋଟି ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲ ମଧ୍ୟ ସୋସିଆଲ ମିଡିଆ ପୋଷ୍ଟ କରି ତାଙ୍କ…

ଅଭିନେତ୍ରୀ କ୍ରିତି ସାନନ୍ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଲିଉଡ ତାରକାମାନଙ୍କର କରୋନା ପଜିଟିଭ୍ ହେବାର ଧାରା ଜାରି ରହିଛି। ନିକଟରେ ଜୁଗ୍-ଜୁଗ୍ ଜିଓ ଚଳଚ୍ଚିତ୍ରର ଦୁଇଟି ପ୍ରମୁଖ ଭୂମିକା ବରୁଣ ଧାୱନ ଏବଂ ନୀତୁ କପୁର କରୋନା ସଂକ୍ରମିତ ହୋଇଥିଲେ। ବର୍ତ୍ତମାନ ଆଉ ଏକ ଖବର ସାମ୍‌ନାକୁ ଆସିଛି। ଅଭିନେତ୍ରୀ କ୍ରିତି ସାନନ୍ ମଧ୍ୟ କରୋନା…

ଇର୍‌ଫାନ୍‌ଙ୍କ ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କୁ ଅପିଲ୍‌ କଲେ ପୁଅ ବାବିଲ୍‌

ନୂଆଦିଲ୍ଲୀ: ବଲିଉଡର ଦିଗ୍‌ଗଜ ଅଭିନେତା ଇରଫାନ୍ ଖାନ୍ ଏପ୍ରିଲ୍ ୨୯ ରେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ ହେବା ପରେ ତାଙ୍କ ପରିବାର ଏବଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଅଲ୍‌ବିଦା କହିଥିଲେ। ଇରଫାନଙ୍କ ଦେହାନ୍ତ ହେବାର ବହୁ ଦିନ ବିତିଛି, କିନ୍ତୁ ସ୍ୱର୍ଗତ ଅଭିନେତାଙ୍କୁ ତାଙ୍କ…