Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୬ ବର୍ଷ ପରେ ରିଲିଜ ହେବାକୁ ଯାଉଛି ଅଜୟ ଦେବଗନଙ୍କ ନାମ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଟିଭି ଓ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିଯାଇଛି । ଏହାର ଫାଇଦା ଉଠାଇବାକୁ ଏବେ ସମସ୍ତେ ଚାହୁଁଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଅନୀସ ବାଜମି । ସେ ୧୬ ବର୍ଷ ତଳେ ଅଜୟ ଦେବଗନଙ୍କୁ ନେଇ ବେନାମ ଫିଲ୍ମ ତିଆରି କରିଥିଲେ । ପରେ ସେ ଏହାର ଟାଇଟଲ ବଦଳାଇ ନାମ…

କପିଲଙ୍କ ସୋ’ରୁ ବିଦା ହେଲେ ଭାରତୀ ସିଂ, କେତେ ସତ ?

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହେବା ପରେ କମେଡି କ୍ୱିନ୍ ଭାରତୀ ଓ ହର୍ଷ ଲିମ୍ବାଚିଆଙ୍କ ସମସ୍ୟା ବଢିବାରେ ଲାଗିଛି । ଖାସ କରି ଭାରତୀଙ୍କ ପାଇଁ ପ୍ରତିଦିନ ନୂଆନୂଆ ଅଡୁଆ ସାମ୍ନାକୁ ଆସୁଛି । ଶୁଣିବାକୁ ମିଳିଛି ଗିରଫଦାରୀ ପରେ କୁଆଡେ ଭାରତୀଙ୍କ ହାତରୁ ଏକାଧିକ ପ୍ରୋଜେକ୍ଟ ହାତଛଡା ହୋଇଛି…

କେବେ ନିର୍ମିତ ହୋଇନି, ହେଲେ ଫିଲ୍ମର ପୋଷ୍ଟର ସେୟାର କଲେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ମହାନ ଅଭିନେତା ତଥା ବ୍ୟକ୍ତିତ୍ୱ । ଏହି ଉକ୍ତିକୁ ଭବିଷ୍ୟତରେ କେବେ ବି ଅଣଦେଖା କରାଯାଇପାରେନା । କ୍ୟାରିୟର ଆରମ୍ଭରୁ ସେ ସଫଳତାର ସହ ଆଗେଇ ଚାଲିଛନ୍ତି । ହେଲେ ଆଜି ଅତୀତରେ ଅନ୍ୟ କାହାର ବିଫଳତାକୁ ସେ ଏକ ଫଟୋ…

ଅଡୁଆରେ ଅକ୍ଷୟ, ଫିଲ୍ମ ବେଲ୍ ବଟମ୍ କ୍ରିଉ ବିରୋଧରେ ଦୁଷ୍କର୍ମ ଅଭିଯୋଗ !

ମୁମ୍ବାଇ: କରୋନା ମହାମାରୀକୁ ଖାତିର ନକରି ଅଭିନେତା ଅକ୍ଷୟ ସ୍କଟଲ୍ୟାଣ୍ଡରେ ପହଂଚିଥିଲେ ଖାସ ଫିଲ୍ମ ବେଲ୍ ବଟମର ସୁଟିଂ ପାଇଁ । ହେଲେ ଏବେ ସେହି ବେଲ୍ ବଟମ୍ ଫିଲ୍ମ ପାଇଁ ବିବାଦ ମୁଣ୍ଡ ଟେକିଛି । ଏହି ଫିଲ୍ମର କାଷ୍ଟିଂ ଡାଇରେକ୍ଟରଙ୍କ ବିରୋଧରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ।…

ତାମିଲ ଫିଲ୍ମ ପ୍ରେମରେ ଜାହ୍ନବୀ କାପୁର, ଯିବେ ପଂଜାବ !

ମୁମ୍ବାଇ: ଜାନୁଆରୀ ମାସରେ ପଂଜାବରେ ଡେରା ପକାଇବେ ସ୍ୱର୍ଗତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କାପୁର । ଏଥିପାଇଁ କାରଣ ସାଜିଛନ୍ତି ଫିଲ୍ମ ନିର୍ମାତା ଆନନ୍ଦ ଏଲ୍ ରୟ । ଖୁବଶୀଘ୍ର ଆନନ୍ଦ ଏକ ତାମିଲ ସୁପରହିଟ୍ ଫିଲ୍ମର ହିନ୍ଦୀ ରିମେକ୍ ଭର୍ସନ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ…

ପରଦାକୁ ଆସିଲା ସୁରେଶ ରାଉତରାୟଙ୍କ ମ୍ୟୁଜିକ ଭିଡିଓ “ରଙ୍ଗବତୀ”

ଭୁବନେଶ୍ୱର: ଚର୍ଚ୍ଚା ହେଉଥିଲା ରାପର୍ ପାଲଟିଥିଲେ କଂଗ୍ରେସ ନେତା ସୁରେଶ ରାଉତରାୟ । ହେଲେ ଖାଲି ରାପିଂ ନୁହଁ ବରଂ ନେତାରୁ ଅଭିନେତା ସାଜିଛନ୍ତି ସୁରେଶ ରାଉତରାୟ । ନିକଟରେ ତାଙ୍କ ମ୍ୟୁଜିକ ଭିଡିଓ ରଙ୍ଗବତୀ ଦର୍ଶକଙ୍କ ସାମ୍ନାକୁ ଆସିଛି । ଏଥିରେ ସୁରେଶ ରାଉତରାୟଙ୍କ ସମେତ କଣ୍ଠଶିଳ୍ପୀ…

ଶେଷରେ ସକିଲାକୁ ମିଳିଲା ଗ୍ରୀନ୍ ସିଗନାଲ୍

ମୁମ୍ବାଇ: ଫିଲ୍ମ ସକିଲାକୁ ନେଇ ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତ୍ରୀ ରିଚା ଚଢା । ତେବେ ଖୁବଶୀଘ୍ର ଏହି ଚର୍ଚ୍ଚାର ଅନ୍ତ ଘଟିବାକୁ ଯାଉଛି । କାହିଁକି ନା ନିକଟରେ ଫିଲ୍ମ ସକିଲାର ରିଲିଜ୍ ଡେଟ୍ କନଫର୍ମ ହୋଇଛି । ଦେଶର ଅଧିକାଂଶ ସିନେମା ହର ଖୋଲିଥବାବେଳେ ଖ୍ରୀଷ୍ଟମାସ ଅବସରରେ ରିଲିଜ୍…

ସୟାନୀ ଗୁପ୍ତାଙ୍କ ଅଭିନୀତ ‘ସେମ୍‌ଲେସ୍‌’କୁ ୯୩ ତମ ‘ଓସ୍କାର ପୁରସ୍କାର’ ପାଇଁ ମିଳିଲା…

ନୂଆଦିଲ୍ଲୀ: ଅଭିନେତ୍ରୀ ସୟାନୀ ଗୁପ୍ତାଙ୍କ ଅଭିନୀତ 'ସେମ୍‌ଲେସ୍‌' ଭାରତରୁ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ୯୩ ତମ ଓସ୍କାର ପୁରସ୍କାର ପାଇଁ ଏଣ୍ଟ୍ରି ମିଳିଛି। ୯୩ ତମ ଓସ୍କାର ପୁରସ୍କାର ବିତରଣ ଉତ୍ସବ ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବ। 'ସେମ୍‌ଲେସ୍‌' ହେଉଛି ୧୫ ମିନିଟର ବ୍ଲାକ୍‌…

ରାତ୍ରୀ ଭୋଜନ ଯୋଗୁ ଅଧାରୁ ବନ୍ଦ ହୋଇଗଲା ବିଦ୍ୟା ବାଲାନ୍‌ଙ୍କ ସୁଟିଂ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ବର୍ତ୍ତମାନ ମଧ୍ୟପ୍ରଦେଶରେ ତାଙ୍କର ନୂଆ ଚଳଚ୍ଚିତ୍ର 'ଶେର୍‌ନୀ'ର ସୁଟିଂ କରୁଛନ୍ତି। ସେ ଗତ କିଛି ସପ୍ତାହ ଧରି ଏଠାରେ ଥିବା ଜଙ୍ଗଲରେ ଫିଲ୍ମର ଦୃଶ୍ୟ ସୁଟିଂ କରୁଥିଲେ। କିନ୍ତୁ ହଠାତ୍ ତାଙ୍କ ସୁଟିଂ ବନ୍ଦ ହୋଇଯାଇଛି। ସୁଟିଂ ବନ୍ଦ କରିବାର…

ଅଭିନେତା ରାହୁଲ ରୟଙ୍କୁ ବ୍ରେନ୍ ଷ୍ଟ୍ରୋକ୍ !

ମୁମ୍ବାଇ: ବର୍ଷ ୨୦୨୦ରେ ଯେମିତି ବଲିଉଡକୁ ଅମାବାସ୍ୟାର କଳା ବାଦଲ ଘେରି ରହିଛି । ଚଳିତବର୍ଷ ଅନେକ ଜଣାଶୁଣା କଳକାରଙ୍କ ନିଧନ ହୋଇଥିଲାବେଳେ ଅଭିନେତା ରାହୁଲ ରୟ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାର୍ଗିଲରେ ଏକ ଫିଲ୍ମର ସୁଟିଂ ଚାଲିଥିଲାବେଳେ ସୁଟିଂ…