Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପାରିବାରିକ ହିଂସା ମାମଲା: ସମୟ ମାଗିଲେ ଅନୁଭବ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ ହୋଇଥିବା ପାରିବାରିକ ହିଂସା ମାମଲାକୁ ନେଇ କୋର୍ଟରେ ହାଜର ହେଲେ ସ୍ୱାମୀ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ଅନୁଭବ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮ରେ…

ମହିଳା ଆଇପିଏସ୍ ଅଫିସର ବନିଲେ କେବିସି ୧୨ ସିଜନର ଦ୍ୱିତୀୟ କୋଟିପତି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କରୋଡପତି’ ସିଜନ୧୨ର ଦ୍ୱିତୀୟ କୋଟିପତି ବନିଲେ ମହିଳା ଆଇପିଏସ୍ ଅଫିସର ମୋହିତା ଶର୍ମା । ଏନେଇ ଶୋ’ର ଏକ ନୂଆ ପ୍ରୋମୋ ରିଲିଜ ହୋଇଛି । ପ୍ରତିଯୋଗୀ ମୋହିତା ଶର୍ମା ଖୁବ୍ ଭାବିଚିନ୍ତି ଖେଳୁଥିବା ବେଳେ ସେ ୧କୋଟି ଜିତିଥିବା ନେଇ…

ବଲିଉଡ ଅଭିନେତା ଆସିଫ ବସ୍ରାଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ଆସିଫ ବାସ୍ରା ଗୁରୁବାର ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ହିମାଚଳପ୍ରଦେଶର କାଙ୍ଗଡାଜିଲାରେ ସେ ଭଡା ରହୁଥିବା ଘରେ କୁକୁର ବନ୍ଧା ବେଲ୍ଟରେ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ମୁତାବକ ଅଭିନେତା ଆସିଫ ୫ ବର୍ଷ ହେବ…

ଅଭିନେତା ମୋହନଲାଲ କିଣିବେ ନବମ ଆଇପିଏଲ୍ ଟିମ୍ !

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ଶୁଣିବାକୁ ମିଳୁଛି ୨୦୨୧ ଆଇପିଏଲରେ ବିସିସିଆଇ ସାମିଲ କରିବ ନବମ ଟିମ୍ । ଏ ନେଇ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିନଥିଲେ ବି କିଛି ସମ୍ଭାବ୍ୟ ନିଲାମଧାରୀ ନାଁ ସାମ୍ନାକୁ ଆସିଛି । ବିଗତ କିଛିବର୍ଷ ଧରି ବିସିସିଆଇର ଯୋଜନା ମୁତାବକ ଖେଳ ଓ ମନୋରଂଜନ…

ଡ୍ରଗ୍ସ ଲିଙ୍କ: ଏନ୍‌ସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା ଅର୍ଜୁନ ରାମପାଲ । ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ସୋମବାର ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ଅଫିସରେ ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା। ଆଉ ଏବେ ଅର୍ଜୁନ…

ଓଡ଼ିଆ ସିନେମାରେ ଗୀତ ଗାଇଲେ ଦୁଲେ ରାପର

ଭୁବନେଶ୍ୱର: ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଓଡ଼ିଆ ସିନେମାରେ ଗୀତ ଗାଇଛନ୍ତି। ତାଙ୍କୁ ଚଳଚ୍ଚିତ୍ରର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ…

କିଏ ଡ୍ରାମେବାଜ? ଫାତିମା ନା’ ଦିଲଜିତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଡ୍ରାମେବାଜ କହିଲେ ଅଭିନେତା ଦିଲ୍‌ଜିତ ଦୋସାଞ୍ଜ । ତେବେ ପ୍ରକୃତ ଜୀବନରେ ନୁହେଁ, ଅପ୍‌କମିଂ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ର ଏକ ଗୀତରେ ସେ ଏଭଳି କହିଛନ୍ତି । ରିଲିଜ ହୋଇଛି ଏହି ଫିଲ୍ମର ଏକ ପେପି ଟ୍ରାକ ତଥା ପାର୍ଟି ସଙ୍ଗ । ଏହି…

ପ୍ରେମରେ ପଡିଛନ୍ତି କି କ୍ରିକେଟର୍ ପୃଥ୍ୱୀ ଶ ?

ଭୁବନେଶ୍ୱର: ଦିଲ୍ଲୀ କ୍ୟାପିଟାଲ୍ସର ଓପନର୍ ପୃଥ୍ୱୀ ଶ । ଭାରତର ଜଣେ ପ୍ରତିଭାବାନ କ୍ରିକେଟର୍ । ସୋମବାର ଏହି ଖେଳାଳି ନିଜର ୨୧ତମ ଜନ୍ମଦିନ ପାଳିଥିଲେ । ଏହି ଅବସରରେ ତାଙ୍କୁ ଅନେକ ଲୋକ ଶୁଭେଛା ଜଣାଇଥିଲେ । ହେଲେ ଏକ ଖାସ୍ ୱିସ୍ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ନିଜ ଜନ୍ମଦିନରେ…

ସୈଫ୍‌ଙ୍କ ପାଇଁ ଓଟିଟି ସାଜିଛି ଗେମ୍‌ ଚେଞ୍ଜର୍‌

ନୂଆଦିଲ୍ଲୀ: ଏବେ ବଲିଉଡର ନବାବ ସୈଫ୍‌ ଅଲି ଖାନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ଓଟିଟି ସୈଫ୍‌ଙ୍କୁ କ୍ୟାରିଅରକୁ ଏକ ନୂଆ ଦିଗ ଦେଇଛି। 'ସେକ୍ରେହ୍‌ ଗେମ୍‌' ୱେ୍‌ ସିରିଜ୍‌ ତାଙ୍କ କ୍ୟାରିୟରରେ ଗେମ୍‌ ଚେଞ୍ଜର୍‌ ଭାବେ ପ୍ରମାଣିତ ହୋଇଛି। ସୂଚନା ଅନୁଯାୟୀ ଓଟିଟିରେ ତାଙ୍କର…

ଏସ୍‌ଏସ୍‌ ରାଜାମୌଲିଙ୍କ ଫିଲ୍ମରେ ନଜର ଆସିବେ ଅଜୟ

ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନ୍ ତାଙ୍କ ଅଭିନୟ ସହିତ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତେବେ ଅଜୟଙ୍କ ନିଖୁଣ ଅଭିନୟ ଯୋଗୁ ତାଙ୍କୁ ସାଉଥ୍‌ ଫିଲ୍ମ ଜଗତରୁ ମଧ୍ୟ ଅନେକ ଭଲ ଅଫର ମିଳୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଅଜୟ ଦେବଗନ୍ ବାହୁବଲୀର ନିର୍ଦ୍ଦେଶକ…