Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ୱେବ୍ ସିରିଜ୍ ଦେଲା ପ୍ରତୀକଙ୍କୁ ବଲିଉଡ୍ ଟିକଟ !

ମୁମ୍ବାଇ: ପ୍ରତିଭାବାନ ଅଭିନେତା ପ୍ରତୀକ ଗାନ୍ଧୀ । ସ୍କାମ୍ 1992: ଦ ହର୍ଷଦ୍ ମେହତା ଷ୍ଟୋରୀ ଭଳି ୱେବ୍ ସିରିଜରେ ତାଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଖାଲି ଅଭିନୟ ନୁହେଁ ବରଂ ଏହି ୱେବ୍ ସିରିଜ୍ ଜରିଆରେ ପ୍ରତୀକ ହାସଲ କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଶେଷରେ…

ହଲିଉଡ ପ୍ରୋଜେକ୍ଟରେ ମାଲାମାଲ୍ ପ୍ରିୟଙ୍କା ଚୋପ୍ରା !

ଭୁବନେଶ୍ୱର: ପ୍ରିୟଙ୍କା ଚୋପ୍ରାଙ୍କ ପାଦ ଆଉ ତଳେ ଲାଗୁନି । କାହିଁକି ନା ତାଙ୍କ ପାଖରେ ରହିଛି ଏକ ସେ ବଢକର ଏକ ହଲିଉଡ ପ୍ରୋଜେକ୍ଟ । ଏପରି ସ୍ଥିତିରେ ବଲିଉଡ ଫିଲ୍ମ ପାଇଁ ସେ ଆଉ ଏତେଟା ଚିନ୍ତିତ ନାହାନ୍ତି । ଗୋଟପଟେ ସ୍ୱାମୀ ନିକ ଜୋନାସଙ୍କ ହୋମ୍ ପ୍ରଡକ୍ସନ ତ ସେପଟେ ପ୍ରିୟଙ୍କାଙ୍କ…

ଚୀନ୍‌ରେ ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିବ ପାକିସ୍ତାନୀ ଫିଲ୍ମ ‘ପର୍‌ବାଜ୍‌ ହୈ…

ବେଜିଂ: ଚାଇନାରେ ଚାରି ଦଶନ୍ଧିରୁ ଅଧିକ ସମୟ ପରେ ଏକ ପାକିସ୍ତାନୀ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ସାମରିକ କାର୍ଯ୍ୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଚତୁର୍ଥ ପିଢିର ଯୁଦ୍ଧ ବିମାନ JF-17 ର ଫ୍ରାନ୍ସରେ ନିର୍ମିତ ମିରାଜ୍ ୨୦୦୦ ସହିତ ତୁଳନା କରାଯାଇଛି। ରିପୋର୍ଟ ଅନୁଯାୟୀ…

‘ତୁ ମୋ କମ୍‌ଜୋରି’ରେ ନଜର ଆସିବେ ରାକେଶ ଓ ଅନୁଭା

ଭୁବନେଶ୍ୱର: ଶ୍ରଦ୍ଧାସବୁରି ପ୍ରଡକ୍ସନ ନିବେଦିତ ତଥା ସୁପ୍ରିମ୍ ଏଂଟରଟେନମେଂଟ ସହ ପ୍ରଯୋଜନାରେ ନିର୍ମିତ ନୂଆ ଓଡିଆ ଚଳଚ୍ଚିତ୍ର ‘ତୁ ମୋ କମ୍‌ଜୋରି’ର ଶୁଭମହୁରତ ସରିଛି । ଏହି ଉତ୍ସବରେ ‘ତୁ ମୋ କମ୍‌ଜୋରି’ ସହ ସମ୍ପୃକ୍ତ କଳାକାର ତଥା ଟେକ୍ନିସିଆନ୍‌ଙ୍କ ସମେତ ଓଡିଆ ଚଳଚ୍ଚିତ୍ର ଓ…

ମୁକ୍ତିଲାଭ କରିବ ଅର୍ଚ୍ଚିତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦୁର୍ଗତିନାଶିନୀ’

ଭୁବନେଶ୍ବର: ‘ଜୀ ସାର୍ଥକ ସୁପରଷ୍ଟାର୍ ସୁପର୍ ସିନେମା’ର ତୃତୀୟ ଅବଦାନ ‘ଦୁର୍ଗତିନାଶିନୀ’ ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଟେଲିଭିଜନ୍‌ରେ ଏହାର ପ୍ରିମିୟର୍‌ ପ୍ରସାରିତ ହେବ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏହି ଚଳଚ୍ଚିତ୍ରର ନିର୍ମାତା ଅକ୍ଷୟ…

ମୁକ୍ତିଲାଭ ଅପେକ୍ଷାରେ ଅଭିନେତା ହରମନ୍‌ ବୱେଜାଙ୍କ ଚଳଚ୍ଚିତ୍ର ‘ଇଟ୍ସ୍‌ ମାଏ ଲାଇଫ୍‌’

ନୂଆଦିଲ୍ଲୀ: ଏବେ ହରମନ୍‌ ବାୱେଜାଙ୍କ ଏକ ଚଳଚ୍ଚିତ୍ର ଖୁବ୍‌ ଶୀଘ୍ର ସିଧାସଳଖ ‌ଟେଲିଭିଜନ୍‌ରେ ରିଲିଜ ହେବାକୁ ଯାଉଛି। ପ୍ରକୃତରେ, ନିର୍ମାତା ବୋନି କପୁର ସିଦ୍ଧାର୍ଥ, ପ୍ରକାଶ ରାଜ ଏବଂ ଜୟସୁଧା ଷ୍ଟାରର ଚଳଚ୍ଚିତ୍ର 'ବମ୍ମାରିଲୁ'ର ହିନ୍ଦୀ ରିମେକ୍‌ରେ ହରମନ୍‌ଙ୍କୁ ଦେଖିବାକୁ ମିଳିବ।…

ଛୋଟ ଘଟଣାକୁ ନେଇ ୫ ବର୍ଷ ପର୍ଯ୍ୟନ୍ତ ଅମୀର୍‌ଙ୍କ ସହ କଥା ହୋଇନଥିଲେ ଜୁହି ଚାୱଲା

ନୂଆଦିଲ୍ଲୀ: ୯୦ ଦଶକରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ବଲିଉଡରେ ଅଭିନେତ୍ରୀ ଜୁହି ଚାୱଲା। ଆଜି ହେଉଛି ଜୁହି ଚାୱଲାଙ୍କ ଜନ୍ମଦିନ। ଜୁହି ବଲିଉଡର ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରରେ କାମ କରିଛନ୍ତି। ଯଦି ସେ ସଫଳତାର ସ୍ୱାଦ ଚାଖିଛନ୍ତି, ତେବେ ସେ ଅନେକ ଫ୍ଲପ୍ ଫିଲ୍ମ କରି ବିଫଳତାର ସ୍ୱାଦ…

ଉଦିତ୍‌ ନାରାୟଣଙ୍କ ପୁଅ ହୋଇନଥିଲେ ଲୋକେ ମୋତେ ଅଧିକ ଗମ୍ଭୀରତାର ସହ ନେଇଥାନ୍ତେ; ଆଦିତ୍ୟ ନାରାୟଣ

ନୂଆଦିଲ୍ଲୀ: ଗାୟକ ତଥା ହୋଷ୍ଟ ଆଦିତ୍ୟ ନାରାୟଣ ତାଙ୍କ ଜୀବନରେ ଖୁବ୍ ଶୀଘ୍ର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଡିସେମ୍ବରରେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ବିବାହ…

ପୁଣିଥରେ ବିବାହ କରିବେ ପ୍ରଭୁଦେବା !

ତେଲେଙ୍ଗାନା: ପ୍ରଥମେ ଅଭିନେତା ଓ ପରେ କୋରିଓଗ୍ରାଫର୍‌ରୁ ପାଲଟିଥିଲେ ନିର୍ଦ୍ଦେଶକ । ମୁକାବଲା ଭଳି ଅଲ୍ ଟାଇମ୍ ସୁପରହିଟ୍ ଗୀତରେ ଧମାକାଦାର ଡାନ୍ସ କରିଥିବା ପ୍ରଭୁଦେବା ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର ପ୍ରଫେସ୍ନାଲ ଲାଇଫ୍ ନୁହେଁ ବରଂ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି…

ନିଜ ମୁଁହରେ ପ୍ଲାଷ୍ଟିକ ସର୍ଜରୀ କରାଇଥିବା ବଲିଉଡର ୭ ଆଗଧାଡ଼ିର ନାୟିକା…

ମୁମ୍ବାଇ: ନିଜ ରୂପରେ ଆହୁରି ଚମକ ତଥା ଶରୀରକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଅନେକ ବଲିଉଡ ତାରକା ମାନେ ପ୍ଲାଷ୍ଟିକ ସର୍ଜରୀ କରାଇଥାନ୍ତି। ଏହି ତାଲିକାରେ ଅଛନ୍ତି ବଲିଉଡର ୭ ଜଣ ଆଗଧାଡ଼ିର ଅଭିନେତ୍ରୀ। ଏମାନେ ଏକ ଭଲ ନାକ ଓ ଭରପୂର ଓଠ ପାଇବାକୁ କରିଛନ୍ତି ପ୍ଲାଷ୍ଟିକ ସର୍ଜରୀ…