Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦୁଇ ମାସ ପରେ ଷ୍ଟେଜକୁ ଓହ୍ଲାଇଲେ ସପନା ଚୌଧୁରୀ !

ହରିୟାଣା: ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ଓ ହରିୟାଣାର ପପୁଲାର୍ ଡାନ୍ସର ସପନା ଚୌଧୁରୀ । ଗର୍ଭବତୀ ଥିବାବେଳେ ସେ ଷ୍ଟେଜ ସୋରୁ ଓହରିଯାଇଥିଲେ । ହେଲେ ମାଆ ହେବା ପରେ ସେ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ମାତ୍ର ଦୁଇମାସ ପରେ ତାଙ୍କୁ ପୁନର୍ବାର ଷ୍ଟେଜ ସୋ କରିବାରେ ଦେଖିବାକୁ…

ହାର୍ଡକୋର୍ ଆକ୍ସନ୍ ମୁଡ୍‌ରେ ଅନନ୍ୟା ପାଣ୍ଡେ !

ମୁମ୍ବାଇ: ଗତବର୍ଷ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ନବାଗତା ତଥା ଷ୍ଟାରକିଡ୍ ଅନନ୍ୟା ପାଣ୍ଡେ । ତାଜା ସ୍ଥିତିରେ ତାଙ୍କ ହାତରେ ରହିଛି ୪ଟି ଫିଲ୍ମ ସହ ଏକାଧିକ ଆଡ୍ ଫିଲ୍ମ । ବେଶ କମ୍ ସମୟ ଭିତରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଏକ…

କୋଲକାତାର କଣ୍ଟ୍ରାକ୍ଟ କିଲର୍ ଅଭିଷେକ ବଚ୍ଚନ !

ମୁମ୍ବାଇ: ୱେବ୍ ସିରିଜର ସଫଳତା ପରେ ଅଭିନେତା ଅଭିଷେକ ବଚ୍ଚନଙ୍କ ହାତରେ ବେଶ କିଛି ବଡ ପ୍ରୋଜେକ୍ଟ ରହିଛି । ଖାସ୍ ଏଥିପାଇଁ ସେ ଏବେ କୋଲକାତାରେ ଡେରା ପକାଇଛନ୍ତି । ୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ କାହାନୀର ସ୍ପିନ୍ ଅଫ୍ ପାର୍ଟରେ ତାଙ୍କୁ ଖୁବଶୀଘ୍ର ଦେଖିବାକୁ ମିଳିବ । ଫିଲ୍ମର…

ଆସନ୍ତୁ ଜାଣିବା କାହିଁକି ହ୍ରିଷିକେଶ ତାଙ୍କ ପୁଅର ନାମ ହ୍ରିତିକ ରଖିଛନ୍ତି

ଇମ୍ପାଲ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଅନେକ ପ୍ରଶଂସକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଇମ୍ଫାଲର ହ୍ରିଷିକେଶ । ସେ ତାଙ୍କ ନବଜାତକ ପୁତ୍ରର ନାମ ହ୍ରିତିକ ରଖିଛନ୍ତି । ସବୁଠାରୁ ବଡ କଥା ଏହି ଶିଶୁର ହାତରେ ହ୍ରିତିକଙ୍କ ଭଳି ୬ ଆଙ୍ଗୁଳି ରହିଛି । କହୋ ନା ପ୍ୟାର ହେ ଦେଖିବା…

ହେଟରସ୍ କହିଲେ ଫାଲତୁ ହିରୋଇନ; ଏଭଳି ଉତ୍ତର ରଖି ସଭିଙ୍କ ମନ ଜିଣି ନେଲେ ତାପସୀ

ମୁମ୍ବାଇ: ‘ରଶ୍ମୀ ରକେଟ୍’ ଚଳଚ୍ଚିତ୍ରର ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ହେଟରଙ୍କୁ ଦେଇଛନ୍ତି କଡା ଜବାବ, ଯାହା ଏବେ ଇନଷ୍ଟାଗ୍ରାମରେ ପାଲଟିଛି ଚର୍ଚ୍ଚାର ବିଷୟ। ତାପସୀଙ୍କ ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ଜଣେ ହେଟର୍ ଲେଖିଛନ୍ତି ଯେ, "ତୁଝେ ଆକ୍ଟିଂ ତୋ ଆତି ନେହିଁ, ଉଠା ଉଠା କେ ମୁଭି…

ଓସ୍କାର ପୁରସ୍କାର: ବିଦେଶୀ ଫିଲ୍ମ କାଟାଗୋରିରେ ଭାରତରୁ ଜଲ୍ଲିକଟ୍ଟୁ

ନୂଆଦିଲ୍ଲୀ: ୯୩ତମ ଓସ୍କାର ଏକାଡେମୀ ପୁରସ୍କାର ୨୫ ଏପ୍ରିଲ ୨୦୨୧ରେ ଲସ ଆଞ୍ଜେଲ୍ସରେ ଦିଆଯିବ । ବିଦେଶୀ ଫିଲ୍ମ କାଟାଗୋରୀରେ ଭାରତ ପକ୍ଷରୁ ମାଲାୟଲମ ଫିଲ୍ମ ଜଲ୍ଲିକଟ୍ଟୁକୁ ମନୋନୀତ କରାଯାଇଛି । ଫିଲ୍ମ ଫେଡେରେଶନ ଅଫ ଇଣ୍ଡିଆର ୧୪ଜଣିଆ କମିଟି ଏହାକୁ ଚୟନ କରିଛନ୍ତି । ଚେୟାରମ୍ୟାନ ରାହୁଲ…

ରିଲିଜ୍ ଅପେକ୍ଷାରେ କରନ୍ ଜୋହରଙ୍କ ମିନାକ୍ଷୀ ସୁନ୍ଦରେଶ୍ୱର !

ମୁମ୍ବାଇ: ଧୀରେଧୀରେ ସୋସିଆଲ୍ ମିଡିଆରେ ସକ୍ରିୟ ହେଉଛନ୍ତି ଫିଲ୍ମ ନିର୍ମାତା କରନ୍ ଜୋହର । ନିକଟରେ କରନ୍ ଏକ ସରପ୍ରାଇଜ ପୋଷ୍ଟ ଜରିଆରେ ସମସ୍ତଙ୍କୁ ଚକିତ କରିଛନ୍ତି । ଏହି ପୋଷ୍ଟରେ ସେ ନିଜର ଅପକମିଂ ନେଟଫ୍ଲିକ୍ସ ପ୍ରୋଜେକ୍ଟକୁ ନେଇ ଘୋଷଣା କରିଛନ୍ତି । ସାନ୍ୟା ମଲହୋତ୍ରା ଓ ଅଭିମନ୍ୟୁ…

ଏକାଠି ଅଭିନୟ କରିବେ ଶାହରୁଖ, ସଲମାନ ଓ ହ୍ରିତିକ୍ !

ମୁମ୍ବାଇ: ଦୁଇବର୍ଷର ମୌନବ୍ରତ ଭାଙ୍ଗି ଅପକମିଂ ପ୍ରୋଜେକ୍ଟ ପଠାନ୍‌ର ସୁଟିଂରେ ସାମିଲ ହୋଇଛନ୍ତି କିଙ୍ଗଖାନ୍ ଶାହରୁଖ । ଫଲ୍ମର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ସମ୍ଭାଳିଥିବାବେଳେ ଏଥିରେ ଦମ୍‌ଦାର ଆକ୍ସନ୍‌, ରୋମାନ୍ସ ଓ ସସ୍ପେନ୍ସ ସିକ୍ୱେନ୍ସ ମଧ୍ୟ ଦେଖିବାକୁ ମିଳିବ ।…

ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ପାଦ ଦେବେ ଅଭିନେତା କରଣ ମେହେରା

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍‌ ସୋ 'ୟେ ରିସ୍ତା କିୟା କେହଲତା ହୈ'ର ନୈତିକ ଓରଫ୍‌ ଅଭିନେତା କରଣ ମେହେରାଙ୍କୁ ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ମିଳିବ। ଏହା ତାଙ୍କର ପ୍ରଥମ ୱେବ୍ ସିରିଜ୍ ହେବ ଯେଉଁଥିରେ କରଣଙ୍କୁ ଡବଲ୍ ରୋଲରେ ଦେଖିବାକୁ ମିଳିବ। ଡେଲି ସୋ ହେଉ…

ଭୂମି ପେଡନେକରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୁର୍ଗାମତୀ’ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୁମି ପେଡନେକରଙ୍କ ନୂଆ ଚଳଚ୍ଚିତ୍ର 'ଦୁର୍ଗାମତୀ'ର ଟ୍ରେଲର ଲଞ୍ଚ କରାଯାଇଛି। ଏହି ଟ୍ରେଲରରେ ତାଙ୍କ ସହ ଅର୍ଶଦ ୱାର୍ସି ମଧ୍ୟ ନଜର ଆସିଛନ୍ତି। ଫିଲ୍ମର ଟ୍ରେଲର ବହୁତ ରୋମାଞ୍ଚକର ଏବଂ ଭୟରେ ପରିପୂର୍ଣ୍ଣ। ଏଥିରେ ଭୁମି ପେଡନେକରଙ୍କୁ ସମ୍ପୂର୍ଣ୍ଣ ଭିନ୍ନ…