Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫିଲ୍ମ ‘ପିରିଅଡ୍‌‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍ସ’ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇବେ ସୁମନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପିରିଅଡ୍‌‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍ସ' ପାଇଁ ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ସଦର ତହସିଲ ଅଞ୍ଚଳର କାଥିକେଡା ଗାଁର ବାସିନ୍ଦା ସୁମନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି। ୨୪ ନଭେମ୍ବରରେ ମୁମ୍ବାଇରେ ଆୟୋଜିତ…

ଏହି ଦିନ ରିଲିଜ୍ ହେବ ପ୍ରଭାସଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର ‘ଆଦିପୁରୁଷ’

ନୂଆଦିଲ୍ଲୀ: ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ଏବେ ଚାରିଆଡେ ଆଲୋଚନା ହେଉଛି। ଗୁରୁବାର ନିର୍ମାତା ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ପ୍ରଭାସଙ୍କ ଏହି ମେଗା ବଜେଟ୍ ଚଳଚ୍ଚିତ୍ର ୨୦୨୨ ମସିହାରେ ମୁକ୍ତିଲାଭ କରିବ। ଅଭିନେତା ପ୍ରଭାସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ…

ଆଇସୋଲେସନରେ ସଲମାନ ଖାନ

ମୁମ୍ୱାଇ: ଆଇସୋଲେସନରେ ବଲିଉଡ୍ ଅଭିନେତା ସଲମାନ ଖାନ । ତାଙ୍କର ତିନି ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ସେ ପୃଥକବାସରେ ଥିବା ଜଣା ପଡିଛି । ସଂକ୍ରମିତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜଣେ ଡ୍ରାଇଭର । ସେମାନେ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।…

୧୧ କିଲୋ ଓଜନ କମାଇଲେ କମେଡି କିଙ୍ଗ

ନିଜର ଫିଟନେସକୁ ନେଇ ଖୁବ୍ ସଚେତନ କମେଡି କିଙ୍ଗ କପିଲ ଶର୍ମା । ଏଥିପାଇଁ ସେ ତାଙ୍କ ଓଜନ କମାଇଛନ୍ତି । କପିଲ ପରିବାର ସହ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପୂରା ଫିଟ୍ ଦେଖାଯାଉଛନ୍ତି କପିଲ । ଲକଡାଉନର ଖାଲି ସମୟର ସଦୁପଯୋଗ କରିଛନ୍ତି ଓ ନିଜର ଟ୍ରାନ୍ସଫରମେସନ ଦ୍ବାରା ସମସ୍ତଙ୍କୁ…

ଯୁଗ ଯୁଗ ଜିୟୋର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ: ବରୁଣ ଧାୱନ ଓ କିଆରା ଆଡଭାନୀ ଅଭିନୀତ ଯୁଗ ଯୁଗ ଜିୟୋ ଫିଲ୍ମର ଫାଷ୍ଟ ଲୁକ୍ ବୁଧବାର ଜାରି କରାଯାଇଛି । ବରୁଣ ଓ କିଆରା ସୋସିଆଲ ସାଇଟରେ ଏହି ଫଟୋ ଶେୟାର କରିଛନ୍ତି । ଉଭୟଙ୍କ ଯୋଡିଙ୍କୁ ଦର୍ଶକଙ୍କ ଭଲ ରେସପନ୍ସ ମଧ୍ୟ ମିଳିଛି । କିଆରା ଲେଖିଛନ୍ତି ଯୁଗ ଯୁଗ ଜିୟୋ, ହ୍ୟାପି…

[ଭିଡିଓ] ବଡ ପରଦାକୁ ଆସୁଛନ୍ତି ଟମ୍ ଆଣ୍ଡ ଜେରି !

ମୁମ୍ବାଇ: ଟମ୍ ଆଣ୍ଡ ଜେରି କଥା କାନରେ ପଡିଲେ, ମନେ ପଡିଯାଏ ପିଲାଦିନ କଥା । ଆଜି ବି ଏହି ଦୁଇଟି ଆଇକନିକ୍ କାର୍ଟୁନ୍ କ୍ୟାରେକ୍ଟରଙ୍କୁ ସୋସିଆଲ୍ ମିଡିଆରେ ଦେଖାଯାଇପାରେ । ବେଶ କିଛି ବର୍ଷ ଧରି ଏହି କାର୍ଟୁନ କ୍ୟାରେକ୍ଟରଙ୍କୁ ନେଇ କୌଣସି ନୂଆ ଭିଡିଓ ସାମ୍ନାକୁ ଆସିନଥିଲା । ହେଲେ ଆସନ୍ତା…

ବିବାହ କରିବେ କି ଅଭିନେତ୍ରୀ ତାପସୀ ପନ୍ନୁ ?

ମୁମ୍ବାଇ: ରୋକଠୋକ୍ କଥାବାର୍ତ୍ତା ଓ ଭିନ୍ନ ସ୍ୱାଦର ଫିଲ୍ମ ଚୟନ ପାଇଁ ବେଶ ଜମାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ । ବେଶ କିଛିଦନ ଧରି ମାଲ୍‌ଡିଭସ୍‌ରେ ଛୁଟି ମନାଇବା ପରେ ଏବେ ରଶ୍ମୀ ରକେଟ ସହ ଏକାଧିକ ଫିଲ୍ମର ସୁଟିଂରେ ବିଜି ଅଛନ୍ତି । ହେଲେ ଏବେ ଗୁଜବ ଉଠିଛି ତାପସୀ କୁଆଡେ ଖୁବଶୀଘ୍ର ବିବାହ…

ଅଭିନୟକୁ ବାଏବାଏ କହିଲେ ଇମ୍ରାନ୍ ଖାନ୍ !

ମୁମ୍ବାଇ: 'କୟମାତ୍ ସେ କୟାମତ୍ ତକ୍' ଓ 'ଜୋ ଜିତା ୱହି ସିକନ୍ଦର'ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ ଇମ୍ରାନ୍ ଖାନ । ପରେ ମୁଖ୍ୟ ଅଭିନେତା ଭାବେ ୨୦୦୮ରେ ରୋମାଣ୍ଟିକ କମେଡି ମୁଭି 'ଜାନେ ତୁ ୟା ଜାନେ ନାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ପାଇଁ ସେ ଆୱାର୍ଡ ହାସଲ କରିବା ପରେ…

ତୃତୀୟ ଥର ପାଇଁ କଙ୍ଗନା ଏବଂ ଭଉଣୀ ରଙ୍ଗୋଲିଙ୍କୁ ହାଜର ହେବାକୁ ନୋଟିସ୍‌ ପଠାଇଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ: ତୃତୀୟ ଥର ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମୁମ୍ବାଇ ପୋଲିସ ସମନ ଜାରି କରିଛି। ମୁମ୍ବାଇ ପୋଲିସ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପଚରାଉଚରା କରିବାକୁ ଚାହୁଁଛି। ଏହି ସମନ୍ୱୟରେ କଙ୍ଗନା ରାନାୱତଙ୍କୁ ୨୩ ନଭେମ୍ବରରେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି…

ନେଟ୍‌ଫ୍ଲିକ୍ସର ସ୍ୱପ୍ନ ପୂରଣ କଲେ ବିରାଟ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ, ନଭେମ୍ବର ୨୯ ରୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ବିରାଟ କୋହଲି ଏକ ସଙ୍ଗରୋଧରେ ଅଛନ୍ତି। ବିରାଟ କୋହଲି ତାଙ୍କ ସଙ୍ଗରୋଧ ଅବଧିରେ ନେଟଫ୍ଲିକ୍ସର ୱେବ୍…