Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କରୋନା ଯୋଗୁ ୨୦୨୦ରେ ବର୍ବାଦ ହେଇଛି ବଲିଉଡ

ମୁମ୍ବାଇ: କରୋନ ଯୋଗୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ପ୍ରକାର ବର୍ବାଦ ହୋଇଛି କହିଲେ ଭୁଲ ହେବ ନାହିଁ । ୨୦୨୦ରେ ୯ମାସ ବିତିଯାଇଥିଲେ ମଧ୍ୟ କିଛି ଆଶାର ସଂଚାର ଦେଖାଯାଉ ନାହିଁ । ବଲିଉଡ ୧୩ ବର୍ଷ ପଛକୁ ଚାଲିଯାଇଛଇ । ଟ୍ରେଡ ଆନାଲିଷ୍ଟ ଓ ଡିଷ୍ଟ୍ରିବ୍ୟୁଟର୍ସଙ୍କ ଅନୁସାରେ କରୋନା ଯୋଗୁ ଚଳିତ…

ବିବାହ କଲେ ଅଭିନେତା ସାହିର୍ ଶେଖ୍

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ସାହିର ଶେଖ୍ । ରୁଚିକା କାପୁରଙ୍କ ସହ ଦୀର୍ଘଦିନ ଧରି ପ୍ରେମ ସଂପର୍କରେ ରହିବା ପରେ ଶେଷରେ ଶୁକ୍ରବାର ଦୁହେଁ ପରସ୍ପରକୁ ବିବାହ କରିଛନ୍ତି । କରୋନା ପାଇଁ ଧୁମ୍‌ଧାମ୍‌ରେ ନୁହେଁ ବରଂ ଦୁହେଁ କୋର୍ଟ ମ୍ୟାରେଜକୁ ପସନ୍ଦ କରିଥିଲେ । ତେବେ…

‘ଆଦିପୁରୁଷ’ରେ ‘ସୀତା’ ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତ୍ରୀ କିର୍ତ୍ତୀ!

ନୂଆଦିଲ୍ଲୀ: ସୁପରଷ୍ଟାର ପ୍ରଭାସ ଲକ୍‌ଡାଉନ୍‌ ମଧ୍ୟରେ ଅଗଷ୍ଟରେ ପ୍ରଶଂସକଙ୍କ ସହ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଆଦିପୁରୁଷ'ର ପୋଷ୍ଟର ସେୟାର କରିଥିଲେ। ଫିଲ୍ମର ପୋଷ୍ଟରରେ ଏହା ରାମାୟଣଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଜଣାପଡିଛି। ଏହି ଫିଲ୍ମରେ ସେ ରାମଙ୍କ ଚରିତ୍ରରେ ଅବତୀର୍ଣ୍ଣ…

ଅଭିନେତ୍ରୀ ନୁହେଁ ଆଇଏଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ ୟମି

ନୂଆଦିଲ୍ଲୀ: ୟମି ଗୌତମ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା କଳାକାର। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉତ୍କୃଷ୍ଟ ଅଭିନୟ ବଳରେ ପ୍ରଶଂସକଙ୍କ ହୃଦୟ ଜିଣି ଆସିଥିବା ୟମି କିନ୍ତୁ ପ୍ରକୃତରେ ଜଣେ ଆଇଏଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ। ଆଜି, ନଭେମ୍ବର ୨୮ ରେ, ୟାମି ଗୌତତମ ତାଙ୍କର ୩୧…

ମନ୍ଦିରରେ ହେବ ଆଦିତ୍ୟଙ୍କ ବାହାଘର, ସାମିଲ ହେବେ ୫୦ ଲୋକ

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ । ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରୱାଲଙ୍କୁ ବିବାହ କରିବେ । ଡିସେମ୍ବର ୧ ତାରିଖରେ ଆଦିତ୍ୟ ଓ ଶ୍ବେତାଙ୍କ ମନ୍ଦିରରେ ବିବାହ ହେବ । ଏହି ବିବାହରେ କେବଳ ଘର ଲୋକ, ସାଙ୍ଗ ଓ ସଂପର୍କୀୟ ସାମିଲ ହେବେ । ବିବାହରେ…

ବଲିଉଡ ଅଭିନେତାଙ୍କ ପାରିବାରିକ କଳହ: କିଏ ଚପଲରେ ମାଡ ଖାଇଛି ତ କିଏ ଘର ଛାଡିଛି

ମୁମ୍ବାଇ: ବଲିଉଡର ଅନେକ ପ୍ରତିଷ୍ଠିତ ଅଭିନେତା, ଅଭିନେତ୍ରୀ ପାରିବାରିକ କଳହର ଶୀକାର ହୋଇଛନ୍ତି । କିଏ ଚପଲରେ ମାଡ ଖାଇଛି ତ ଆଉ କିଏ ଘର ଛାଡିଛି । ଆସନ୍ତୁ ଜାଣିବା ସେପରି କିଛି କଳାକାରଙ୍କ ପାରିବାରିକ କଳହ ବିଷୟରେ.. କୃଷ୍ଣା ଓ ଗୋବିନ୍ଦା: କମେଡିଆନ କୃଷ୍ଣା ଅଭିଷେକ ଓ ମାମୁଁ…

ଜନ୍ମଦିବସରେ ଆସନ୍ତୁ ଜାଣିବା କରାଟେ କିଙ୍ଗ ବ୍ରୁସ ଲିଙ୍କ ବିଷୟରେ କିଛି ଅଜଣା କଥା

ପୁରୀ: ମାର୍ସିଆଲ ଆର୍ଟ୍ସକୁ ପରଦା ଓ ମନୋରଞ୍ଜନ ମାଧ୍ୟମରେ ସାରା ବିଶ୍ୱରେ ପରିଚିତ କରିଥିବା ବ୍ରୁସ ଲୀଙ୍କ ଆଜି ୮୧ତମ ଜନ୍ମଦିବସ । ଆସନ୍ତୁ ଜାଣିବା ଏହି ମହାନ କଳାକାରଙ୍କ ବିଷୟରେ କିଛି ଅଜଣା କଥା । ବ୍ରୁସ ଜୁନ ଫାନ ଲି ହେଉଛନ୍ତି ଲି ହୁଇ ଚେନ୍ ଓ ଗ୍ରେସ ହୋଙ୍କ ୪ର୍ଥ ସନ୍ତାନ । ସେ ୨୭…

୫୦ ଜଣଙ୍କ ଉପସ୍ଥିତିରେ ମନ୍ଦିରରେ ବିବାହ କରିବେ ଆଦିତ୍ୟ

ନୂଆଦିଲ୍ଲୀ: ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି। ସେ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଡିସେମ୍ବର ୧ ତାରିଖରେ  ଉଭୟ ମନ୍ଦିରରେ ବିବାହ କରିବେ। କରୋନା ଅବଧି ସମୟର‌େ ତାଙ୍କ ବିବାହର…

ଇସ୍‌ଲାମ୍‌ ପାଇଁ ଫ୍ୟାଶନ୍‌ ଛାଡିଲେ ଆମେରିକାର ଏହି ଲୋକପ୍ରିୟ ମଡେଲ୍‌

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ମଡେଲ ହଲିମା ଇଡେନ ଇସଲାମ ପାଇଁ ଫ୍ୟାଶନ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଇସଲାମୀୟ ବିଶ୍ୱାସ ଏବଂ ମାନ୍ୟତାକୁ ସାମ୍ନା କରିବାକୁ ବାଧ୍ୟ ହୋଇଥିଲେ। ୨୩ ବର୍ଷ ବୟସ୍କା ମଡେଲ୍ ଏହାକୁ ବିଶ୍ବର ଅଗ୍ରଣୀ ଫ୍ୟାଶନ୍…

କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନକୁ ନେଇ କଣ କହିଲେ ଅଭିନେତା ସୋନୁ ସୁଦ୍‌

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ପ୍ରଦର୍ଶନ ଜାରି ରହିଛି। ପଞ୍ଜାବ ଏବଂ ହରିୟାଣାର ବହୁ ସଂଖ୍ୟକ କୃଷକ ଦିଲ୍ଲୀ ଆସିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପୋଲିସର କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ପଞ୍ଜାବ-ହରିୟାଣା ସୀମାରେ ପୋଲିସର କଡା ସୁରକ୍ଷା ରହିଛି। କରୋନା ଅବଧିରେ…