Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନିଆରା ଅନ୍ଦାଜରେ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାପ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି…

ପୁଣି ଥରେ ରାଧେ ମୋହନ ହେବେ ସଲମାନ, ଆସିବ ‘ତେରେ ନାମ୍’ର ସିକ୍ବେଲ !

୨୦୦୩ ମସିହାରେ ରିଲିଜ୍ ହୋଇଥିବା ସଲମାନ ଖାନଙ୍କ ମୁଭି ‘ତେରେ ନାମ୍’ ସୁପର ଡୁପର ହିଟ୍ ହୋଇଥିଲା । ଏଥିରେ ରାଧେ ମୋହନ ଭୂମିକାରେ ନଜର ଆସିଥିଲେ ସଲମାନ । ଲମ୍ବା ଲମ୍ବା କେଶ ସହ ସଲମାନଙ୍କ ଲୁକକୁ ଲୋକେ ପସନ୍ଦ କରିଥିଲେ । ଫିଲ୍ମ ବମ୍ପର କଲେକ୍ସନ କରିଥିଲା । ଦେଶର ବିଭିନ୍ନ ସ୍ଥାନରେ ଲମ୍ବା…

ବାଇକପ୍ରେମୀ ଜନ ଆବ୍ରାହାମ

ମୁମ୍ବାଇ:ବଲିଉଡର ହ୍ୟାଣ୍ଡସମ ହିରୋ ଜନ ଆବ୍ରାହାମ ଜଣେ ବାଇକପ୍ରେମୀ ଅଟନ୍ତି । ସେ ବିଭିନ୍ନ ଦାମୀ ଓ ଅତ୍ୟାଧୁନିକ ବାଇକ କିଣିବାର ସଉକ ରଖିଥାନ୍ତି । ଏବେ ସେ ସୋସିଆଲ ସାଇଟରେ ତାଙ୍କ ବାଇକ କଲେକ୍ସନ ଶେୟାର କରିଛନ୍ତି । ଯାହା କି ଯୁବ ପିଢ଼ୀଙ୍କୁ ବେଶ୍ ପସନ୍ଦ ଆସୁଛି । ଏବେ ସୁଦ୍ଧା ୫ ଲକ୍ଷରୁ…

ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଛନ୍ତି ପ୍ରଭୁଦେବା !

ମୁମ୍ବାଇ: ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ନିଜ ଭାଣିଜୀକୁ ବିବାହ କରିବେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୁଦେବା । ହେଲେ ଏବେ ଯାହା ଜଣାପଡୁଛି ଖୋଦ ପ୍ରଭୁଦେବା ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଶୁଣିବାକୁ ମିଳିଛି ପ୍ରଭୁଦେବା କୁଆଡେ ଚଳିତବର୍ଷ ସେପ୍ଟେମ୍ବର ମାସରେ…

ରାପର୍ ହେବେ ସୁର ରାଉତରାୟ…

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ରାଜନେତା ସୁରେଶ ରାଉତ ରାୟ ଓରଫ ସୁର ଭାଇନା। କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାର ପରିଧି ମଧ୍ୟରେ ରହି ଆସୁଛନ୍ତି । ନିଜର ରକଠୋକ କଥା ପାଇଁ ଜନସାଧାରଣଙ୍କ ପ୍ରିୟ ପାଲଟିଥିବା ସୁରନାନା ପୁଣି ଥରେ ଚର୍ଚ୍ଚାକୁ ଟାଣି ହୋଇ ଆସିଛନ୍ତି। ମାତ୍ର…

ଘରୁ ମିଳିଲା ଲୋକପ୍ରିୟ ଆମେରିକାନ୍ ଗାୟକ ବବି ବ୍ରାଉନଙ୍କ ୨୮ ବର୍ଷର ପୁତ୍ରର ମୃତ ଦେହ

ଲସ ଆଞ୍ଜେଲ୍ସ: ଆମେରିକାର ଲୋକପ୍ରିୟ ଗାୟକ ବବି ବ୍ରାଉନ (୫୧ ବର୍ଷ)ଙ୍କ ପୁତ୍ର ଜୁନିୟର ବ୍ରାଉନଙ୍କ ମୃତ ଦେହ ବାସ ଭବନରୁ ମିଳିଛି । ସ୍ଥାନୀୟ ସମୟ ଅନୁସାରେ ଦ୍ୱିପ୍ରହର ୧ଟା୫୦ ବେଳେ ୨୮ ବର୍ଷୀୟ ବବି ଜୁନିୟରଙ୍କ ମୃତ ଦେହ ଘରୁ ମିଳିଥିଲା । ସେ ବବି ବ୍ରାଉନ ଓ କିମ୍ ବୋର୍ଡଙ୍କ ପୁତ୍ର ଥିଲେ ।…

ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍

ଭାଇଜାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ସୁପରଷ୍ଟାର ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ବିଗ୍ ବସ୍ ଓ୍ୱିକେଣ୍ଡ କି ୱାରରେ ତାଙ୍କୁ ଦେଖିବାକୁ ମିଳିବ । ବିଗ୍ ବସ୍ ସୁଟିଂ କରୁଥିବା ସଲମାନଙ୍କ ଡ୍ରାଇଭର ଓ ଦୁଇ ଜଣ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।…

ରାକୁଲ୍‌ ପ୍ରୀତ୍‌ଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ କଲା ଫିଲ୍ମ ‘ମେ ଡେ’

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'ମେ ଡେ'ରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସଦ୍ୟତମ ଖବର ଅନୁଯାୟୀ ଅଭିନେତ୍ରୀ ରାକୁଲ ପ୍ରୀତ ସିଂଙ୍କୁ ଦର୍ଶକ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ। ଏହି ଚଳଚ୍ଚିତ୍ରରେ ଖୋଦ୍‌ ଅଜୟ ଦେବଗନଙ୍କୁ ମଧ୍ୟ ଅଭିନୟ…

ଆସନ୍ତୁ ଜାଣିବା କାହିଁକି ଅକ୍ଷୟ କୁମାର ରାଗିଯାଇ ୫୦୦ କୋଟିର ମାନହାନି ମୋକଦ୍ଦମା କଲେ

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ରାଗିଯାଇ ଜଣେ ୟୁଟ୍ୟୁବର ବିରୋଧରେ ୫୦୦ କୋଟିର ମାନହାନି ମୋକଦ୍ଦମା କରିଛନ୍ତି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କଣ ଥିଲା । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସରେ ବିହାରର ୟୁ ଟ୍ୟୁବର ରଶିଦ ସିଦ୍ଦିକ୍ ବଲିଉଡ ଷ୍ଟାରଙ୍କ ନାମ ଏହି କେସରେ…

୨୫ ବର୍ଷ ବୟସରେ ମା’ ହୋଇଥିଲେ ସୁସ୍ମିତା

ନୂଆଦିଲ୍ଲୀ: ନଭେମ୍ବର ୧୯ରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ହାଇଦ୍ରାବାଦର ଏକ ବୈଦ୍ୟବ୍ରହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ସୁସ୍ମିତାଙ୍କ ପିତା ଭାରତୀୟ ବାୟୁସେନାରେ ୱିଙ୍ଗ କମାଣ୍ଡର ଥିଲେ ଏବଂ ତାଙ୍କ ମା ଦୁବାଇ ସ୍ଥିତ ଏକ ଦୋକାନରେ…