Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରସିଦ୍ଧ କଳାକାର ଅଞ୍ଜୁମ ସିଂଙ୍କର କର୍କଟରେ ମୃତ୍ୟୁ

ନୂଆଦିଲ୍ଲୀ: ଜଣାଶୁଣା ଭାରତୀୟ କଳାକାର ଅଞ୍ଜୁମ ସିଂଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ପ୍ରାୟ ୬ ବର୍ଷ ଧରି କର୍କଟ ରୋଗରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କଳା ସଂଗ୍ରହକାରୀ 'କିରଣ ନାଦର ସଂଗ୍ରହାଳୟ' ଏହି ସୂଚନା ଦେଇଛି। ନାଦର ମ୍ୟୁଜିୟମ୍ ଅଫ୍ ଆର୍ଟ…

ପ୍ରେକ୍ଷାଳୟ‌ରେ ‘ସୁରଜ ପେ ମଙ୍ଗଳ ଭାରୀ’ର ଭରପୂର ମଜା ଉଠାଇଲେ ଅମୀର ଏବଂ ଝିଅ ଇରା

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ହେତୁ ସାରା ଦେଶରେ ପ୍ରେକ୍ଷାଳୟ ବନ୍ଦ ହେବାର ଆଠ ମାସ ପରେ ଏବେ ସାରା ଦେଶରେ ପ୍ରେକ୍ଷାଳୟ ଖୋଲିବାର ପ୍ରକ୍ରିୟା ଚାଲିଛି। ଏଭଳି ପରିସ୍ଥିତିରେ ନିକଟରେ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ସିନେମା ମଧ୍ୟ ଖୋଲାଯାଇଥିଲା। ତେବେ ଏହା ଭିତରେ ମନୋଜ ବାଜପେୟୀ, ଫାତିମା…

କାର୍ତ୍ତିକଙ୍କ ପାଇଁ ଫିଲ୍ମ ନିର୍ମାଣ କରିବେ କିଙ୍ଗଖାନ୍ ଶାହରୁଖ !

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନ । ତାଜା ସ୍ଥିତିରେ ନିଜେ କୌଣସି ଫିଲ୍ମରେ ଅଭିନେତା ପାଇଁ ସାଇନ୍ କରିନାହାନ୍ତି । ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ନିର୍ମାଣ କରିବେ ରୋମାଣ୍ଟିକ୍ କମେଡି ମୁଭି । ଫିଲ୍ମର ଟାଇଟଲ ଫିକ୍ସ ହୋଇନଥିଲେ ବି କାର୍ତ୍ତିକ ଅଭିନୟ କରିବା ନେଇ ହଁ…

କେବିସିର ହଟ୍ ସିଟରେ ବସିବେ ଓଡ଼ିଶା ଅଧ୍ୟାପିକା

ସମ୍ବଲପୁର: ବଲିଉଡ ତାରକା ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ରିୟାଲିଟି ସୋ କୌନ ବାନେଗା କରୋଡ଼ପତି (କେବିସି) ର ହଟ୍ ସିଟ୍ ରେ ବସିବେ ରମାଦେବୀ ମହିଳା ମହାବିଦ୍ୟାଳୟର ଜଣେ ମହିଳା ପ୍ରଫେସର। ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବରେ କାର୍ଯ୍ୟରତ ସସ୍ମିତା କରଙ୍କୁ କେବିସିର…

ଇଣ୍ଟରନେଟ୍‌ରେ ଭାଇରାଲ୍ ଦିବ୍ୟେନ୍ଦୁଙ୍କ ବିଛୁଆ ଟ୍ରାକ୍ !

ମୁମ୍ବାଇ: ୱେବ୍ ସିରିଜ୍ ମିର୍ଜାପୁର ପରେ ମୁନ୍ନା ଓରଫ ଦିବ୍ୟେନ୍ଦୁଙ୍କ ଆଗାମୀ ପଦାର୍ପଣକୁ ଚାହିଁ ବସିଛନ୍ତି ଦର୍ଶକ । ଏହି ଚାହିଦାକୁ ଆଖି ଆଗରେ ରଖି କ୍ରାଇମ୍ ଥ୍ରୀଲର ୱେବ୍ ସିରିଜ୍ ବିଛୁ କା ଖେଲରେ ଆସୁଛନ୍ତି ଦିବ୍ୟେନ୍ଦୁ ଶର୍ମା । କିଛିଦିନ ପୂର୍ବରୁ ଏହାର ଟ୍ରେଲର୍ ଧମାଲ ମଚାଇଥିଲା ।…

ଲକ୍ଷ୍ମୀ ଫିଲ୍ମ ପରେ ଓଟିଟି ପ୍ଲାଟଫର୍ମ ଚିନ୍ତାରେ !

ମୁମ୍ବାଇ: ଲକ୍ଷ୍ମୀ ଫିଲ୍ମ ଆଶାନୁରୂପ ସଫଳତା ପାଇପାରୁ ନ ଥିବାରୁ ଏବେ ଓଟିଟି ପ୍ଲାଟଫର୍ମ ସତର୍କ ହୋଇ ପଡିଛନ୍ତି । ଅକ୍ଷୟ କୁମାରଙ୍କ ଲକ୍ଷ୍ମୀ ଦୀପାବଳି ଦିନ ଭଲ ବ୍ୟବସାୟ କରିଥିଲେ ମଧ୍ୟ ଏହା ପରେ ଆଉ ଦର୍ଶକ ଜୁଟାଇ ପାରି ନ ଥିଲା । ଡିଜନୀ ପ୍ଲସ ହଟଷ୍ଟାର ପ୍ରଥମ ସପ୍ତାହରେ ଯେତିକି ପାଇବ…

ଓଟିଟି ପ୍ଲାଟଫର୍ମରେ ପାଦ ଥାପିବେ ଅମୀର, ସାଇନ୍ସ ଫିକ୍ସନ ଫିଲ୍ମ କରିବେ

ମୁମ୍ବାଇ: ବଲିଉଡର ଲୋକପ୍ରିୟ କଳାକାର ଅମୀର ଖାଁ ଅନ୍ୟମାନଙ୍କ ପରି ଶେଷରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସେ ସାଇନ୍ସ ଫିକ୍ସନ ୱେବ ସିରିଜ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ହୀରୋ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ରଣବୀର କାପୁର ଓ…

କେମିତି ଅଛନ୍ତି ବଜରଙ୍ଗୀ ଭାଇଜାନର ମୁନ୍ନି ?

ମୁମ୍ବାଇ: ସଲମାନ ଖାନଙ୍କ ଫଲ୍ମ ବଜରଙ୍ଗୀ ଭାଇଜାନର ବହୁଚର୍ଚ୍ଚିତ ଚରିତ୍ର ମୁନ୍ନି ଓରଫ ହର୍ଷାଲି ମଲହୋତ୍ରା । ୨୦୧୫ରେ ଏହି ଶିଶୁ କଳାକାର ନିଜ ନଟଖଟି ଅନ୍ଦାଜରେ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିଲେ । ଫିଲ୍ମ ବଜରଙ୍ଗୀ ଭାଇଜାନ ରିିଲିଜ୍ ହେବାର ପାଖାପାଖି ୫ବର୍ଷ ହୋଇଥିଲାବେଳେ ଆସନ୍ତୁ…

ବିର୍ଜୁ ମହାରାଜଙ୍କ ସମେତ ବହୁ ବିଶିଷ୍ଟ କଳାକାରଙ୍କୁ ସରକାରୀ ଘର ଖାଲି କରିବାକୁ ନୋଟିସ ପଠାଇଲେ ସରକାର

ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନିତ ଭାରତୀ ଶିବାଜୀ ଏବଂ ପଣ୍ଡିତ ବିର୍ଜୁ ମହାରାଜଙ୍କ ସମେତ ବହୁ ବିଶିଷ୍ଟ କଳାକାରଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରିବାକୁ ସରକାର ଏକ ନୋଟିସ ପଠାଇଛନ୍ତି। ଏଭଳି ପରିସ୍ଥିତିରେ ସୋମବାର ଦିନ କଳାକାରମାନେ କହିଛନ୍ତି ଯେ ସେମାନେ ସରକାରଙ୍କ ଏହି ନୋଟିସକୁ…

ବିଦେଶରେ ଭଲ ରୋଜଗାର କରୁଛି ଫିଲ୍ମ ‘ଲକ୍ଷ୍ମୀ’

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ 'ଲକ୍ଷ୍ମୀ' ଡିସ୍‌ନି ପ୍ଲସ ହଟଷ୍ଟାରରେ ୯ ନଭେମ୍ବରରେ ଭାରତରେ ମୁକ୍ତିଲାଭ କରିଥିଲା। ସେହି ଦିନ ଫିଲ୍ମ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଫିଜି, ପପୁଆ ନ୍ୟୁ ଗିନି ଏବଂ ସାଉଦି ଆରବର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି…