Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ଥାଣ୍ଡେଲ’ ପାଇଁ କାହିଁକି ସାଇ ପଲ୍ଲବୀଙ୍କୁ ପସନ୍ଦ କଲେ ନିର୍ମାତା… 

ନୂଆଦିଲ୍ଲୀ: ମଗଧିରା, ଧ୍ରୁବ, ଗୀତା ଗୋବିନ୍ଦମ୍ ଭଳି ହିଟ୍ ଚଳଚ୍ଚିତ୍ର ଦେଇଥିବା ଆଲୁ ଅରବିନ୍ଦଙ୍କ ପ୍ରଯୋଜନା ସଂସ୍ଥା ଫିଲ୍ମ 'ଥାଣ୍ଡେଲ' ପ୍ରସ୍ତୁତିରେ ଲାଗିପଡିଛନ୍ତି। ଏହା ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ଏବଂ ସାଇ ପଲ୍ଲବୀ ଅଭିନୀତ ଏକ ରୋମାଣ୍ଟିକ ଆକ୍ସନ୍ ଥ୍ରୀଲର୍ ଫିଲ୍ମ।…

ପତ୍ନୀଙ୍କ ଠୁ ଅଲଗା ହେବେ କି ଜଷ୍ଟିନ ବିବର, ୨୬୦୦ କୋଟିରୁ ଅଧିକ ଭରଣପୋଷଣ ଦେବାକୁ ପଡିପାରେ

ନୂଆଦିଲ୍ଲୀ: ସଙ୍ଗୀତ ଜଗତର ଲୋକପ୍ରିୟ ଗାୟକ ଜଷ୍ଟିନ୍ ବିବର, ଯାହାଙ୍କ ସଙ୍ଗୀତ ସାରା ବିଶ୍ୱକୁ କିମିଆ କରିଛି। ହେଲେ ତାଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ଉଠିଥିବା ଚର୍ଚ୍ଚା ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଷ୍ଟିନ୍ ଏବଂ ତାଙ୍କ ପତ୍ନୀ ହେଲି ବାଲ୍ଡୱିନଙ୍କ ମଧ୍ୟରେ ସବୁକିଛି ଠିକ୍…

ପୁଣି ଏକାଠି ନଜର ଆସିଲେ ବଲିଉଡ ୩ ଖାନ୍, ପ୍ରଶଂସକ କହିଲେ…

ମୁମ୍ବାଇ: ଏକାଠି ନଜର ଆସିଲେ ଅମୀର, ସଲମନ ଓ ଶାହରୁଖ । ମୁମ୍ବାଇରେ ବଲିଉଡର ଏକ ଫିଲ୍ମର ପ୍ରମୋଶନ ବେଳେ ନିଜର ଷ୍ଟାଇଲିସ୍ ଅନ୍ଦାଜରେ ସାମ୍ନାକୁ ଆସିଲେ ଏହି ତିନି ସୁପରହିରୋ। ସ୍କ୍ରିନିଂରେ ଶାହରୁଖ ଖାନଙ୍କୁ ନୀଳ ସାର୍ଟ ଏବଂ ଡେନିମ୍ ଜିନ୍ସ ପିନ୍ଧିଥିବାର ଦେଖାଯାଇଥିଲା। ସେ କଳା ରଙ୍ଗର…

ସୈଫ୍ ଅଲ୍ଲୀ ଖାନ ଆକ୍ରମଣ ମାମଲା: ଅଭିଯୁକ୍ତକୁ ଚିହ୍ନଟ ପାଇଁ ପୋଲିସର ପରିଚୟ ପରେଡ୍

ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅଭିଯୁକ୍ତ ଶରିଫୁଲ୍ ଇସଲାମ୍ ଶାହଜାଦଙ୍କୁ ଚିହ୍ନିବା ପାଇଁ ଗତକାଲି ପରିଚୟ ପରେଡ୍ କରିଥିଲା ମୁମ୍ବାଇ ପୋଲିସ । ପୋଲିସ ତଦନ୍ତ ଅନୁଯାୟୀ, ଶରିଫୁଲ୍ ଇସଲାମ୍ ଶାହଜାଦ ଡକାୟତି ଉଦ୍ଦେଶ୍ୟରେ ସୈଫ ଅଲ୍ଲୀ…

୧୪ ବର୍ଷ ପରେ ଫେରିଲା ହରର୍ ଫ୍ରେଞ୍ଚାଇଜ ‘ଫାଇନାଲ ଡେଷ୍ଟିନେସନ୍’

ନୂଆଦିଲ୍ଲୀ: ଫେବୃଆରୀ ୩ ତାରିଖରେ ନିର୍ମାତାମାନେ 'ଫାଇନାଲ୍ ଡେଷ୍ଟିନେସନ୍: ବ୍ଲଡ୍ଲାଇନ୍ସ'ର ଟିଜର-ଟ୍ରେଲର ରିଲିଜ୍ କରିଛନ୍ତି। ଯାହା ସିନେପ୍ରେମୀଙ୍କ ଉତ୍ସାହକୁ ବୃଦ୍ଧି କରିଛି। ୱାର୍ନର ବ୍ରଦର୍ସ ପିକଚର୍ସ 'ଫାଇନାଲ୍ ଡେଷ୍ଟିନେସନ୍: ବ୍ଲଡଲାଇନ୍ସ'ର ଟିଜର-ଟ୍ରେଲର ରିଲିଜ୍ କରିଥିଲା।…

୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଖିଲାଡି ଷ୍ଟାରଙ୍କ ‘ସ୍କାଏ ଫୋର୍ସ’

ମୁମ୍ବାଇ: ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ସଦ୍ୟ ମୁକ୍ତିଲାଭ କରିଥିବା ଫିଲ୍ମ 'ସ୍କାଏ ଫୋର୍ସ' ବର୍ତ୍ତମାନ ବକ୍ସ ଅଫିସ ସହ ବିଦେଶୀ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ବହୁତ ଦିନ ପରେ, ତାଙ୍କର ଏହି ଫିଲ୍ମଟି ଦର୍ଶକଙ୍କ ଭଲପାଇବା ସାଉଁଟିଛି । ଅକ୍ଷୟ କୁମାରଙ୍କ ୱାର ଆକ୍ସନ…

୪୯ ବର୍ଷରେ ପାଦ ଦେଲେ ଅଭିଷେକ ବଚ୍ଚନ, ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ବିଗ୍ ବି

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଗ୍ ବିଙ୍କ ପୁଅ ଅଭିଷେକ ବଚ୍ଚନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିଷେକଙ୍କ ଜନ୍ମଦିନରେ, ମେଗାଷ୍ଟାର ଅମିତାଭ ବଚ୍ଚନ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । ବିଗ୍ ବି ଜୁନିଅର ବଚ୍ଚନଙ୍କ ଏକ ବିରଳ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର…

ଦେଶରେ ଆମିଷ ବନ୍ଦ କରିବାକୁ ଶତୃଘ୍ନ ସିହ୍ନାଙ୍କ ଦାବି

ମୁମ୍ବାଇ: ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ପ୍ରଶଂସା କରିବା ସହ ସାରା ଦେଶରେ ଆମିଷ ଖାଦ୍ୟ ଖାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଦେଶରେ କେବଳ ଗୋମାଂସ ନୁହେଁ, ଆମିଷ ଖାଦ୍ୟ ଉପରେ ମଧ୍ୟ ପ୍ରତିବନ୍ଧକ…

ହଟିଲା ଦ୍ବନ୍ଦ୍ବ: ଅନେକ ବିବାଦ ପରେ ମଧ୍ୟ ରିଲିଜ ହେବ ଫିଲ୍ମ ‘ସନାତନୀ’

କଟକ: ହଟିଲା ଦ୍ବନ୍ଦ୍ବ । ରିଲିଜ ହେବ ଓଡ଼ିଆ ଫିଲ୍ମ 'ସନାତନୀ' । ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିବା ବେଳେ ରୋକ୍ ଲଗାଇଲେନି ହାଇକୋର୍ଟ । କିନ୍ତୁ ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ ।…

ଏକତାଙ୍କୁ ମିଳିଲା କି ନୂଆ ନାଗିନ୍, ଅଭିନେତ୍ରୀଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଟେଲିଭିଜନ ଦୁନିଆର ଯାଦୁକର ହେଲେ ଏକତା କପୁର। ଦର୍ଶକଙ୍କୁ କ’ଣ ଦେଖାଇବାକୁ ହେବ ସେ ବହୁତ ଭଲ ଭାବରେ ଜାଣନ୍ତି। ଟିଭିର 'କ୍ୱିନ୍' ଭାବରେ ପ୍ରସିଦ୍ଧ ଏକତା ‘ଶାସ୍ ବହୁ’ ଠାରୁ ନାଗ-ନାଗିନ୍ ପର୍ଯ୍ୟନ୍ତ ହିଟ୍ ସିରିଏଲ୍ ତିଆରି କରିଛନ୍ତି, ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ…