Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମ ‘ଦ ଇମୋଟାଲ୍‌‌ ଅଶ୍ୱତଥାମା’ରେ ଭିକିଙ୍କ ବିପକ୍ଷର ନାୟିକା ସାଜିବେ ସାରା!

ନୂଆଦିଲ୍ଲୀ: 'ଉରି ସର୍ଜିକାଲ୍ ଷ୍ଟ୍ରାଇକ୍'‌ର ଅଭିନେତା ନିର୍ଦ୍ଦେଶକ ଯୋଡି ପ୍ରଶଂସା ସାଉଁଟିଥିଲେ ପୁଣି ଥରେ ଏହି ଯୋଡି ଦର୍ଶକଙ୍କୁ ଭିନ୍ନ ଢଙ୍ଗରେ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି। 'ଉରି' ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧର ଭିକି କୌଶଲଙ୍କ ସହ ପୁଣି ଏକ ଫିଲ୍ମ ନିର୍ମାଣ…

କାହିଁକି ମଧୁର ଭଣ୍ଡାରକରଙ୍କୁ କ୍ଷମା ମାଗିଲେ କରଣ?

ନୂଆଦିଲ୍ଲି: ଗତ କିଛି ଦିନ ହେଲା ଦୁଇ ବଡ ବଲିଉଡ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ଟାଇଟଲ୍‌ ରଖିବା ଗଟଣାକୁ ନେଇ ବିବାଦ ହୋଇଥିଲା। ମଧୁର ଭଣ୍ଡାରକର କରଣ ଜୋହରଙ୍କୁ ତାଙ୍କର ଗୋଟିଏ ଚଳଚ୍ଚିତ୍ରର ଟାଇଟଲ୍ ଚୋରି କରିଥିବା ଅଭିଯୋଗ କରିଛନ୍ତି। କରଣ ଜୋହରଙ୍କ ନୂଆ ସୋ ' ଦ ଫାବୁଲସ୍‌ ଲାଇଫ୍‌…

ପପ୍‌ ମ୍ୟୁଜିକ୍‌ର ମହାରଥୀ ବାପି ଲାହିରୀ କାହିଁକି ପିନ୍ଧନ୍ତି ଏତେ ସୁନା?

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ବାପି ଲାହିରୀ ବହୁତ ଲମ୍ବା ଇନିଂସ ଖେଳିଛନ୍ତି। ୫୦୦ରୁ ଅଧିକ ଗୀତ ରଚନା କରିଛନ୍ତି ବାପି ଲାହିରୀ। ପପ୍ ମ୍ୟୁଜିକ୍‌କୁ ବଲିଉଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିବାର ଶ୍ରେୟ ମଧ୍ୟ ବାପି ଲାହିରୀକୁ ଯାଉଛି। ତାଙ୍କର ଅନନ୍ୟ ଶୈଳୀର ଗୀତକୁ ସର୍ବଦା ପସନ୍ଦ…

[ଭିଡିଓ] ଭାରତୀଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି; ରାକ୍ଷୀ ସାୱନ୍ତ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ରହିବା ପାଇଁ ବାହାନା ଖୋଜି ପାଇଲେ ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ନିକଟରେ ଡ୍ରଗ୍ସ ରଖିବା ଆରୋପରେ କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଏନ୍‌ସିବି ଗିରଫ କରିଥିଲା । ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିବାକୁ ଯାଇ ସାମ୍ନାକୁ…

ସୋନୁ ସୁଦଙ୍କ ଜବରା ଫ୍ୟାନ୍‌ । ସାଇକେଲରେ ବାହାରିଲେ ମୁମ୍ବାଇ, ଫ୍ଲାଇଟରେ ଆଣିଲେ ସୋନୁ

ମୁମ୍ବାଇ: କରୋନା ସମୟରେ ନିଜର ଭଲ କାମ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଅଭିନେତା ସୋନୁ ସୁଦ୍ । କିଛି ଦିନ ହେବ ସୋନୁଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ତାଙ୍କ ପ୍ରିତ ଫ୍ୟାନଙ୍କ ଭଲ ପାଇବା ମଧ୍ୟ ସେହି ଅନୁସାରେ ବଢୁଛି । ଏବେ ଜଣେ ଫ୍ୟାନଙ୍କ କଥାକୁ ନେଇ ପୁଣି ଚର୍ଚ୍ଚା ହେଉଛି ।…

ଆଜିଠୁ ସିଙ୍ଗଲ୍ ନାହାଁନ୍ତି ମିର୍ଜାପୁରର ରବିନ୍

ମୁମ୍ବାଇ: ଚର୍ଚ୍ଚିତ ୱେବ୍ ସିରିଜ ମିର୍ଜାପୁର ସିଜିନ-୨ । ଏଥିରେ ୟେ ଭି ଠିକ୍ ହୈ ଭଳି ପଂଚ ଲାଇନ୍ କହି ଖୁବ ଚର୍ଚ୍ଚା ସାଉଣ୍ଟିଥିଲେ ଅଭିନେତା ପ୍ରିୟାଂଶୁ ପେନ୍ୟୁଲି । ଏହି ଅଭିନେତା ନିଜ ପ୍ରେମିକା ଅଭିନେତ୍ରୀ ତଥା ଡାନ୍ସର ବନ୍ଦନା ଜୋଶୀଙ୍କୁ ବହୁ ପୂର୍ବରୁ ବିବାହ କରିବାକୁ ଯୋଜନା…

ଜଲ୍ଲିକଟ୍ଟୁ ଚୟନ ନେଇ ସନ୍ତୋଷ ବ୍ୟକ୍ତ କଲେ କଙ୍ଗନା: “ମୁଭି ମାଫିଆ ଗ୍ୟାଙ୍ଗ ଲୁଚିଛନ୍ତି, ଫଳାଫଳ ଆପଣଙ୍କ ସାମ୍ନାରେ’’

ମୁମ୍ବାଇ:କୁଇନ କଙ୍ଗନା ରାନାୱତ ମାଲାୟଲମ ଫିଲ୍ମ ଜଲ୍ଲିକଟ୍ଟୁ ଓସ୍କାର ଏକାଡେମୀ ଆୱାର୍ଡସ ପାଇଁ ମନୋନୀତ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଭି ମାଫିଆ ଗ୍ୟାଙ୍ଗ ଘରେ ଏବେ ଲୁଚି କରି ଅଛନ୍ତି । ତାର ଫଳାଫଳ ଆପଣଙ୍କ ସାମ୍ନାରେ ରହିଛି ବୋଲି ସେ କହିଛନ୍ତି । ଜୁରୀମାନେ ସେମାନଙ୍କ…

ପ୍ରିୟା ପ୍ରକାଶ ୱେରିୟରଙ୍କ ନୂଆ ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ପ୍ରିୟା ପ୍ରକାଶ । ନିକଟରେ ଏହି ଅଭିନେତ୍ରୀଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପୂର୍ବରୁ ତାଙ୍କ ଆଖି ମାରିବା ଭଳି ଭିଡିଓ ଖୁବ ଭାଇରାଲ୍ ହୋଇଥିଲା । ହେଲେ ଏବେ ଗାୟକୀ ଜରିଆରେ ସେ ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ…

ଆସୁଛି ନୂଆ ବଲିଉଡ ମୁଭି “ଜନହିତ୍ ମୈଁ ଜାରି”

ମୁମ୍ବାଇ: ଆସନ୍ତା ଦିନରେ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଫିଲ୍ମ ଜନହିତ୍ ମୈଁ ଜାରି । ନିକଟରେ ଏହି ଫିଲ୍ମର ପୋଷ୍ଟରକୁ ବକ୍ସିଂ ଚାମ୍ପିୟନ୍ ମେରି କମ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଓମୁଙ୍ଗ କୁମାର ସମ୍ଭାଳିଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ…

ଅଭିନେତ୍ରୀ ତାରା ସୁତାରିଆଙ୍କୁ ଫୁରସତ୍ ମିଳୁନି

ମୁମ୍ବାଇ: ଦେଶବ୍ୟାପୀ ଲକଡାଉନ୍ କୋହଳ ହେବା ପରେ ଧୀରେଧୀରେ ନିଜ ପୂର୍ବାବସ୍ଥାକୁ ଫେରୁଛି ବଲିଉଡ । କଳାକାରମାନେ ଅଭିନୟ କରିବା ସହ ଫିଲ୍ମ ଡବିଂରେ ସକ୍ରିୟ ହେଲେଣି । ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ତାରା ସୁତାରିଆ ବି ଫୁଲ୍ ଦମ୍‌ରେ ନିଜ କାମରେ ଲାଗିପଡିଛନ୍ତି । ଏକଧିକ ପ୍ରୋଜେକ୍ଟ ପାଇଁ…